Odisha Link
Bridging the Missing Links in Odisha

ଗୁଳିମାଡ଼ରେ ଓଏମଡିସି କର୍ମଚାରୀଙ୍କ ମୃତ୍ୟୁ

ଓଏମଡିସି କର୍ମଚାରୀଙ୍କ ମୃତ ଶରୀର ବଡ଼ବିଲ ଥାନା ଡାମୁହାଟିଂ ଇଲେକ୍ଟ୍ରି ଗ୍ରୀଡ୍ ପଛପଟୁ ଉଦ୍ଧାର ହୋଇଛି।

ଓଏଲ୍‌ ବ୍ୟୁରୋ: କେନ୍ଦୁଝର ଚମ୍ପୁଆ ନିକଟରେ ଘଟିଥିବା ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଗୁଳିମାଡ଼ରେ ଜଣେ ଓଏମଡିସି କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି। ଓଏମଡିସି କର୍ମଚାରୀଙ୍କ ମୃତ ଶରୀର ବଡ଼ବିଲ ଥାନା ଡାମୁହାଟିଂ ଇଲେକ୍ଟ୍ରି ଗ୍ରୀଡ୍ ପଛପଟୁ ଉଦ୍ଧାର ହୋଇଛି। ଓଏମଡିସି କର୍ମଚାରୀଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବାବେଳେ ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି। ଓଏମଡିସି କର୍ମଚାରୀଙ୍କ ମୃତ ଶରୀର ଇଲେକ୍ଟ୍ରି ଗ୍ରୀଡ୍ ପଛପଟୁ ଉଦ୍ଧାର କରିବା ପରେ ବଡ଼ବିଲ ପୁଲିସ ତଦନ୍ତ ଜାରି କରିଛି।

Leave A Reply

Your email address will not be published.