Odisha Link
Bridging the Missing Links in Odisha
Daily Archives

April 8, 2023

ଭୁବନେଶ୍ବରରେ ଛେନାପୋଡ଼ ଦିବସକୁ ବିଜେପି…

ନୟାଗଡ଼: ନୟାଗଡ଼ ବିକାଶ ମଞ୍ଚ ଓ ଓଡ଼ିଆ ମିଡିଆ ପ୍ରାଇଭେଟ ଲିମିଟେଡ ମିଳିତ ଆନୁକୁଲ୍ୟରେ ଆସନ୍ତା ଏପ୍ରିଲ୍‌ ୧୧ ତାରିଖରେ ଭୁବନେଶ୍ବର ଜୟଦେବ ଭବନଠାରେ ଛେନାପୋଡ଼ ଦିବସ ମହାସମାରୋହରେ ପାଳିତ ହେଉଥିବା ବେଳେ ଏହାକୁ ଭୁରିଭୁରି ପ୍ରଶଂସା କରିଛନ୍ତି ବିିଜେପି ନେତ୍ରୀ ଇରାନୀ ରାୟ । ନୟାଗଡ଼ ଓ ଭୁବନେଶ୍ବର ସମେତ…

“ନବୀନ ପଟ୍ଟନାୟକ କାହାର…

ଓଏଲ୍‌ ବ୍ୟୁରୋ: ଝାରସୁଗୁଡ଼ା ଉପନିର୍ବାଚନରେ ଜିତିବା ପାଇଁ ମାଷ୍ଟରପ୍ଲାନ୍‌ କରିଛି ବିଜୁ ଜନତା ଦଳ। ବର୍ଷର ପ୍ରଥମ ଉପନିର୍ବାଚନରେ ଜିତିବା ନେଇ ଦଳ ଆରମ୍ଭ କରିଛି ଅଙ୍କକଷା। ବିଜେଡି ପ୍ରଥମ ଦଳ ଭାବେ ପ୍ରାର୍ଥୀ ଘୋଷଣା କରିଥିଲା। ଏବେ ନେତାମାନଙ୍କୁ ଦାୟିତ୍ୱ ବାଣ୍ଟୁଛି। ଉପନିର୍ବାଚନ ପାଇଁ ଘୋଷିତ…

ବିରୋଧୀଙ୍କ କଥାରେ ନାଚିବୁ କ’ଣ…

ଓଏଲ୍‌ ବ୍ୟୁରୋ: ଝାରସୁଗୁଡ଼ା ଉପନିର୍ବାଚନରେ ଜିତିବା ପାଇଁ ମାଷ୍ଟରପ୍ଲାନ୍‌ କରିଛି ବିଜୁ ଜନତା ଦଳ। ବର୍ଷର ପ୍ରଥମ ଉପନିର୍ବାଚନରେ ଜିତିବା ନେଇ ଦଳ ଆରମ୍ଭ କରିଛି ଅଙ୍କକଷା। ବିଜେଡି ପ୍ରଥମ ଦଳ ଭାବେ ପ୍ରାର୍ଥୀ ଘୋଷଣା କରିଥିଲା। ଏବେ ନେତାମାନଙ୍କୁ ଦାୟିତ୍ୱ ବାଣ୍ଟୁଛି। ଉପନିର୍ବାଚନ ପାଇଁ ଘୋଷିତ…

ଏଣିକି ଓଡ଼ିଆରେ ବିଦ୍ୟୁତ୍‌…

ନୟାଗଡ଼: ଏଣିକି ରାଜ୍ୟର ସବୁ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆରେ ନାମଫଳକ ବାଧ୍ୟତାମୂଳକ ଭାବେ ରହିବ । ଏନେଇ ଖବର ପ୍ରସାରଣ ମଧ୍ୟ ହୋଇଛି। ଏସବୁ ମଧ୍ୟରେ ଓଡ଼ିଆରେ ମଧ୍ୟ ବିଦ୍ୟୁତ୍‌ ବିଲ୍‌ ପାଇବେ ଉପଭୋକ୍ତା । ଏଭଳି ଏକ ପଦକ୍ଷେପ ନେଇଛି ଟିପିସିଓଡିଏଲ୍ ନୟାଗଡ଼ ବିଦ୍ୟୁତ୍‌ ଡିଭିଜନ l ଏହି…

ତାତିରୁ ମିଳିବ ମୁକ୍ତି, ରାଜ୍ୟର କିଛି…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ କିଛି ଜିଲ୍ଲାରେ ତାପମାତ୍ରା ଏତେ ବଢିଯାଇଛି ଯେ ଲୋକେ ତାତିରେ ଘରୁ ବାହାରିବାକୁ ଭୟ କରୁଛନ୍ତି। ତେବେ ଆସନ୍ତା ୨ ଦିନ ଧରି କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିବ ବୋଲି କୁହାଯାଉଛି। ଆଜି ଓ କାଲି କିଛି ଜିଲ୍ଲାରେ ବର୍ଷା ସହ ପବନ ଓ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ଏନେଇ…

ନାବାଳକ ସମର୍ଥ ଅଗ୍ରୱାଲ ହତ୍ୟା ଘଟଣା:…

ଓଏଲ୍‌ ବ୍ୟୁରୋ: ଟଙ୍କା ଲୋଭରେ ମଣିଷ ସାଜିଲା ନର ରାକ୍ଷସ। ୯୦ଲକ୍ଷ ଟଙ୍କା ପାଇଁ ଝାରସୁଗୁଡ଼ାରେ ଘଟିଥିବା ଏକ ଦୁଃଖଦ ଖବର ସାମ୍ନାକୁ ଆସିଥିଲା। ଜଣେ ନାବାଳକକୁ ଟଙ୍କା ଲୋଭରେ ଅପହରଣ କରାଯାଇଥିଲା। ନାବାଳକକୁ ପ୍ରଥମେ ଝାରସୁଗୁଡ଼ାରୁ ଅପହରଣ କରିଥିଲେ ଦୁର୍ବୁତ୍ତ। ପରେ ବରଗଡ଼ରେ ନାବାଳକଙ୍କୁ ହତ୍ୟା କରି…

ବାୟୁସେନା ଇତିହାସରେ ନୂତନ ଫର୍ଦ୍ଦ…

ଓଏଲ୍‌ ବ୍ୟୁରୋ: ବାୟୁସେନା ଇତିହାସରେ ଯୋଡ଼ିହେଲା ନୂତନ ଫର୍ଦ୍ଦ। ତେଜପୁର ଏୟାରଫୋର୍ସ ଷ୍ଟେସନରୁ ସୁଖୋଇ ଫାଇଟର ଏୟାରକ୍ରାଫ୍ଟରେ ଉଡ଼ିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାୟୁସେନା ପୋଷାକରେ ସୁଖୋଇ-୩୦ରେ ଉଡ଼ିଲେ ରାଷ୍ଟ୍ରପତି। ଦ୍ୱିତୀୟ ମହିଳା ରାଷ୍ଟ୍ରପତି ଭାବେ ଏୟାରକ୍ରାଫ୍ଟରେ ଉଡ଼ିଲେ ଦ୍ରୌପଦୀ…

ଦେଶରେ ଉପରମୁହାଁ ହେଲା କରୋନା ସଂକ୍ରମଣ,…

ଓଏଲ୍‌ ବ୍ୟୁରୋ: କରୋନା ଭୂତାଣୁକୁ ନେଇ ବଢ଼ିଲା ଦେଶବାସୀଙ୍କ ଚିନ୍ତା। ପୁଣି କାୟା ବିସ୍ତାର କଲାଣି କରୋନା ମହାମାରୀ। କିଛି ମାସର ବ୍ୟବଧାନ ପରେ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ଲଗାତର ଭାବେ ବୃଦ୍ଧି ପାଇଛି। ଗତକାଲି ରାଜ୍ୟରେ ଶହେ ଦୈନିକ ସଂକ୍ରମଣ ଟପିଥିବାବେଳେ ଆଜି ୪୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ…

ଅଷ୍ଟପ୍ରହରୀରେ ପ୍ରସାଦ ଖାଇ ୫ଟି ଗାଁର…

ଓଏଲ୍‌ ବ୍ୟୁରୋ: ଭୋଜି ଖାଇଯାଇଥିଲେ ସମସ୍ତେ, ହେଲେ ଭୋଜି ଖାଇବା ପରେ ହୋଇଗଲେ ଅସୁସ୍ଥ। ଏଭଳି ଘଟଣା ଘଟିଛି ସାଲେପୁରରେ। କଟକ ସାଲେପୁରର କାନପୁର ଗାଁରେ ଅଷ୍ଟପ୍ରହରୀ ଥିଲା। ଆୟୋଜିତ ଅଷ୍ଟପ୍ରହରୀରେ ପାଖାପାଖି ୫ଟି ଗାଁର ଲୋକେ ପ୍ରସାଦ ଖାଇଥିଲେ। ତେବେ କାନପୁର ଗାଁରେ ଅଷ୍ଟପ୍ରହରୀରେ ପ୍ରସାଦ ଖାଇ ୫ଟି…

ଭାର୍ଗବୀ ନଦୀ ବ୍ରିଜ୍‌ ପାଖରୁ ଉଦ୍ଧାର…

ଓଏଲ୍‌ ବ୍ୟୁରୋ: ବ୍ରହ୍ମଗିରି ସଦର ଥାନା ବାସୁଦେବପୁର ନିକଟରେ ଘଟିଥିବା ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ବାସୁଦେବପୁର ଭାର୍ଗବୀ ନଦୀ ବ୍ରିଜ୍‌ ନିକଟରୁ କ୍ଷତାକ୍ତ ଅବସ୍ଥାରେ ଜଣଙ୍କ ମୃତଦେହ ମିଳିଛି। ମୃତ ବ୍ୟକ୍ତି ଜଣକ ପରମାନନ୍ଦପୁରର ବାସିନ୍ଦା ବୋଲି ଜଣା ପଡିଛି। ମୃତ ବ୍ୟକ୍ତିଙ୍କ ମୃତ୍ୟୁର କାରଣ…