Odisha Link
Bridging the Missing Links in Odisha
Daily Archives

May 5, 2023

କାଶ୍ମୀରରେ ଆତଙ୍କୀ ହମଲା, ୨ ଯବାନ ସହିଦ

ଓଏଲ୍‌ ବ୍ୟୁରୋ: କାଶ୍ମୀରରେ ଘଟିଥିବା ଆଉ ଏକ ଘଟଣା ସାମ୍ନାକୁ ଆସିଛି। ସେନା ଯବାନଙ୍କ ଉପରେ ଆତଙ୍କୀ ହମଲା କରିଛନ୍ତି। ଆତଙ୍କୀଙ୍କ ଆତଙ୍କରାଜର ଶିକାର ହୋଇ ୨ ଯବାନ ସହିଦ ହେବା ସହ ୪ ଗୁରୁତର ହୋଇଛନ୍ତି। ରଜୌରୀ କାଣ୍ଡି ଜଙ୍ଗଲରେ ଆତଙ୍କବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ। ସୁରକ୍ଷାକର୍ମୀଙ୍କ…

ଦୁଇ ଦିନିଆ ଓଡ଼ିଶା ଗସ୍ତରେ…

ଓଏଲ୍‌ ବ୍ୟୁରୋ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼। ଆସନ୍ତାକାଲି କଟକ ଜୁଡିସିଆଲ ଏକାଡେମୀରେ ହେବାକୁ ଥିବା ନ୍ୟାସନାଲ କନ୍ଫରେନସ ଅନ ଡିଜିଟାଇଜେସନ ପେପର ଲେସ କୋର୍ଟ ସମ୍ମିଳନୀରେ ଯୋଗ ଦେବେ। ଆଜି ଭୁବନେଶ୍ୱରରେ ପହନ୍ଚିଛନ୍ତି…

ପୁରୀ ସମୁଦ୍ରରେ ଲାଗିଲା ରେଡ୍ ଫ୍ଲାଗ୍,…

ଓଏଲ୍‌ ବ୍ୟୁରୋ: ପୁରୀ ମହୋଦଧୀରେ ଲାଗିଲା ରେଡ୍ ଫ୍ଲାଗ୍। ଦୁଇ ଦିନରେ ୪ ଜଣ ପର୍ଯ୍ୟଟକଙ୍କ ସମୁଦ୍ରରେ ବୁଡ଼ି ମୃତ୍ୟୁ ହୋଇଥିବାରୁ ଏଭଳି ପଦକ୍ଷେପ ନିଆଯାଇଅଛି। ଦୁର୍ଘଟଣା ଘଟିଥିବାରୁ ସମୁଦ୍ରର ୧୩ନଂ ସେକ୍ଟରକୁ ଯିବା ପାଇଁ ନିଷେଧ କରାଯାଇଛି। ଦୁଇଦିନ ହେବ ସମୁଦ୍ରରେ ଗାଧୋଇବା ବେଳେ ଘଟିଥିଲା ଅଘଟଣ।…

ଆଜି ରିଲିଜ ହେବ ବିବାଦରେ ଥିବା…

ଓଏଲ୍‌ ବ୍ୟୁରୋ: ଆଜି ସିନେମା ହଲରେ ରିଲିଜ ହେବାକୁ ଯାଉଛି ସୁଦୀପ୍ତ ସେନଙ୍କ ନିର୍ଦେଶିତ ‘ଦି କେରଳ ଷ୍ଟୋରି’। ଏହି ଚଳଚ୍ଚିତ୍ରର ଟିଜର ରିଲିଜ ହୋଇସାରିଛି। ଅଦା ଶର୍ମାଙ୍କ ଅଭିନୀତ ଫିଲ୍ମ ‘ଦି କେରଳ ଷ୍ଟୋରି’ର ଟିଜର ରିଲିଜ ହେବା ପରଠୁ ଏହାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ନର୍ସରୁ ଆଇଏସଏସ ଆତଙ୍କବାଦୀ…

ପୁଣି ଏନସିପିର ମୁଖିଆ ପଦକୁ ଫେରିବେ ଶରଦ…

ଓଏଲ୍‌ ବ୍ୟୁରୋ: ଗତ ମଙ୍ଗଳବାର ଏନସିପି ଅଧ୍ୟକ୍ଷ ପଦରୁ ଶରଦ ପାୱାର ଇସ୍ତଫା ଦେଇଥିଲେ। ରାଷ୍ଟ୍ରୀୟ କଂଗ୍ରେସ ପାର୍ଟି (ଏନସିପି)ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ବରିଷ୍ଠ ରାଜନେତା ଶରଦ ପାଓ୍ବାର। ତେବେ ତାଙ୍କ ଇସ୍ତଫାକୁ ଏନସିପି କୋର୍ ବୈଠକରେ ଶରଦଙ୍କ ଇସ୍ତଫା ନାମଞ୍ଜୁର କରାଯାଇଛି। ମୁମ୍ବାଇରେ…

କେନ୍ଦୁପତ୍ର ହିତାଧିକାରୀଙ୍କ ପାଇଁ ଖୁସି…

ଓଏଲ୍‌ ବ୍ୟୁରୋ: କେନ୍ଦୁପତ୍ର ହିତାଧିକାରୀଙ୍କ ପାଇଁ ବଡ ଖୁସି ଖବର ସାମ୍ନାକୁ ଆସିଛି। ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହିତାଧିକାରୀଙ୍କୁ ମିଳିବ ୧୧୧ କୋଟି ଟଙ୍କାର ସହାୟତା ରାଶି। କେନ୍ଦୁପତ୍ର ହିତାଧିକାରୀଙ୍କୁ ୧ମ ପର୍ଯ୍ୟାୟରେ ମିଳିଥିଲା ୮୩ କୋଟିର ସହାୟତା ରାଶି। ଦ୍ୱିତୀୟ…

ଓଡ଼ିଶା ଆସିବେ ବିହାର ମୁଖ୍ୟମନ୍ତ୍ରୀ,…

ଓଏଲ୍‌ ବ୍ୟୁରୋ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓଡ଼ିଶା ଆସିବାକୁ ନେଇ ଚର୍ଚ୍ଚା ହେଉଥିବାବେଳେ ଆସନ୍ତା ୯ରେ ଆସିବେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ବୋଲି ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ଜୋର…

ସୁଦାନରେ ‘ଅପରେସନ…

ଓଏଲ୍‌ ବ୍ୟୁରୋ: ଅଶାନ୍ତ ସୁଦାନରେ ଅପରେସନ କାବେରୀ ଜୋରଦାର। ଆଫ୍ରିକୀୟ ଦେଶ ସୁଦାନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ଲାଗି ଅପରେସନ କାବେରୀ ଆରମ୍ଭ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୩୮୦୦ରୁ ଅଧିକ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି। ଅଶାନ୍ତ ସୁଦାନରେ ଅପରେସନ କାବେରୀ ଦ୍ଵାରା ଉଦ୍ଧାର କାର୍ଯ୍ୟ ଜାରି…

ମେ’ ୧୦ରେ ଝାରସୁଗୁଡା ଉପ-ନିର୍ଵାଚନ;…

ଓଏଲ୍‌ ବ୍ୟୁରୋ: ନିର୍ବାଚନ ପାଇଁ ସରଗରମ ଓଡ଼ିଶା ରାଜନୀତି। ଝାରସୁଗୁଡା ଉପ-ନିର୍ବାଚନ ପାଇଁ କମ୍ପୁଛି ନିର୍ବାଚନ ମଣ୍ଡଳୀ। ମେ’୧୦ରେ ପଡ଼ିବ ଭୋଟ। ଝାରସୁଗୁଡ଼ାବାସୀ ବାଛିବେ ତାଙ୍କ ମନପସନ୍ଦର ନେତା। ସାଧାରଣ ନିର୍ବାଚନକୁ ଆଉ ୧ ବର୍ଷରୁ କମ୍‌ ସମୟ ଥିବା ବେଳେ ଝାରସୁଗୁଡ଼ା ଉପନିର୍ବାଚନ ଜିତିବାକୁ ରାଜ୍ୟର…

ଆଜି ବୁଦ୍ଧ ପୂର୍ଣ୍ଣିମା, ଜାଣନ୍ତୁ ଏହାର…

ଓଏଲ୍‌ ବ୍ୟୁରୋ: ବୈଶାଖ ମାସର ପୂର୍ଣ୍ଣମୀ ତିଥିରେ ପାଳିତ ହୁଏ ବୁଦ୍ଧ ଜୟନ୍ତୀ। ବୌଦ୍ଧ ଧର୍ମ ଗ୍ରନ୍ଥର ତଥ୍ୟ ଅନୁଯାୟୀ ଗୌତମ ବୁଦ୍ଧ ଖ୍ରୀଷ୍ଟପୂର୍ବ ୫୬୩ରେ ନେପାଳ ଅନ୍ତର୍ଗତ ଲୁମ୍ବିନିରେ ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ। ତେଣୁ ଏହି ପୂର୍ଣ୍ଣିମାକୁ ବୌଦ୍ଧ ପୂର୍ଣ୍ଣିମା କୁହାଯାଏ। ବୌଦ୍ଧ ଧର୍ମରେ…