Odisha Link
Bridging the Missing Links in Odisha
Daily Archives

May 5, 2023

ବିଜେଡି ବିଧାୟକଙ୍କ ନଡ଼ିଆ ପ୍ରୀତି,…

ଓଏଲ୍‌ ବ୍ୟୁରୋ: ଚର୍ଚ୍ଚାରେ ସୋରଧା ବିଧାୟକ ତଥା ବିଜେଡି ନେତା ପୂର୍ଣ୍ଣଚନ୍ଦ୍ର ସ୍ବାଇଁ। ସେ ପ୍ରାୟ ୧୫ ହଜାର ନଡ଼ିଆ ନୃସିଂହନାଥଙ୍କ ନିକଟରେ ସମର୍ପଣ କରିଛନ୍ତି। ବିଧାୟକଙ୍କ ସହ ଆସିକା ସାଂସଦ ପ୍ରମିଳା ବିଷୋୟୀ ମଧ୍ୟ ସୀମାଞ୍ଚଳମରେ ନଡ଼ିଆ ଭାଙ୍ଗିଛନ୍ତି। ଯାହାକୁ ନେଇ ଗଞ୍ଜାମ ଜିଲ୍ଲାରେ ବେଶ ଚର୍ଚ୍ଚା…

ରଞ୍ଜନ ଦାସ ପ୍ରଭୁ ଜଗନ୍ନାଥଙ୍କ…

ଓଏଲ୍‌ ବ୍ୟୁରୋ: ୬ ଦିନ ତଳେ ରାଜ୍ୟ ସରକାର ବରିଷ୍ଠ ଆଇଏଏସ୍‌ ଅଧିକାରୀ ରଞ୍ଜନ ଦାସଙ୍କୁ ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତ କରିଥିଲେ। ଆନୁଷ୍ଠାନିକ ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପରେ ଶ୍ରୀ ଦାସଙ୍କ ପାଇଁ ବଢ଼ିଲା ଅଡ଼ୁଆ। ଓଡ଼ିଶା ସୂଚନା ଅଧିକାର ଅଭିଯାନ ଶ୍ରୀ ଦାସଙ୍କ ନାମରେ ଆଣିଛି…

ଏନସିପି ଅଧ୍ୟକ୍ଷ ପଦରୁ ଇସ୍ତଫା…

ଓଏଲ୍‌ ବ୍ୟୁରୋ: ରାଷ୍ଟ୍ରୀୟ କଂଗ୍ରେସ ପାର୍ଟି (ଏନିସିପି)ରେ ଲାଗି ରହିଥିବା ହଟଚମଟରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ୩ ଦିନ ତଳେ ଏନସିପି ଅଧ୍ୟକ୍ଷ ପଦରୁ ଇସ୍ତଫା ଘୋଷଣା କରିଥିଲେ ଶରଦ ପାଓ୍ବାର। ଯାହାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ହେଲେ ଏବେ ଚର୍ଚ୍ଚାରେ ଲାଗିଲା ବିରାମ। କାରଣ ଏନସିପି ଅଧ୍ୟକ୍ଷ ପଦରୁ…

ରିଲିଜ ହେଲା ‘ଦି କେରଳ…

ଓଏଲ୍‌ ବ୍ୟୁରୋ: ଆଜି ସିନେମା ହଲରେ ରିଲିଜ ହୋଇଛି ସୁଦୀପ୍ତ ସେନଙ୍କ ନିର୍ଦେଶିତ ‘ଦି କେରଳ ଷ୍ଟୋରି’। ଅଦା ଶର୍ମାଙ୍କ ଅଭିନୀତ ଫିଲ୍ମ ‘ଦି କେରଳ ଷ୍ଟୋରି’ର ଟିଜର ରିଲିଜ ହେବା ପରଠୁ ଏହାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ନର୍ସରୁ ଆଇଏସଏସ ଆତଙ୍କବାଦୀ ପାଲଟି ଯାଇଥିବା ଯୁବତୀଙ୍କ ବାସ୍ତବ କାହାଣୀ ଉପରେ…

ଜଗା ଦର୍ଶନ କଲେ ସୁପ୍ରିମକୋର୍ଟ ମୁଖ୍ୟ…

ଓଏଲ୍‌ ବ୍ୟୁରୋ: ଆଜି ଜଗା ଦର୍ଶନ କରିଛନ୍ତି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼। ଆସନ୍ତାକାଲି କଟକ ଜୁଡିସିଆଲ ଏକାଡେମୀରେ ହେବାକୁ ଥିବା ନ୍ୟାସନାଲ କନ୍ଫରେନସ ଅନ ଡିଜିଟାଇଜେସନ ପେପର ଲେସ କୋର୍ଟ…

ପୁଲିସ ଅଧିକାରୀଙ୍କ ଘରେ କଳାକନା ବୁଲାଇଲେ…

ଓଏଲ୍‌ ବ୍ୟୁରୋ: ବିଭିନ୍ନ ଉପାୟ ଅବଲମ୍ବନ କରି ଲୁଟ କରିବାରେ ଲାଗିଛନ୍ତି ଲୁଟେରା। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସରକାରୀ ଅଧିକାରୀଙ୍କ ଯାଏଁ ଏହି ଲୁଟର ଶିକାର ହଉଥିବ ଖବର ସାମ୍ନାକୁ ଆସୁଛି। ତେବେ ଜଣେ ପୁଲିସ ଏଏସଆଇ ଅଧିକାରୀ ଏହି ଲୁଟର ଶିକାର ହୋଇଥିବା ଜଣା ପଡିଛି। ପୁଲିସ ଏଏସଆଇଙ୍କ ଘରେ କଳାକନା…

କାଶ୍ମୀରରେ ଆତଙ୍କୀ ହମଲା; ପୁଣି ୩ ଯବାନ…

ଓଏଲ୍‌ ବ୍ୟୁରୋ: କାଶ୍ମୀରରେ ଘଟିଥିବା ଆଉ ଏକ ଘଟଣା ସାମ୍ନାକୁ ଆସିଛି। ସେନା ଯବାନଙ୍କ ଉପରେ ଆତଙ୍କୀ ହମଲା କରିଛନ୍ତି। ଆତଙ୍କୀଙ୍କ ଆତଙ୍କରାଜର ଶିକାର ହୋଇ ୨ ଯବାନ ସହିଦ ହେବା ସହ ୪ ଗୁରୁତର ହୋଇଛନ୍ତି। ତେବେ ଏହି ଗୁରୁତରଙ୍କ ମଧ୍ୟରୁ ପୁଣି ୩ଜବାନ ସହିଦ ହୋଇଛନ୍ତି। ରଜୌରୀ କାଣ୍ଡି ଜଙ୍ଗଲରେ…

ଭୁବନେଶ୍ବରରେ କନସେନ୍‍ଟ୍ରିକ୍ସ କଷ୍ଟମର…

ଓଏଲ୍‌ ବ୍ୟୁରୋ: ବିଶ୍ୱର ଅନ୍ୟତମ ପ୍ରମୁଖ ବୃତ୍ତିଗତ ସେବା ସଂସ୍ଥା କନସେନ୍‍ଟ୍ରିକ୍ସ ବିପିଓ ଆଜି ରାଜଧାନୀ ଭୁବନେଶ୍ୱରରେ ଉଦଘାଟିତ ହୋଇଯାଇଛି। ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିକଟ ଅତୀତରେ ଆଇବିଏମ, ହାପ୍ପିଏଷ୍ଟ ମାଇଣ୍ଡସ୍‍, ଡେଲଏଟ୍‍ର ‘କାପାବିଲିଟି ଏନ୍‍ହାନ୍ସମେଣ୍ଟ…

ସାମ୍ନାକୁ ଆସୁଛି ଠକ ତାନ୍ତ୍ରିକର ଗୁମର,…

ଓଏଲ୍‌ ବ୍ୟୁରୋ: କଟକରେ ଗୁଣିଗାରେଡି ଓ ତନ୍ତ୍ର ସାଧନା ନାଁରେ ଠକେଇ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା। ଅଭିଯୁକ୍ତକୁ ଗିରଫ କରିଥିଲା ପୁଲିସ। ପୁଲିସ ଅଭିଯୁକ୍ତକୁ ଗିରଫ କରିବା ପରେ ତଦନ୍ତ ଆରମ୍ଭ କରିଛି। ଅଧିକ ତଦନ୍ତ ଅଭିଯୁକ୍ତକୁ ରିମାଣ୍ଡରେ ନେଇଛି ପୁଲିସ। ଆଜି ଠକ ତାନ୍ତ୍ରିକକୁ ନେଇ ସିନ୍‌…

ସମ୍ବଲପୁରରେ ସାଂସଦଙ୍କୁ ଅଟକ ରଖିବା…

ଓଏଲ୍‌ ବ୍ୟୁରୋ: ସମ୍ବଲପୁର-ଝାରସୁଗୁଡ଼ି ଜିଲ୍ଲା ସୀମାନ୍ତ ଶ୍ରୀପୁରା ଛକରେ ଭାରତୀୟ ଜନତା ପାର୍ଟି (ଭାଜପା) ଟିମକୁ ଅଟକ ରଖିଥିଲା ପୁଲିସ। ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ଲୋକସଭା ବାଚସ୍ପତିଙ୍କ ନିକଟରେ ସ୍ବାଧିକାର ଭଙ୍ଗ ନୋଟିସ ଆଗତ। ସମ୍ବଲପୁର ଜିଲ୍ଲାପାଳ ଓ ଏସପିଙ୍କ ନାଁରେ ସ୍ବାଧିକାର ଭଙ୍ଗ…