Odisha Link
Bridging the Missing Links in Odisha
Daily Archives

June 2, 2023

ଆସନ୍ତାକାଲି ଭୁବନେଶ୍ୱରରୁ ସିଙ୍ଗାପୁର ଓ…

ଓଏଲ୍‌ ବ୍ୟୁରୋ: ଆସନ୍ତା ୪ରେ ସିଙ୍ଗାପୁରରେ ପାଳନ ହେବ ଓଡ଼ିଶା ଦିବସ। ଏହାର ଗୋଟେ ଦିନ ପୂର୍ବରୁ ଅର୍ଥାତ ଜୁନ୍‌ ୩ରେ ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ସିଧାସଳଖ ଉଡ଼ିବ ବିମାନ। ସକାଳ ୬ଟା ୨୫ରେ ସିଙ୍ଗାପୁରକୁ ଓ ଅପରାହ୍ନ ୪ଟା ୫୦ରେ ବ୍ୟାଙ୍କକକୁ ଉଡ଼ିବ ବିମାନ। ଉଭୟ ରୁଟରେ ଇଣ୍ଡିଗୋ ଏୟାର…

ଶ୍ରୀମନ୍ଦିରରେ ୧୬ ଘଣ୍ଟା ବନ୍ଦ ରହିବ ଜଗା…

ଓଏଲ୍‌ ବ୍ୟୁରୋ: ଆସନ୍ତା ୧୬ ଘଣ୍ଟା ପାଇଁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ। ଆଜି ରାତି ୧୦ଟାରୁ କାଲି ଦିନ ୨ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ। ଦେବସ୍ନାନ ନୀତି ପାଇଁ ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ଜାରି ହୋଇଛି। ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା, ଜ୍ୟେଷ୍ଠ…

ଆନ୍ଦୋଳନରୁ ଓହରିଯିବାକୁ ମୁଖ୍ୟ ସଚିବ…

ଓଏଲ୍‌ ବ୍ୟୁରୋ: ଗ୍ରେଡ ପେ ବୃଦ୍ଧି ଦାବିରେ ଗତକାଲିଠାରୁ ଅମଲା ସଂଘର ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଏହି ପ୍ରସଙ୍ଗକୁ ନେଇ ମୁଖ୍ୟ ସଚିବଙ୍କ ସହ ଅମଲା ସଂଘର ପ୍ରତିନିଧି ଆଲୋଚନା କରିଥିବା ଜଣା ପଡିଛି। ବୈଠକ ପରେ ଅମଲା ସଂଘର ସହସମ୍ପାଦକ ନରେଶ ମହାପାତ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି। ଅମଲା ସଂଘର…

ଅସହ୍ୟ ତାତିରେ ଲାଗିବ ବ୍ରେକ୍! ଝଡ଼ବର୍ଷା…

ଓଏଲ୍‌ ବ୍ୟୁରୋ: ଗୋଟେ ପଟେ ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହେଉଥିବାବେଳେ ଝଡ଼ବର୍ଷା ସହ ବଜ୍ରପାତ ନେଇ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ୧୪ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ମୟୂରଭଂଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, ନୟାଗଡ଼, ଖୋର୍ଦ୍ଧା,…

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଛାତ୍ରୀ ମୃତ୍ୟୁ…

ଓଏଲ୍‌ ବ୍ୟୁରୋ: ଗତକାଲି ଗଞ୍ଜାମ ଆର୍ଯ୍ୟପଲ୍ଲୀ ସମୁଦ୍ରରେ ବୁଡ଼ି ପ୍ରାଣ ହରାଇଥିବା ୨ ଜଣ ଛାତ୍ରୀଙ୍କ ପରିବାରକୁ ମଧ୍ୟ ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି। ସମୁଦ୍ରରେ ଗାଧୋଇବା ବେଳେ ଭାସିଯାଇଥିଲେ ଦୁଇ ଛାତ୍ରୀ। ସମୁଦ୍ରରେ ବୁଡ଼ି ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ନିଖୋଜ ଥିବା…

ଓଡ଼ିଶା ଆସିବେ ଅମିତ ଶାହ-ଜେପି ନଡ୍ଡା

ଓଏଲ୍‌ ବ୍ୟୁରୋ: ଗଡ଼ୁଛି ଦିନ ଆଉ ବଢୁଛି ରାଜନୈତିକ ଅଙ୍କକଷା। ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ। ଏହାକୁ ନଜରରେ ରଖି ବିଭିନ୍ନ ରାଜନୈତିକ ଦଳ ନିଜର ଅଙ୍କକଷା ଆରମ୍ଭ କଲେଣି। ଏସବୁ ମଧ୍ୟରେ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ପରେ ସାରା ଦେଶରେ ଭାରତୀୟ ଜନତା ପାର୍ଟି ଆରମ୍ଭ କରିଛି ମହା ଜନସମ୍ପର୍କ…

ପରିବହନ ସଚିବଙ୍କ ସତର୍କବାଣୀ, ସଡ଼କ…

ଓଏଲ୍‌ ବ୍ୟୁରୋ: ଦିନକୁ ଦିନ ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାର ବଢ଼ିବାରେ ଲାଗିଛି। ଯାହା ବର୍ତମାନ ଚିନ୍ତାର ବିଷୟ ପାଲଟିଛି। ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାର ହ୍ରାସ ପାଇଁ ପରିବହନ ସଚିବ ଚିନ୍ତା ପ୍ରକଟ କରିଛନ୍ତି। ସବୁ ଜିଲ୍ଲାପାଳ ଓ ଏସ୍‌ପି/ଡିଏସ୍‌ପିଙ୍କୁ ଚିଠି ଲେଖିଲେ ସଚିବ। ପ୍ରତି ମାସରେ ଜିଲ୍ଲା…

ବିଶାଖାପାଟଣାର ‘ରୋଗୀ ସହାୟତା କେନ୍ଦ୍ର’…

ଓଏଲ୍‌ ବ୍ୟୁରୋ: ବିଶାଖାପାଟଣାରେ ରାଜ୍ୟ ସରକାର ୨୦୧୬ ମସିହାରୁ ଏକ ରୋଗୀ ସହାୟତା କେନ୍ଦ୍ର ସ୍ଥାପନ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଖୋଲା ଯାଇଥିବା ଏହି ‘ରୋଗୀ ସହାୟତା କେନ୍ଦ୍ର’ର ଅବଧିକୁ ଆଉ ବର୍ଷେ (୨୦୨୩-୨୪) ପାଇଁ ବୃଦ୍ଧି କରିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦ ଲକ୍ଷ…

ସୋନପୁରକୁ ମିଳିଲା ନୂଆ ଜିଲ୍ଲାପାଳ,…

ଓଏଲ୍‌ ବ୍ୟୁରୋ: ସୋନପୁର ଜିଲ୍ଲାକୁ ମିଳିଲା ନୂଆ ଜିଲ୍ଲାପାଳ। ପୂର୍ତ୍ତ ବିଭାଗ ସ୍ବତନ୍ତ୍ର ସଚିବ ବିମଳେନ୍ଦୁ ରାୟ ହେଲେ ସୋନପୁରର ନୂଆ ଜିଲ୍ଲାପାଳ। ବିମଳେନ୍ଦୁଙ୍କ ନିଯୁକ୍ତି ନେଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିମଳେନ୍ଦୁ ଏବେ ପୂର୍ତ୍ତ ବିଭାଗ ସ୍ବତନ୍ତ୍ର ସଚିବ ଭାବେ କାର୍ଯ୍ୟରତ।…

ଅସହ୍ୟ ତାତି, ୪୦ ଡିଗ୍ରୀ ଟପିଲା ରାଜ୍ୟର…

ଓଏଲ୍‌ ବ୍ୟୁରୋ: ତତଲା କଡେଇରେ ଜଳୁଛି ସାରା ରାଜ୍ୟ। ପ୍ରବଳ ଗରମ ଓ ଗୁଳୁଗୁଳିରେ ଆଉଟୁପାଉଟୁ ହେଉଛନ୍ତି ଓଡ଼ିଶାବାସୀ। ଆଜି ଦିନ ସାଢ଼େ ୧୧ଟାରେ ୪୧ ଛୁଇଁଲା ସମ୍ବଲପୁର ସହରର ତାପମାତ୍ରା। ଝାରସୁଗୁଡ଼ା ୪୦.୬, ଭୁବନେଶ୍ବର ଓ ହୀରାକୁଦ ୩୯.୬, ଚାନ୍ଦବାଲି ୩୮.୬, ବାଲେଶ୍ବର ୩୭.୮, କେନ୍ଦୁଝର ୩୬.୬ ଡିଗ୍ରୀ…