Odisha Link
Bridging the Missing Links in Odisha
Daily Archives

June 9, 2023

ବାହନଗା ହାଇସ୍କୁଲକୁ ଏକ ଆଦର୍ଶ ସ୍କୁଲ…

ଓଏଲ୍‌ ବ୍ୟୁରୋ: ବାଲେଶ୍ୱର ଜିଲ୍ଲାର ବାହନଗା ହାଇସ୍କୁଲ ତଥା ସ୍କୁଲ ପରିସରରେ ଥିବା ପ୍ରାଥମିକ ଓ ଏଲିମେଣ୍ଟାରୀ ସ୍କୁଲ ସମ୍ପୂର୍ଣ୍ଣ ଭଙ୍ଗାଯିବ। ୫ଟି ଉପକ୍ରମରେ ଏହାର ପୁନଃନିର୍ମାଣ କରାଯିବା ସହିତ ଏହାକୁ ଏକ ଆଦର୍ଶ ସ୍କୁଲ ଭାବରେ ଗଢିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।…

ସରକାରଙ୍କ ଶକ୍ତି ବିଭାଗ ଉପରେ ଆଉ ଅଙ୍କୁଶ…

ଓଏଲ୍‌ ବ୍ୟୁରୋ: ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ କରିଥିଲା। ଯାହା ପରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇ ଅନେକ ସମୟ ଧରି ବିଦ୍ୟୁତ କାଟ ହୋଇଥିଲା। ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟ ପ୍ରସଙ୍ଗରେ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ…

୫-ଟି ଆଧାରରେ ପୁନଃନିର୍ମାଣ ହେବ ବାହାନଗା…

ଓଏଲ୍‌ ବ୍ୟୁରୋ: ବାହାନଗା ରେଳ ଦୁର୍ଘଟଣା ପରେ ମୃତଦେହ ରଖା ଯାଇଥିବା ସ୍କୁଲ ଘର ଭଙ୍ଗାଯାଉଛି। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଏନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ୫-ଟି ଆଧାରରେ ପୁନଃନିର୍ମାଣ ହେବ ବାହାନଗା ହାଇସ୍କୁଲ। ସ୍କୁଲ ପରିସରରେ ଥିବା ପ୍ରାଥମିକ ସ୍କୁଲ ସଂପୂର୍ଣ୍ଣ ଭଙ୍ଗାଯିବ।…

ବାହାନଗା ରେଳ ଦୁର୍ଘଟଣା: ମୃତାହତଙ୍କ…

ଓଏଲ୍‌ ବ୍ୟୁରୋ: ଜୁନ୍‌ ୨ ତାରିଖରେ ବାଲେଶ୍ବର ବାହାନଗାରେ ହୋଇଥିବା ଭୟଙ୍କର ରେଳ ଦୁର୍ଘଟଣାରେ ୨୮୮ ଜଣଙ୍କ ଜୀବନ ଚାଲି ଯାଇଥିଲା। ଅନେକ ଗୁରୁତର ଭାବେ ଆହତ ହୋଇଛନ୍ତି। ୬୬୧ ପରିବାରଙ୍କୁ ଦିଆଯାଇଛି ୨୨.୬୬ କୋଟି ସହାୟତା ରାଶି। ୧୮୦ ମୃତକ,୧୫୦ ଗୁରୁତର ଓ ୩୩୧ ଆହତଙ୍କୁ ମିଳିଛି ସହାୟତା ରାଶି। ୨୨.୬୬…

‘ଭୂତ ପାଇଁ ଭଙ୍ଗାଯାଉନି ବାହାନଗା…

ଓଏଲ୍‌ ବ୍ୟୁରୋ: ବାହାନଗା ରେଳ ଦୁର୍ଘଟଣା ପରେ ମୃତଦେହ ରଖା ଯାଇଥିବା ସ୍କୁଲ ଘର ଭଙ୍ଗାଯାଉଛି। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଏନେଇ ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ କହିଛନ୍ତି, ଭୂତ ପାଇଁ ସ୍କୁଲ ଘର ଭଙ୍ଗାଯାଉନି। ଯେହେତୁ ପିଲା ଏଠାରେ ଖାଉଥିଲେ ସେଥିପାଇଁ…

ଓଲିଉଡରେ କାଷ୍ଟିଂ କାଉଚ୍ ଅଭିଯୋଗ: ମୁହଁ…

ଓଏଲ୍‌ ବ୍ୟୁରୋ: ଓଡ଼ିଆ ସିନେମା ଜଗତରେ ପୁଣିଥରେ ଉଠିଲା କାଷ୍ଟିଂ କାଉଚ୍‌ ଝଡ଼। ଜଣାଶୁଣା ଚଳଚ୍ଚିତ୍ର ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁ ନାୟକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଚୁଲବୁଲି ନାୟିକା ପ୍ରକୃତି ମିଶ୍ର। ଟୁଟୁ ନାୟକଙ୍କ ନାମ ନେଇ ସିଧାସଳଖ କାଷ୍ଟିଂ କାଉଚ୍ ଅଭିଯୋଗ ଆଣିଛନ୍ତି ପ୍ରକୃତି…

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ…

ଓଏଲ୍‌ ବ୍ୟୁରୋ: କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ସେ ରାଜ୍ୟର ଚାଷୀମାନଙ୍କ ହିତ ଦୃଷ୍ଟିରୁ ନୂତନ ଆପ୍‌ରେ ପୂର୍ବଧାରା ଅନୁସାରେ ଗୋଟିଏ ଗ୍ରୀଡ଼୍‌ର ନମୁନାରେ ଏକାଧିକ କୃଷକଙ୍କୁ ପଞ୍ଜୀକରଣ କରିବାର ସୁବିଧା ଯୋଗାଇଦେବା ପାଇଁ…

ମାଲବାହୀ ଟ୍ରେନରେ କଟି ୬ ଶ୍ରମିକଙ୍କ…

ଓଏଲ୍‌ ବ୍ୟୁରୋ: ବାହାନଗା ଟ୍ରେନ୍‌ ଟ୍ରାଜେଡି ମନରୁ ଲିଭିନଥିଲା ବେଳେ ଯାଜପୁର ରୋଡରରେ ଆଉ ଏକ ଲୋମଟାଙ୍କୁରା ଅଘଟଣ ଘଟିଥିଲା। ମାଲଗାଡ଼ି ତଳେ ବର୍ଷା ଲାଗି ଆଶ୍ରୟ ନେଇଥିବା ୬ ଜଣ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟିଥିଲା। ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ବୁଧବାର ଅପରାହ୍ନରେ ଯାଜପୁର ରୋଡ ରେଳ ଷ୍ଟେସନ…

ବସ୍‌ ମାଲିକଙ୍କୁ ଏସଟିଏର ଚେତାବନୀ,…

ଓଏଲ୍‌ ବ୍ୟୁରୋ: ବସ୍‌ ମାଲିକଙ୍କୁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଚେତାବନୀ। ନିର୍ଦ୍ଧାରିତ ଭଡ଼ାଠୁ ଅଧିକ ନେଲେ ହେବ କାର୍ଯ୍ୟାନୁଷ୍ଠାନ। ଯାତ୍ରୀଙ୍କୁ ହଇରାଣ କଲେ ମଧ୍ୟ ହେବ କାର୍ଯ୍ୟାନୁଷ୍ଠାନ। ଅଧିକ ଭଡ଼ା ନେଉଥିବାରୁ ଜବତ ହୋଇଥିଲା ୨ଟି ବସ୍‌। ପୂର୍ବରୁ ବସରେ ଯାତ୍ରା କରୁଥିବା ଯାତ୍ରୀମାନେ ଯାତ୍ରା…

ରଥଯାତ୍ରା ପାଇଁ ପୂର୍ବ ପ୍ରସ୍ତୁତି:…

ଓଏଲ୍‌ ବ୍ୟୁରୋ: ରଥଯାତ୍ରା ପାଇଁ ଚଳଚଞ୍ଚଳ ପୁରୀର ରଥଖଳା। ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରାକୁ ଆଉ ରହିଲା ୧୧ ଦିନ। ତିନି ଠାକୁରଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ…