Odisha Link
Bridging the Missing Links in Odisha
Daily Archives

June 10, 2023

ବିରୋଧୀଙ୍କ ବୈଠକ ପୂର୍ବରୁ ଆକ୍ସନମୁଡରେ…

ଓଏଲ୍‌ ବ୍ୟୁରୋ: ୨୦୨୪ରେ ଦେଶରେ ଅନୁଷ୍ଠିତ ହେବ ଲୋକସଭା ନିର୍ବାଚନ। ଏହାକୁ ନଜରରେ ରଖି ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ରଣନୀତି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଚଳିତ ବର୍ଷ ଶେଷ ମଧ୍ୟରେ ୫ଟି ରାଜ୍ୟରେ ହେବ ବିଧାନସଭା ନିର୍ବାଚନ। ଯେଉଁଥିପାଇଁ ଏବେଠୁ ସାରେ ଦେଶରେ ଦେଖିବାକୁ ମିଳିଲାଣି…

“ଭଗବାନ ହନୁମାନ ଆଦିବାସୀ…

ଓଏଲ୍‌ ବ୍ୟୁରୋ: ଆଗାମୀ ଦିନରେ ହେବାକୁ ଯାଉଛି ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ। ଏଥିପାଇଁ ସମସ୍ତ ଦଳ ଆରମ୍ଭ କରି ସାରିଲେଣି ପ୍ରସ୍ତୁତି। କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପିର ହିନ୍ଦୁତ୍ବର ଜବାବରେ କଂଗ୍ରେସ ସଫ୍ଟହିନ୍ଦୁତ୍ବ ( ଉଦାରବାଦୀ ହିନ୍ଦୁତ୍ବ) ଆଭିମୁଖ୍ୟ ଗ୍ରହଣ କରିଥିଲା। ଯାହା ଦଳକୁ…

‘ଓଡ଼ିଶାରେ ଏବେ ରାଜନୀତି ନାହିଁ,…

ଓଏଲ୍ ବ୍ୟୁରୋ: ନାରୀ ସମାଜ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ପ୍ରେରଣାର ସ୍ରୋତ। ଅଦ୍ଭୁତ କ୍ଷମତାରେ ଥାଇ କେବେ ବି ସେ ରାଜନୀତିକୁ କଳୁଷିତ କରିନାହାନ୍ତି। ତାଙ୍କ ସମୟରେ ସୁପରିଚାଳନାର ଏକ ଅନନ୍ୟ ବାତାବରଣ ଦେଖିବାକୁ ମିଳିଥିଲା। କିନ୍ତୁ ଏବେ ରାଜ୍ୟ ଆଉ ଗଣତନ୍ତ୍ରଭିତ୍ତିକ ହୋଇନାହିଁ।…

ତାତିରୁ ମିଳିବ ତ୍ରାହି! ରାଜ୍ୟର ୩…

ଓଏଲ୍‌ ବ୍ୟୁରୋ: ଅସହ୍ୟ ତାତିରେ ଜଳୁଛି ରାଜ୍ୟର ଅନେକ ଜିଲ୍ଲା। ତେବେ ଏହି ତାତିରୁ ମିଳିପାରେ ତ୍ରାହି। ରାଜ୍ୟର ୩ ଜିଲ୍ଲାକୁ ୩ ଘଣ୍ଟା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ଘଣ୍ଟି। ଘଡ଼ଘଡ଼ି, ବିଜୁଳି, ପବନ ସହ ବର୍ଷା ନେଇ କଟକ ଖୋର୍ଦ୍ଧା ଓ ଜଗତସିଂହପୁରକୁ ସତର୍କତା ଜାରି। ତେବେ ଏନେଇ ଭୁବନେଶ୍ୱର…

‘ଏବେବି ଅଚିହ୍ନା ୮୧ ମୃତଦେହ,…

ଓଏଲ୍‌ ବ୍ୟୁରୋ: ସେଦିନ ଥିଲା ଶୁକ୍ରବାର ଆଉ ଘଣ୍ଟାରେ ବାଜିଥିଲା ପାଖାପାଖି ୭ଟା ୧୫ ମିନିଟ୍‌। ଠିକ ସେହି ସମୟରେ ଏକ ବଡ ଖବର ସାମ୍ନାକୁ ଆସିଥିଲା। ଯାହା ସାରା ବିଶ୍ୱବାସୀଙ୍କ ମନକୁ ଆନ୍ଦୋଳିତ କରିଦେଇଥିଲା। ବାହାନଗା ଷ୍ଟେସନ ନିକଟ ଦେଇ ହାୱଡାରୁ ଚେନ୍ନାଇ ଆସୁଥିବା କରମଣ୍ଡଳ ଏକ୍ସପ୍ରେସ୍…

୩ ରାଜ୍ୟକୁ ସତର୍କ ଘଣ୍ଟି, ୨୪ ଘଣ୍ଟାରେ…

ଓଏଲ୍‌ ବ୍ୟୁରୋ: ଅତି ଭୀଷଣ ବାତ୍ୟାରେ ପରିଣତ ହେଲା ‘ବିପର୍ଯ୍ୟୟ’। ଆଗାମୀ ୨୪ ଘଣ୍ଟା ଭିତରେ ଆହୁରି ତ୍ରୀବ ରୂପ ନେବ। ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ଘନୀଭୂତ ହେଉଛି ବାତ୍ୟା ‘ବିପର୍ଯ୍ୟୟ’। ଆଗାମୀ ଦୁଇ ଦିନ ମଧ୍ୟରେ ଏହା ଉତ୍ତର ଏବଂ ଉତ୍ତରପଶ୍ଚିମ ଦିଗକୁ ଗତି କରିବ। ଗୋଆ, କର୍ଣ୍ଣାଟକ ଏବଂ…

ଆମେରିକାରୁ ଆସି ଭୁବନେଶ୍ବରରେ ହେଲା ୨…

ଓଏଲ୍ ବ୍ୟୁରୋ: ସାଧାରଣତଃ ପୁଅଙ୍କ ବ୍ରତଘର ହୋଇଥାଏ। ଝିଅଟିଏର ବ୍ରତଘର ହେବା ବୋଧେ ପ୍ରାୟତ ଦେଖିବାକୁ କମ୍ ମିଳିଥାଏ। ଭୁବନେଶ୍ୱରର ଏକ ସ୍ଥାନୀୟ ହୋଟେଲରେ ଦେଖିବାକୁ ମିଳିଥିଲା ଏମିତି କିଛି ଘଟଣା। ବାଲେଶ୍ୱରର ଗୁରୁସୋମ ନାମକ ଜଣେ ବ୍ୟକ୍ତି ତାଙ୍କର ଜଣେ ପୁଅ ସହ ୨ଝିଅଙ୍କର ମଧ୍ୟ ବ୍ରତଘର କରାଇଛନ୍ତି।…

ରଜ ପରେ ତାତିରୁ ମିଳିବ ତ୍ରାହି! ଆସନ୍ତା…

ଓଏଲ୍‌ ବ୍ୟୁରୋ: କାଳବୈଶାଖୀ ପରେ ମଧ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗୁଳୁଗୁଳି ଅନୁଭୂତ ହେଉଛି। ତେବେ ଆଜିଠୁ ୧୪ ତାରିଖ ଯାଏଁ ୧୩ ଜିଲ୍ଲାକୁ ହିଟ୍‌ୱେଭ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜିଠୁ ୧୪ ତାରିଖ ଯାଏଁ ୬ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି। ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁରକୁ…

ପ୍ରି-ଆକ୍ଟିଭେଟେଡ୍‌ ସିମ୍‌ ରାକେଟ ଠାବ…

ଓଏଲ୍‌ ବ୍ୟୁରୋ: ପୁଣି ଠାବ ହେଲା ଏକ ପ୍ରି-ଆକ୍ଟିଭେଟେଡ୍‌ ସିମ୍‌ ରାକେଟ। ବିପୁଳ ପରିମାଣର ଆକ୍ଟିଭେଟେଡ୍‌ ସିମ୍‌ ଜବତ ହୋଇଥିବା ସୂଚନା। ଠାବ କଲା କଟକ ସାଇବର ଥାନା ପୁଲିସ। ରାକେଟରେ ୮ ଜଣ ଅଭିଯୁକ୍ତ ମଧ୍ୟ ଗିରଫ। ୮ ମାସରେ ୫ ହଜାର ସିମ୍‌ ଆକ୍ଟିଭ କରିଛନ୍ତି। ଅଭିଯୁକ୍ତ ମଧ୍ୟରେ ଅଛନ୍ତି ଜଣେ ଏଲଏଲବି…

କର୍କଟ ରୋଗର ମୁକାବିଲା ନିମନ୍ତେ ସୋଆରେ…

ଓଏଲ୍‌ ବ୍ୟୁରୋ: କର୍କଟ ରୋଗର ମୁକାବିଲା ନିମନ୍ତେ ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ଗବେଷକମାନେ ନୂତନ ଡ୍ରଗ୍‌ ଓ ଡାଏଗ୍ନୋଷ୍ଟିକ୍‌ ଟେକ୍ନିକ୍‌ସର ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ଏହି ଗବେଷଣା କାର୍ଯ୍ୟ ପାଇଁ କେନ୍ଦ୍ର ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ ପକ୍ଷରୁ ୪.୫୪ କୋଟି…