Odisha Link
Bridging the Missing Links in Odisha
Daily Archives

June 16, 2023

ତାତିରୁ ନାହିଁ ତ୍ରାହି, ୪୪ ଡିଗ୍ରୀ…

ଓଏଲ୍‌ ବ୍ୟୁରୋ: ତାତିରୁ ନାହିଁ ନିସ୍ତାର। ଅସହ୍ୟ ତାତିରେ ଜଳୁଛି ସାରା ଓଡ଼ିଶା। ଦିନ ୨ଟା ୩୦ରେ ଝାରସୁଗୁଡ଼ାରେ ତାପମାତ୍ରା ୪୪.୬, ଭୁବନେଶ୍ବରରେ ୪୪.୪ ଡିଗ୍ରୀ ରେକର୍ଡ ହୋଇଛି। ହୀରାକୁଦରେ ୪୩.୮ ଡିଗ୍ରୀ, କେନ୍ଦୁଝରରେ ୪୦ ଡିଗ୍ରୀ, ଚାନ୍ଦବାଲିରେ ୩୭.୬ ଡିଗ୍ରୀ, ବାଲେଶ୍ୱରରେ ୩୫ ଡିଗ୍ରୀ, ଗୋପାଳପୁରରେ…

ବଡ଼ଦାଣ୍ଡକୁ ଆସିବେ ବଡ଼ଠାକୁର, ପୁରୀରେ…

ଓଏଲ୍‌ ବ୍ୟୁରୋ: ବଡ଼ଦାଣ୍ଡକୁ ଆସିବେ ବଡ଼ଠାକୁର। ପାଖେଇ ଆସୁଛି ରଥଯାତ୍ରା। ରଥଯାତ୍ରା ପାଇଁ ଅପେକ୍ଷାରତ କୋଟି କୋଟି ଶ୍ରଦ୍ଧାଳୁ। ମହାବାହୁ ଦର୍ଶନ ଦେବେ କୋଟି କୋଟି ଜନତାଙ୍କୁ। ତିନି ଠାକୁରଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ତିନିରଥର ୧୨ଟି 'ଦୁଆର…

ଅଘୋଷିତ ବିଦ୍ୟୁତ କାଟ୍‌ ପ୍ରସଙ୍ଗ: ରାଜ୍ୟ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ କିଛି ଦିନ ହେବ ଅଘୋଷିତ ବିଦ୍ୟୁତ କାଟକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି। ଅଘୋଷିତ ବିଦ୍ୟୁତ କାଟ୍‌କୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛି ବିଜେପି। ପ୍ରେସମିଟ୍‌ରେ ଲେଖାଶ୍ରୀ ସାମନ୍ତସିଂହାରଙ୍କ କଡ଼ା ସମାଲୋଚନା। ସେ କହିଛନ୍ତି, ଟାଟା ପାୱାର ସହ କଣ ବୁଝାମଣା…

ଯୌନ ନିର୍ଯାତନା ପଡ଼ିଲା ମହଙ୍ଗା, ଆଇପିଏସ୍…

ଓଏଲ୍‌ ବ୍ୟୁରୋ: ମହିଳା ଆଇପିଏସଙ୍କୁ ଯୌନ ନିର୍ଯାତନା ପଡ଼ିଲା ମହଙ୍ଗା। ତାମିଲନାଡ଼ୁର ପୂର୍ବତନ ସ୍ପେସାଲ ଡିଜିପିଙ୍କୁ ଜେଲ୍। ୩ ବର୍ଷ ଜେଲ୍ ଦଣ୍ଡ ସହ ୨୦ ହଜାର ଟଙ୍କା ଫାଇନ। ୨ ବର୍ଷ ତଳେ ମହିଳା ଆଇପିଏସଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ କ୍ରମେ ତାମିଲନାଡ଼ୁ କ୍ୟାଡରର ଓଡ଼ିଆ…

ଭିଜିଲାନ୍ସ ପଞ୍ଝାରେ ଯୋଗାଣ ଅଧିକାରୀ,…

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ଆଉ ଜଣେ ସରକାରୀ ବାବୁ। ଭିଜିଲାନ୍ସ ଜାଲରେ ପଡିଥିବା ସରକାରୀ ବାବୁ ଜଣକ ହେଲେ ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ନାୟକ। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ବ୍ରଜେନ୍ଦ୍ର କୁମାର ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ। ନୟାଗଡ଼ର ପୂର୍ବତନ ଯୋଗାଣ…

ଅଘୋଷିତ ବିଦ୍ୟୁତ କାଟକୁ ନେଇ ପ୍ରତିବାଦ,…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ କିଛି ଦିନ ହେବ ଅଘୋଷିତ ବିଦ୍ୟୁତ କାଟକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି। ଏହାରି ମଧ୍ୟରେ ବିଜେପି ମଧ୍ୟ ଆନ୍ଦୋଳନ କରୁଛି। ଟାଟା ପାୱାର ବିରୋଧରେ ବିଜେପିର ଆନ୍ଦୋଳନ ବେଳେ ଉତ୍ତେଜନା ଦେଖିବାକୁ ମିଳିଛି। ଆନ୍ଦୋଳନ ବେଳେ ପୁଲିସ ସହ ବିଜେପି କର୍ମୀ ଧସ୍ତାଧସ୍ତି…

ରାଜ୍ୟରେ ଅସହ୍ୟ ତାତି, ୪ ଜିଲ୍ଲାରେ ୪୦…

ଓଏଲ୍‌ ବ୍ୟୁରୋ: ଅସହ୍ୟ ତାତିରେ ଜଳୁଛି ପଶ୍ଚିମ ଓଡ଼ିଶା। ଉପକୂଳରେ ଅସହ୍ୟ ଗୁଳୁଗୁଳି। ଦିନ ୧୧.୩୦ ସୁଦ୍ଧା ଝାରସୁଗୁଡା ସବୁଠୁ ଉତପ୍ତ ସହର ଭାବେ ରେକର୍ଡ ହୋଇଛି। ଝାରସୁଗୁଡାରେ ୪୩.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ସମ୍ବଲପୁରରେ ୪୨.୪ ଡ଼ିଗ୍ରୀ, ଭୁବନେଶ୍ୱରରେ ୪୧.୬ ଡ଼ିଗ୍ରୀ, ହୀରାକୁଦରେ…

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ…

ଓଏଲ୍‌ ବ୍ୟୁରୋ: ଜାତୀୟ ଉଦ୍ୟାନ ଶିମିଳିପାଳକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆଜିଠୁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ ରହିବ। ଜୁନ୍ ୧୬ ରୁ ସେପ୍ଟେମ୍ୱର ୧୫ ତାରିଖ ପର୍ଯ୍ୟନ୍ତ ଶିମିଳିପାଳ ବନ୍ଦ ରହିବ ବୋଲି ସୂଚନା ରହିଛି। ଏହି ସମୟରେ ଜାତୀୟ ଉଦ୍ୟାନ ଶିମିଳିପାଳକୁ ପର୍ଯ୍ୟଟକଙ୍କୁ ପ୍ରବେଶ ନିଷେଦ୍ଧ…

ବାହାନଗା ରେଳ ଦୁର୍ଘଟଣା: ୨୯୦ ଛୁଇଁଲା…

ଓଏଲ୍‌ ବ୍ୟୁରୋ: ଆଜି ବାହାନଗା ରେଳ ଦୁର୍ଘଟଣାକୁ ୧୫ଦିନ। ଏହି ଭୟଙ୍କର ଦୁର୍ଘଟଣା ଖବର ସାରା ବିଶ୍ୱବାସୀଙ୍କ ମନକୁ ଆନ୍ଦୋଳିତ କରିଦେଇଛି। ଭୟଙ୍କର ଦୁର୍ଘଟଣା ଆହତ ହୋଇଥିବା ଜଣେ ନାବାଳକଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି। କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଭାବେ ମୃତ୍ୟୁ ହୋଇଛି। ମୃତକ ନାବାଳକ ବିହାରର…

‘ମୋ-ଘର’ ଯୋଜନା ପାଇଁ ଆଜିିଠୁ ଆବେଦନ,…

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ମୋ-ଘର ଯୋଜନାରେ ସହାୟତା ପାଇଁ ଆଜିଠାରୁ ଆରମ୍ଭ ହୋଇଛି ଆବେଦନ। ପଞ୍ଚାୟତ ବ୍ଲକ ଓ ମୋ- ସେବା କେନ୍ଦ୍ରରେ ହିତାଧିକାରୀ ଆବେଦନ କରିପାରିବେ। ଯେଉଁମାନେ ଆବେଦନ କରିିବେ ସେମାନଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀ ଚୟନ କରାଯିବ। ମୋ ଘର ଯୋଜନାରେ ଆବେଦନ ପାଇଁ ଏକ…