Odisha Link
Bridging the Missing Links in Odisha

ଉତ୍ତରାଖଣ୍ଡରେ ଅଘଟଣ: ସଡ଼କ ଦୁର୍ଘଟଣା ନେଲା ୯ ଜୀବନ

ଘଟଣାସ୍ଥଳରେ ୨ ଜଣ ଗୁରୁତର ଭାବେ ଆହତ

ଓଏଲ୍‌ ବ୍ୟୁରୋ: ଉତ୍ତରାଖଣ୍ଡରେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପିଥୋରାଗଡ ଜିଲ୍ଲାର ମୁନିସାରି ବ୍ଲକରେ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଗାଡି ଖାଲରେ ଖସିଯିବା ପରେ ୯ ଜଣଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଦୁର୍ଘଟଣାସ୍ଥଳରେ ପୁଲିସ ଏବଂ ଏସ୍ଡିଆରଏଫ ଟିମ୍ ପହଂଚି ଉଦ୍ଧାର କରିବା ସହ ଦୁର୍ଘଟଣା ସ୍ଥଳରେ ତଦନ୍ତ ଆରମ୍ଭ ହୋଇଛି ବୋଲି ସୂଚନା ଦେଇଛନ୍ତି ଆଇଜି ନୀଲେଶ ଭର୍ନେ।

Leave A Reply

Your email address will not be published.