Odisha Link
Bridging the Missing Links in Odisha
Daily Archives

July 15, 2023

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଜଣେ ମୃତ,…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ବର୍ଷା ଲାଗି ରହିଛି। ଏହାରି ମଧ୍ୟରେ ସାଲେପୁର ନିକଟରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। କଟକ ସାଲେପୁର ନିକଟରେ ଭାରସାମ୍ୟ ହରାଇ ଇଲେକ୍ଟ୍ରିଖୁଣ୍ଟରେ ଇଣ୍ଡିକା ପିଟି ହୋଇଯାଇଛି। ଇଲେକ୍ଟ୍ରିଖୁଣ୍ଟରେ ଇଣ୍ଡିକା ପିଟିହେବା ପରେ ଘଟଣାସ୍ଥଳରେ ଜଣଙ୍କ…

ରାଜ୍ୟରେ ଲଗାଣ ବର୍ଷା, ଟ୍ବିନସିଟିରେ…

ଓଏଲ୍‌ ବ୍ୟୁରୋ: ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସହ ଘଡଘଡି ଲାଗିରହିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ, ଆଜି ସକାଳ ୮.୩୦ ସୁଧା କଟକ ସହରରେ ୪୧.୮ ମିମି ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱରରେ ୧୪.୭ ମିମି ବର୍ଷା ରେକର୍ଡ କରାଯାଇଛି। ସାଢ଼େ ୧୨ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ…

ବଲାଙ୍ଗିର +୨ ଛାତ୍ରୀ ମୃତ୍ୟୁ ଘଟଣା:…

ଓଏଲ୍‌ ବ୍ୟୁରୋ: ବଲାଙ୍ଗିର ସେଣ୍ଟ୍ରାଲ ସ୍କୁଲ ନିକଟ ନିଖିଲ ନଗରରେ ଘଟିଥିବା ହତ୍ୟା ଘଟଣା ସାମ୍ନାକୁ ଆସିଥିଲା। ନାବାଳିକାଙ୍କ ବାପାମା’ କାମକୁ ଯାଇଥିବା ସମୟରେ ଘରେ ପଶି ନାବାଳିକାଙ୍କ ତଣ୍ଟି କାଟି ହତ୍ୟା କରି ଦୁର୍ବୃତ୍ତ ଫେରାର ହୋଇଯାଇଥିବା ଜଣା ପଡିଥିଲା। ଘଟଣାସ୍ଥଳରେ ଟାଉନ୍ ପୁଲିସ ତଦନ୍ତ କରି…

ଢେଙ୍କାନାଳରେ ଅଜଣା ଜନ୍ତୁ ଆତଙ୍କ, ୪୦…

ଓଏଲ୍‌ ବ୍ୟୁରୋ: ନିଆଳି ପରେ ଢେଙ୍କାନାଳରେ ଅଜଣା ଜନ୍ତୁ ଭୟ ସୃଷ୍ଟି କରିଛି। ଅଜଣା ଜନ୍ତୁ ଆକ୍ରମଣରେ ୪୦ ମେଣ୍ଢାଙ୍କ ମୃତ୍ୟୁ ହୋଇଛି। ଢେଙ୍କାନାଳ ଆରଦା ଗ୍ରାମରେ ଏହି ଘଟଣା ଘଟିଥିବାବେଳେ ମେଣ୍ଢା ମୃତ୍ୟୁ ନେଇ ଗାଁରେ ଆତଙ୍କ ଖେଳି ଯାଇଛି। ପୂର୍ବରୁ ଏଭଳି ଘଟଣା ସାମ୍ନାକୁ ଆସିଥିବାରୁ ଏନେଇ ଚିନ୍ତା…

ଚିନ୍ତା ବଢ଼ାଉଛି ଡେଙ୍ଗୁ, ଖୋର୍ଦ୍ଧାରେ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଡେଙ୍ଗୁ ରୋଗକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଦିନକୁ ଦିନ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ବଢ଼ିବାରେ ଲାଗିଛି। ତେବେ ସାରା ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୦୭ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ କରାଯାଇଥିବାବେଳେ ଖୋର୍ଦ୍ଧାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ କରାଯାଇଛି।…

ଭିଜୁଛି ଓଡ଼ିଶା, ରାଜ୍ୟର ବିଭିନ୍ନ…

ଓଏଲ୍‌ ବ୍ୟୁରୋ: ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସହ ଘଡଘଡି ଲାଗିରହିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ, ଆଜି ସକାଳ ୮.୩୦ ସୁଧା କଟକ ସହରରେ ୪୧.୮ ମିମି ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱରରେ ୧୪.୭ ମିମି ବର୍ଷା ରେକର୍ଡ କରାଯାଇଛି। ଟ୍ୱିନ ସିଟି ଭୁବନେଶ୍ୱର ଏବଂ କଟକରେ ତୀବ୍ର (୧ ରୁ…

ପ୍ରଥମ ଟେଷ୍ଟ: ଯଶ୍ବସୀ-ଅଶ୍ବିନୀଙ୍କ…

ଓଏଲ୍‌ ବ୍ୟୁରୋ: ୨୦୨୩-୨୫ ବିଶ୍ବ ଟେଷ୍ଟ ଚାମ୍ପିଅନ୍‌ସିପ୍ ଅଭିଯାନରେ ଟିମ୍‌ ଇଣ୍ଡିଆର ଦମଦାର ଆରମ୍ଭ। ମାତ୍ର ତିନି ଦିନରେ ପ୍ରଥମ ଟେଷ୍ଟ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜକୁ ହରାଇଲା ଟିମ୍‌ ଇଣ୍ଡିଆ। ରବିଚନ୍ଦ୍ରନ ଅଶ୍ବିନୀଙ୍କ ଘାତକ ବୋଲିଂରେ ଘାଇଲା ହେଲା କିଓ୍ବି ଦଳ। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ମ୍ୟାଚରେ…