Odisha Link
Bridging the Missing Links in Odisha

ଅଗ୍ନିଶମ ସେବା ବିଭାଗରେ ମିଳିବ ନିଯୁକ୍ତି, ନୂତନ ପଦବୀରେ ମୁଖ୍ୟମନ୍ତ୍ରୀଙ୍କ ମୋହର

ଓଏଲ୍‌ ବ୍ୟୁରୋ: ଅଗ୍ନିଶମ ସେବା ବିଭାଗରେ ଚାକିରୀ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଅଗ୍ନିଶମ ସେବା ବିଭାଗର ନୂତନ ପଦବୀରେ ମୁଖ୍ୟମନ୍ତ୍ରୀ ମୋହର ମୋହର ମାରିଛନ୍ତି। ଅଗ୍ନିଶମ ବିଭାଗର ୨୬ ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି। ଏଥିରେ ୩ଟି ଷ୍ଟେସନ ଅଫିସର ପଦବୀ, ୩ଟି ଲିଡିଂ ଫାୟାର ମ୍ୟାନ୍‌ ଓ ୨୦ଟି ଫାୟାର ମ୍ୟାନ ପଦବୀ ରହିଛି।

Leave A Reply

Your email address will not be published.