Odisha Link
Bridging the Missing Links in Odisha
Monthly Archives

August 2023

ସୌରିନ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡ଼ୁଆ,…

ଓଏଲ୍‌ ବ୍ୟୁରୋ: ଅଡ଼ୁଆରେ ଚର୍ଚ୍ଚିତ ଗାୟକ ସୌରୀନ ଭଟ୍ଟ। ଗାୟକ ସୌରୀନ ଭଟ୍ଟଙ୍କ ଉପରେ ଜଣେ ଯୁବତୀ ଯୌନ ଶୋଷଣ ମାମଲା ନେଇ ଅଭିଯୋଗ ଆଣିଥିବା ଜଣା ପଡିଛି। ହାଇକୋର୍ଟ ସୌରିନଙ୍କ ଆଗୁଆ ଜାମିନ ଆବେଦନ ଖାରଜ କଲେ। ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ଅଭିଯୋଗରେ ଗିରଫ ହୋଇପାରନ୍ତି। ସୂଚନା ଅନୁସାରେ, ପ୍ରାଥମିକ…

ଚନ୍ଦ୍ରପୃଷ୍ଠରେ ଚଦ୍ରଯାନ, ବାଲୁକା କଳାରେ…

ଓଏଲ୍‌ ବ୍ୟୁରୋ: ଆଜି ହେଉଛି ପବିତ୍ର ରାକ୍ଷୀ ବନ୍ଧନ। ଭାଇ ଭଉଣୀଙ୍କ ପାଇଁ ଏହି ଦିନ ବହୁତ ଗୁରୁତ୍ବ ଅଟେ। ସାରା ଭାରତରେ ରକ୍ଷା ବନ୍ଧନକୁ ନେଇ ଉତ୍ସାହ ଦେଖିବାକୁ ମିଳୁଛି। ଏଥର ରାକ୍ଷୀ ପୂର୍ଣ୍ଣିମା ଅନ୍ୟ ରାକ୍ଷୀ ପୂର୍ଣ୍ଣିମା ତୁଳାନରେ ଅଧିକ ଚର୍ଚ୍ଚାରେ। ଏହି ଅବସରରେ ବାଲୁକା କଳାରେ ବାଲୁକା ଶିଳ୍ପୀ…

ରାଜଧାନୀରୁ ଉତ୍କେଲାକୁ ନିୟମିତ ଉଡ଼ିବ…

ଓଏଲ୍‌ ବ୍ୟୁରୋ:ରାଜଧାନୀ ଭୁବନେଶ୍ୱରରୁ ଉତ୍କେଲାକୁ ଯାତାୟାତ ସହଜ ହେବ। ଏନେଇ ଆଜି ଟ୍ରାଏଲ ରନ ଶେଷ ହୋଇଛି। ଆସନ୍ତା ୩୧ରୁ ଉତ୍କେଲାକୁ ନିୟମିତ ଉଡ଼ିବ ବିମାନ। ଇଣ୍ଡିଆ ୱାନ ଏୟାରଲାଇନ୍ସ ୯ ସିଟ୍‌ ବିଶିଷ୍ଟ ବିମାନ ଚଳାଇବ। ପ୍ରାରମ୍ଭିକ ଭାବେ ବିମାନ ଟିକେଟ୍‌ ଦାମ୍ ୯୯୯ ଟଙ୍କା ସ୍ଥିର ହୋଇଛି। ପ୍ରତିଦିନ…

କମୁନି ଡେଙ୍ଗୁ ରୋଗ, ଆକ୍ରାନ୍ତଙ୍କ…

ଓଏଲ୍‌ ବ୍ୟୁରୋ: ରାଜଧାନୀରେ ଡେଙ୍ଗୁ ଥମିବା ନାଁ ଧରୁନି। ରାଜଧାନୀ ଭୁବନେଶ୍ବରରେ ଘରେ ଘରେ ଡେଙ୍ଗୁ ସଂକ୍ରମଣ ମାଡିବାର ଖବର ସାମ୍ନାକୁ ଆସିଛି। ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୧୫୫ ରୋଗୀ ଚିହ୍ନଟ ହୋଇଥିବାବେଳେ ବର୍ତ୍ତମାନ ତାହା ବୃଦ୍ଧିପାଇଛି। କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ…

ଆଗକୁ ସାଧାରଣ ନିର୍ବାଚନ: ଓଡ଼ିଶା ଆସିବେ…

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ନିର୍ବାଚନ। ଆଗାମୀ ନିର୍ବାଚନକୁ ନଜରରେ ରଖି ବିଭିନ୍ନ ରାଜନୈତିକ ଦଳ ନିଜ ନିଜର ଗୋଟି ଚାଳନା ଆରମ୍ଭ କରିଛି। ଏହାରି ମଧ୍ୟରେ ଆଗୁଆ ନିର୍ବାଚନ ହେବା ନେଇ ଚର୍ଚ୍ଚା ହେଉଥିବାବେଳେ ଇସିଆଇ ଅଧିକାରୀ ଓଡିଶା ଆସିବା ଖବର ଚର୍ଚ୍ଚା ବଢ଼ାଇ ଦେଇଛି। ସୂଚନା ଅନୁସାରେ, ଆସନ୍ତା ୧୩…

ଯାଜପୁର ଗସ୍ତରେ ୫-ଟି ସଚିବ, ବିକାଶମୂଳକ…

ଓଏଲ୍‌ ବ୍ୟୁରୋ: ଆଜିଠାରୁ ୩ ଦିନିଆ ଯାଜପୁର ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ ପାଣ୍ଡିଆନ। ଆଜି ଗସ୍ତର ପ୍ରଥମ ଦିନରେ ଫାଇଭ-ଟି ସଚିବ କୋରାଇ ନିର୍ବାଚନମଣ୍ଡଳୀର ଚାନ୍ଦମା ଖେଳ ପଡ଼ିଆରେ ଆୟୋଜିତ ମିଶନ ଶକ୍ତି ସଭାରେ ଯୋଗଦେଇଥିଲେ।‌ ୫-ଟି ସଚିବ ମିଶନ ଶକ୍ତି…

ଇସ୍ରୋର ମିଶନ ଆଦିତ୍ୟ ଏଲ୍-୧: ସୂର୍ଯ୍ୟକୁ…

ଓଏଲ୍‌ ବ୍ୟୁରୋ: ଚନ୍ଦ୍ର ପରେ ଏବେ ସୂର୍ଯ୍ୟମୁହାଁ ଇସ୍ରୋ। ଲଞ୍ଚ୍ ହେବ ଆଦିତ୍ୟ ଏଲ୍-୧। ମହାକାଶରେ ରହି ଆଦିତ୍ୟ ଏଲ୍-୧ ସୂର୍ଯ୍ୟ ଉପରେ ତଥ୍ୟ ଯୋଗାଇବ। ତେବେ ଏନେଇ ଟ୍ୱିଟ ଯୋଗେ ଇସ୍ରୋ ପକ୍ଷରୁ ସୂଚନା ଦେଇଛନ୍ତି। ସଫଳ ଚନ୍ଦ୍ରଯାତ୍ରା ପରେ ଖୁବଶୀଘ୍ର ସୂର୍ଯ୍ୟ ଅଭିଯାନ କରିବାକୁ ଯାଉଛି ଭାରତ। ଏହି…

ମୁଖ୍ୟମନ୍ତ୍ରୀ ବାୟୁସେବା ଯୋଜନାରେ…

ଓଏଲ୍‌ ବ୍ୟୁରୋ: ଚିକିତ୍ସା କ୍ଷେତ୍ରରେ ସଫଳତା ଆଣିଦେଇଛି ମୁଖ୍ୟମନ୍ତ୍ରୀ ବାୟୁସେବା ଯୋଜନା।ସୁପର ସ୍ପେସାଲିଷ୍ଟ ଚିକିତ୍ସା ପାଇଁ ମାଲକାନଗିରି ଗଲା ୫ଜଣିଆ ଡାକ୍ତରୀ ଟିମ୍‌। ମୁଖ୍ୟମନ୍ତ୍ରୀ ବାୟୁସେବା ଯୋଜନାରେ ଗଲା ୫ଜଣିଆ ଟିମ୍‌। ଟିମ୍‌ରେ ୫ଟି ଭିନ୍ନ ଭିନ୍ନ ବିଭାଗର ବରିଷ୍ଠ ଡାକ୍ତର ସାମିଲ ରହିଛନ୍ତି।…

ମୌସୁମୀ ପ୍ରବାହ ଦୁର୍ବଳ, ଆହୁରି ୩ ଦିନ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ହେତୁ ପ୍ରବଳ ଗୁଳୁଗୁଳି ହେବାର ଆଶଙ୍କା କରାଯାଉଛି। ଆହୁରି ୩ ଦିନ ମୌସୁମୀର ଦୁର୍ବଳ ସ୍ତିତି ଜାରିହରିବା ସହ ବିଶେଷ ବର୍ଷାର ସମ୍ଭାବନା ନାହିଁ। ଦୁର୍ବଳ ସ୍ତିତି ହେତୁ ଅଗଷ୍ଟ ଶେଷ ଯାଏଁ ରାଜ୍ୟରେ କାଁ-ଭାଁ ବର୍ଷା ସମ୍ଭାବନା ରହିଛି।…

ପାରିବାରିକ କଳହରୁ ହତ୍ୟାକାଣ୍ଡ, ଭାଇକୁ…

ଓଏଲ୍‌ ବ୍ୟୁରୋ: ପାରିବାରିକ କଳହର କରୁଣ ପରିଣାମ। ଭାଇକୁ ହାଣି ଦେଲା ଭାଇ। ପୋଲସରା କବିସୂର୍ଯ୍ୟନଗର ଥାନା ଅଢେଇବର ଗାଁରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଥିବା ଖବର ସାମ୍ନାକୁ ଆସିଛି। ପାରିବାରିକ କଳହରୁ ସାନ ଭାଇକୁ ଖଣ୍ଡାରେ ହାଣି ମାରିଲା ମଝିଆ ଭାଇ। ସହଯୋଗୀଙ୍କ ସହ ମିଶି ଗାଁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ…