‘ଏକ ଦେଶ, ଏକ ନିର୍ବାଚନ’…
ଓଏଲ୍ ବ୍ୟୁରୋ: କେନ୍ଦ୍ର ସରକାର 'ଏକ ଦେଶ, ଏକ ନିର୍ବାଚନ' ପ୍ରସଙ୍ଗରେ ଆଉ ପାଦେ ଆଗକୁ ବଢ଼ିଛନ୍ତି। କେନ୍ଦ୍ର ସରକାର ଏକ ଦେଶ ଏକ ନିର୍ବାଚନ ନିୟମ ଲାଗୁ କରିବାକୁ ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି। ଆଜି କେନ୍ଦ୍ର ସରକାର 'ଏକ ଦେଶ, ଏକ ନିର୍ବାଚନ' କମିଟି ଗଠନ କରିବା ସହିତ କମିଟିରେ କେଉଁ ମାନେ ସ୍ଥାନ…