କାଲିଠୁ କମିବ ବର୍ଷାର ବିସ୍ତୃତି, ଆସନ୍ତା…
ଓଏଲ୍ ବ୍ୟୁରୋ: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଥିଲା। ବର୍ତ୍ତମାନ ବର୍ଷାର ପରିମାଣ ସାମାନ୍ୟ କମିଥିବାବେଳେ ସନ୍ତାକାଲି ଆହୁରି କମିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଏହା ସହ ଆସନ୍ତା ୧୧ ଏବଂ ୧୨ରେ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ହେବାର…