Odisha Link
Bridging the Missing Links in Odisha

ଲାଞ୍ଚ ନେବା ପଡ଼ିଲା ମହଙ୍ଗା, ନିଲମ୍ବିତ ହେଲେ ମୟୂରଭଞ୍ଜ ବିଶୋଇ ଥାନା ଏଏସ୍ଆଇ

ଓଏଲ୍‌ ବ୍ୟୁରୋ: ଲାଞ୍ଚ ନେବା ମହଙ୍ଗା ପଡ଼ିଲା। ମୟୂରଭଞ୍ଜ ବିଶୋଇ ଥାନା ଏଏସ୍ଆଇଙ୍କୁ ଚାକିରିରୁ ନିଲମ୍ବିତ ହୋଇଛନ୍ତି। ଲାଞ୍ଚ ନେବା ଭିଡିଓ ଭାଇରାଲ ପରେ ତାଙ୍କୁ ସସ୍‌ପେଣ୍ଡ କରାଯାଇଛି। ମୟୂରଭଞ୍ଜ ବିଶୋଇ ଥାନା ଏଏସ୍ଆଇ ହେଉଛନ୍ତି ଅବଦୁଲ। ତେବେ ଲାଞ୍ଚ ନେବା ଭିଡିଓ ଭାଇରାଲ ପରେ ତାଙ୍କୁ ମୟୂରଭଞ୍ଜ ଏସ୍‌ପି ବି. ଗଙ୍ଗାଧର ନିଲମ୍ବିତ କରିଛନ୍ତି।