Odisha Link
Bridging the Missing Links in Odisha

ଉତ୍ତରାଖଣ୍ଡରେ ଭୂମିକମ୍ପ ଝଟ୍‌କା

ଓଏଲ୍‌ ବ୍ୟୁରୋ: ଉତ୍ତରାଖଣ୍ଡରେ ଭୂମିକମ୍ପ ଝଟ୍‌କା। ଭୂମିକମ୍ପରେ ଦୋହଲି ଗଲା ପିଥୋରାଗଡ଼ରୁ ୪୮କିମି ଉତ୍ତର-ପୂର୍ବରେ ଥିବା ବିଭିନ୍ନ ସ୍ଥାନ। ଉତ୍ତରାଖଣ୍ଡରେ ଅନୁଭୂତ ହୋଇଥିବା ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪ ରେକର୍ଡ କରାଯାଇଛି। ପିଥୋରାଗଡ଼ରୁ ୪୮କିମି ଉତ୍ତର-ପୂର୍ବରେ ଭୂମିକମ୍ପ ଅନୁଭୂତ ହୋଇଛି।

Leave A Reply

Your email address will not be published.