Odisha Link
Bridging the Missing Links in Odisha
Daily Archives

October 16, 2023

ଜେଲ୍‌ ଗଲେ ଲାଞ୍ଚୁଆ ଡାକ୍ତର, ସରିଲା ୫…

ଓଏଲ୍‌ ବ୍ୟୁରୋ: ୫୦ ହଜାର ଲାଞ୍ଚ ନେବା ପଡିଲା ମହଙ୍ଗା। ବନ୍ଦର ସ୍ୱାସ୍ଥ୍ୟ ସଂଗଠନ ଅଫିସର ରାଜେନ୍ଦ୍ର ପାଣିଗ୍ରାହୀ ଗିରଫ ହୋଇଛନ୍ତି। କୋଭିଡ କ୍ଲିୟରାନ୍ସ ପାଇଁ କ୍ରିଉ ମେମ୍ବରଙ୍କ ଠାରୁ ଜଣେ ସ୍ୱାସ୍ଥ୍ୟ ଅଧିକାରୀ ଲାଞ୍ଚ ନେଉଥିଲେ। ସିବିଆଇ ଦ୍ୱାରା ଗିରଫ ଡାକ୍ତରଙ୍କ ୫ ଦିନିଆ ରିମାଣ୍ଡ ଅବଧି ଶେଷ…

ଓଡ଼ିଶା ନାଟ୍ୟ ସଂଘ ନିର୍ବାଚନ: ସଭାପତି…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ନାଟ୍ୟ ସଂଘ ନିର୍ବାଚନ ଶେଷ ହୋଇଛି। ନାଟ୍ୟସଂଘରେ ୧୫୫ଜଣ ସଦସ୍ୟ ଅଛନ୍ତି। ଏହି ସଦସ୍ୟଙ୍କୁ ନେଇ ନିର୍ବାଚନ ହୋଇଥିବାବେଳେ ସଦସ୍ୟ ମାନଙ୍କ ମତ ଅନୁସାରେ ସଭାପତି ଓ ସାଧାରଣ ସମ୍ପାଦକ ଚୟନ କରାଯାଇଛି। ଓଡ଼ିଶା ନାଟ୍ୟ ସଂଘର ସଭାପତି ଭାବେ ବରିଷ୍ଠ ନାଟ୍ୟ ନିର୍ଦେଶକ ମନୋଜ ପଟ୍ଟନାୟକ…

ଅମାନିଆ ହେବେ ସାବାଡ଼; ପାର୍ବଣ ପାଇଁ…

ଓଏଲ୍‌ ବ୍ୟୁରୋ: ଅମାନିଆଙ୍କୁ ସାବାଡ଼ କରିବା ସ୍ପେଶାଲ ଡ୍ରାଇଭ୍‌ ଆରମ୍ଭ ହୋଇଛି। ଆଗକୁ ପୂଜା ଆସୁଥିବାରୁ କାର୍ଯ୍ୟାନୁଷ୍ଠାନ ଜାରି ରଖିବାକୁ ସୂଚନା ମଧ୍ୟ ରହିଛି। ପାର୍ବଣ ସମୟରେ ବାର୍‌ରେ ନିଶା କାରବାର ଚାଲିଥିବା ସୂଚନା ମିଳିବା ପରେ ଗୁଇନ୍ଦା ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଜାରି ହେବ। ରାଜଧାନୀରେ…

ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା…

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ପ୍ରସଙ୍ଗକୁ ନେଇ ତୀବ୍ର ହୋଇଛି ରାଜ୍ୟ ରାଜନୀତି। ଏନେଇ କଂଗ୍ରେସ ପକ୍ଷରୁ ତୀବ୍ର ବିରୋଧ ହେଉଥିବାବେଳେ ବିଜେପି ମଧ୍ୟ ବିରୋଧ କରୁଛି। ଯାହାକୁ ନେଇ ଶାସକ ଦଳ ପ୍ରତିକ୍ରିୟା ରଖିଛି। ବିଜୁ ଜନତା ଦଳର ବିଧାୟକ ଅମର ଶତପଥୀ କହିଛନ୍ତି, ପରିକ୍ରମା ପ୍ରକଳ୍ପ…

ରାଜ୍ୟର ବିଭିନ୍ନ ଖଣି ପ୍ରଭାବିତ…

ଓଏଲ୍‌ ବ୍ୟୁରୋ: ଓଡ଼ିଶାର ବିଭିନ୍ନ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଲୋକଙ୍କ ଦୁଆର ମୁହଁରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଥମିକତା ଦିଆଯାଉଛି। ଓମ୍ବାଡ୍‌ସି ପାଣ୍ଠି ସହାୟତାରେ ରାଜ୍ୟର ବିଭିନ୍ନ ଖଣି ପ୍ରଭାବିତ ଅଞ୍ଚଳରେ ବୃହତ୍‌ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଏବଂ…

ବିଗତ ୧୨ ବର୍ଷରେ ମାତ୍ର ୩ ଥର ପାଳିଛନ୍ତି…

ଓଏଲ୍‌ ବ୍ୟୁରୋ: ନବ ଓଡ଼ିଶାର ବିକାଶର ବିନ୍ଧାଣି ସେ। ଦୀର୍ଘ ୨୩ ବର୍ଷ ଧରି ତାଙ୍କର କ୍ରମାଗତ ଅପରାଜେୟ ସଫଳତା ବିରୋଧୀଙ୍କୁ କରିଛି ଘାଇଲା। ନବ ଓଡ଼ିଶାର ଏହି ‘ନବୀନ’ ରୂପକାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସ ଆଜି। ୭୭ ବର୍ଷ ପୂର୍ତ୍ତି ହୋଇ ୭୮ ବର୍ଷରେ ପାଦ ଥାପିଲେ ବିଜୁ ଜନତା ଦଳ…

ଗିରଫ ଡାକ୍ତରଙ୍କ ଫିଟୁଛି ଗୁମର, ରିମାଣ୍ଡ…

ଓଏଲ୍‌ ବ୍ୟୁରୋ: ୫୦ ହଜାର ଲାଞ୍ଚ ନେବା ପଡିଲା ମହଙ୍ଗା। ବନ୍ଦର ସ୍ୱାସ୍ଥ୍ୟ ସଂଗଠନ ଅଫିସର ରାଜେନ୍ଦ୍ର ପାଣିଗ୍ରାହୀ ଗିରଫ ହୋଇଛନ୍ତି। କୋଭିଡ କ୍ଲିୟରାନ୍ସ ପାଇଁ କ୍ରିଉ ମେମ୍ବରଙ୍କ ଠାରୁ ଜଣେ ସ୍ୱାସ୍ଥ୍ୟ ଅଧିକାରୀ ଲାଞ୍ଚ ନେଉଥିଲେ। ସିବିଆଇ ଦ୍ୱାରା ଗିରଫ ଡାକ୍ତରଙ୍କ ୫ ଦିନିଆ ରିମାଣ୍ଡ ଅବଧି ଶେଷ…

୧୨୮ ବର୍ଷ ପରେ ଅଲିମ୍ପିକ୍ସକୁ ଫେରିଲା…

ଓଏଲ୍‌ ବ୍ୟୁରୋ: କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। ଏଣିକି ଅଲିମ୍ପିକ୍ସରେ ଦେଖିବାକୁ ମିଳିବ କ୍ରିକେଟର କ୍ରେଜ୍। କାରଣ ଲସ୍ ଏଞ୍ଜେଲସ ଅଲିମ୍ପିକ୍ସ ୨୦୨୮ରେ କ୍ରିକେଟରେ ସାମିଲ ହୋଇଛି। ଇଣ୍ଟରନ୍ୟାସନାଲ ଅଲିମ୍ପିକ୍ସ କମିଟି ସଭାପତି ଥୋମାସ ବାଚ ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। କ୍ରିକେଟ…

ତୀବ୍ର ହୋଇଛି ଗାଜା-ଇସ୍ରାଏଲ ସଂଘର୍ଷ,…

ଓଏଲ୍‌ ବ୍ୟୁରୋ: ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଇସ୍ରାଏଲି ସେନା ଓ ହମାସ୍ ଆତଙ୍କବାଦୀ ସଙ୍ଗଠନ ମଧ୍ୟରେ ଭୀଷଣ ସଂଘର୍ଷ ଯୋଗୁଁ ଇସ୍ରାଏଲର ଅନେକ ଅଞ୍ଚଳ ଭାରୀ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ହମାସ ଉପରେ ଇସ୍ରାଏଲର ଘନ ଘନ ଆକ୍ରମଣ ଜାରି ରହିଛି। ଗାଜା ସୀମାନ୍ତବର୍ତ୍ତୀ ଅଞ୍ଚଳକୁ…

ଆଉ ନିର୍ବାଚନ ଲଢ଼ିବେନି ନରସିଂହ ମିଶ୍ର,…

ଓଏଲ୍‌ ବ୍ୟୁରୋ: ୨୦୨୪ ନିର୍ବାଚନ ଯେତେ ପାଖଉଛି ଓଡ଼ିଶା ରାଜନୀତି ପାଣିପାଗ ସେତେ ଉଷ୍ମ ହେବାରେ ଲାଗିଛି। ନିର୍ବାଚନକୁ ଆଉ ୬ ମାସରୁ କମ୍‌ ସମୟ ଥିବା ବେଳେ କଂଗ୍ରେସର ଭେଟେରାନ୍‌ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର କରିଛନ୍ତି ବଡ଼ ଘୋଷଣା। ୨୦୨୪ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଗଣମାଧ୍ୟମକୁ…