Odisha Link
Bridging the Missing Links in Odisha

ଭାରତ ପାଇଁ ଗର୍ବର ବିଷୟ; ୟୁନେସ୍କୋର ସୃଜନଶୀଳ ସହର ତାଲିକାରେ ଭାରତର ୨ ସହର

ଓଏଲ୍‌ ବ୍ୟୁରୋ: ଭାରତ ପାଇଁ ଗର୍ବର ବିଷୟ। ୟୁନେସ୍କୋର ସୃଜନଶୀଳ ସହର ନେଟ୍‌ୱାର୍କ ତାଲିକାରେ ସ୍ଥାନ ପାଇଲା ଭାରତର ୨ ସହର। କେରଳର କୋଝିକୋଡେକୁ ‘ସାହିତ୍ୟର ସହର’ ମାନ୍ୟତା ମିଳିଥିବାବେଳେ ମଧ୍ୟପ୍ରଦେଶର ଗ୍ବାଲିଅରକୁ ‘ସଙ୍ଗୀତର ସହର’ ମାନ୍ୟତା ମିଳିଛି। ଏନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଟ୍ବିଟ୍ କରି ସୂଚନା ଦେଇଛନ୍ତି।

Leave A Reply

Your email address will not be published.