Odisha Link
Bridging the Missing Links in Odisha
Daily Archives

November 16, 2023

ନିଲମ୍ବନ ପରେ ବି କଂଗ୍ରେସରୁ ଲଢ଼ିବେ…

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ନିର୍ବାଚନ। ନିର୍ବାଚନକୁ ନଜରରେ ରଖି ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ଆଗାମୀ ନିର୍ବାଚନରେ ମହମ୍ମଦ ମୋକିମ୍ କଂଗ୍ରେସରୁ ଲଢ଼ିବେ ବୋଲି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି। ମୋକିମଙ୍କ ଉପରୁ ନିଲମ୍ବନ ଆଦେଶ କାହିଁକି ହଟୁନି ପ୍ରସଙ୍ଗରେ ପ୍ରତିକ୍ରିୟା…

ରେଳ ଷ୍ଟେସନ ନିକଟରେ ଅଘଟଣ: ଟ୍ରାକ୍‌ରେ…

ଓଏଲ୍‌ ବ୍ୟୁରୋ: କୋରାପୁଟ ରେଳ ଧାରଣା ନିକଟକୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜର୍ଟି ରେଳ ଷ୍ଟେସନ ନିକଟରେ ଟ୍ରାକ୍‌ରେ ୨ ଯୁବକଙ୍କ ମୃତଦେହ ପଡ଼ିରହିଛି। ଟ୍ରେନରୁ ଖସି ନା ଅନ୍ୟ କେଉଁ କାରଣରୁ ମୃତ୍ୟୁ ହୋଇଛି, ଏନେଇ କୌଣସି ସ୍ପଷ୍ଟ ମିଳିପାରିନାହିଁ। ଉଭୟଙ୍କ ପରିଚୟ ମିଳିନଥିବାବେଳେ ଘଟଣାସ୍ଥଳରେ…

ଭକ୍ତଙ୍କ ପାଇଁ ବଡ଼ ଖବର: ବନ୍ଦ ହେଲା…

ଓଏଲ୍‌ ବ୍ୟୁରୋ: ପ୍ରଭୁ କେଦାରନାଥଙ୍କ ଦର୍ଶନ କରିବାକୁ ଚାହୁଁଥିବା ଭକ୍ତଙ୍କ ପାଇଁ ବଡ଼ ଖବର। ଶୀତ ଆରମ୍ଭରୁ ବନ୍ଦ ହେଲା କେଦାରନାଥ ମନ୍ଦିର। ପଞ୍ଚାଙ୍ଗ ଆଧାରରେ ନିଷ୍ପତ୍ତି ନିଆଯାଇଥିବାବେଳେ ଜ୍ୟୋତିଷ ଶାସ୍ତ୍ରର ବିଧି ଅନୁଯାୟୀ ନିର୍ଣ୍ଣୟ ନିଆଯାଏ। ଶୀତ ଆଗମନ ସମୟରେ କେଦାରନାଥ ଧାମରେ ପ୍ରଭୁ…

ଗୋଟିଏ ମାସରେ ୨ଥର ଓଡ଼ିଶା ଆସିବେ…

ଓଏଲ୍‌ ବ୍ୟୁରୋ: ୨ଟି ପର୍ଯ୍ୟାୟରେ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନଭେମ୍ବର ୨୦ରେ ଓଡ଼ିଶା ଆସୁଥିବା ସୂଚନା ମିଳିଛି। ୨ଟି ପର୍ଯ୍ୟାୟରୁ ୨୦ରୁ ୨୨ ଯାଏ ପ୍ରଥମ ପର୍ଯ୍ୟାୟ ଗସ୍ତ ରହିଛି। ପ୍ରଥମେ ରାଇରଙ୍ଗପୁର, ସମ୍ବଲପୁର ଓ ବୁର୍ଲା ଓ ଆନ୍ଧ୍ରରେ କାର୍ଯ୍ୟକ୍ରମ…

ରାଜନୀତିକୁ ଓହ୍ଲାଇବେ ୫-ଟି ଅଧ୍ୟକ୍ଷ…

ଓଏଲ୍‌ ବ୍ୟୁରୋ: ଆଇଏଏସ୍‌ ଚାକିରିରୁ ଭି.କେ ପାଣ୍ଡିଆନ୍‌ ସ୍ବେଚ୍ଛାକୃତ ଅବସର ନେବା ପରଠୁ ଓଡ଼ିଶା ରାଜନୀତିରେ ଅନେକ ଚର୍ଚ୍ଚା ଲାଗି ରହିଛି। ପାଣ୍ଡିଆନ୍‌ ସିଧାସଳଖ ରାଜନୈତିକ ରଣକ୍ଷେତ୍ରକୁ ଓହ୍ଲାଇବେ ନା ନାଇଁ ତାକୁ ନେଇ ଅନେକ ପ୍ରଶ୍ନ। ତେବେ ଏସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଲାଗିବାକୁ ଯାଉଛି। କାରଣ…

ବଢୁଛି ବାୟୁ ପ୍ରଦୂଷଣ; ଦିଲ୍ଲୀରେ ସ୍ଥିତି…

ଓଏଲ୍‌ ବ୍ୟୁରୋ: ଦିଲ୍ଲୀରେ ଚିନ୍ତା ବଢ଼ାଉଛି ବାୟୁ ପ୍ରଦୂଷଣ। ଭାରତର ରାଜଧାନୀରେ ପ୍ରଦୂଷଣର ଭୟ ବଢିଛି। ବିଷାକ୍ତ ବାୟୁରେ ଦିଲ୍ଲୀବାସୀ ଅସ୍ତବ୍ୟସ୍ତ ହୋଇପଡିଛନ୍ତି। ବାଣ ଫୁଟାଇବାରୁ ଦୀପାବଳୀ ପରେ ପ୍ରଦୂଷଣ ବଢ଼ିଲା। କଟକଣା ସତ୍ତ୍ୱେ ମାନିଲେନି ଦିଲ୍ଲୀ ବାସିନ୍ଦା। କିଛି ସ୍ଥାନରେ ୯ ଶହ ଟପିଲା ଏୟାର…

ଗଣମାଧ୍ୟମ ପାଇଁ ଗୁରୁତ୍ତ୍ୱପୂର୍ଣ୍ଣ…

ଓଏଲ୍‌ ବ୍ୟୁରୋ: ଆଜିର ସମୟରେ ଗଣମାଧ୍ୟମର ଭୂମିକା ବେଶ୍‌ ଗୁରୁତ୍ବପୂର୍ଣ୍ଣ। ଗଣମାଧ୍ୟମ ହେଉଛି ଦେଶର ଚତୁର୍ଥ ସ୍ତମ୍ଭ। ସମାଜରେ ପରିବର୍ତ୍ତନ ଆଣିବାରେ ବେଶ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରୁୁଥିବା ଗଣମାଧ୍ୟମ ପାଇଁ ଦିନଟିଏ। କାରଣ ଆଜି ହେଉଛି ଜାତୀୟ ପ୍ରେସ୍‌ ଦିବସ। ସାରା ଦେଶ ତଥା ସମଗ୍ର ରାଜ୍ୟରେ…

ପୁଣି ବର୍ଷିବ; ଗଭୀର ଅବପାତର ରୂପ ନେଲା…

ଓଏଲ୍‌ ବ୍ୟୁରୋ: ବଙ୍ଗୋପସାଗରରେ ଗଭୀର ଅବପାତରେ ପରିଣତ ହେଲା ଅବପାତ। ଅବପାତ ପ୍ରଭାବ ଓଡ଼ିଶାକୁ ବେଶୀ ନଥିବା କହିଲେ ଆଇଏମଡି ଡିଜି କହିଛନ୍ତି। ଅବପାତ ଆନ୍ଧ୍ର ଉପକୂଳରୁ ଦୂରରେ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରିବ। ପ୍ରଭାବରେ ଆଜି ସନ୍ଧ୍ୟାରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି।…

ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ: ଆଜିଠୁ…

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ପ୍ରସଙ୍ଗରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଠାରୁ ନାଟମଣ୍ଡପ ମରାମତି ଲାଗି ନିର୍ଦ୍ଦେଶ ଦିଆଯାଇଛି। ନାଟମଣ୍ଡପ ମରାମତି ଲାଗି ଏଏସଆଇକୁ ନିର୍ଦ୍ଦେଶ ଦିଆଯାଇଛି। ମରାମତି ଲାଗି ସମସ୍ତ ସହଯୋଗ ମନ୍ଦିର ପ୍ରଶାସନ ଯୋଗାଇବ। ଆମିକସ୍‌ କ୍ୟୁରି ମରାମତି…

ଟନେଲ ଭୁଶୁଡ଼ିବା ଘଟଣା: ୪ ଦିନ ହେବ ଜୀବନ…

ଓଏଲ୍‌ ବ୍ୟୁରୋ: ଉତ୍ତରକାଶୀରେ ନିର୍ମାଣାଧିନ ଟନେଲ ଭୁଶୁଡ଼ିବା ଘଟଣା ସାମ୍ନାକୁ ଆସିଥିଲା। ଏହି ଟନେଲରେ ୪୦ ଶ୍ରମିକ ଫସି ରହିଛନ୍ତି। ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣାଧୀନ ଟନେଲରେ ଫସିରହିଥିବା ୪୦ ଶ୍ରମିକଙ୍କୁ ଉଦ୍ଧାର ପାଇଁ ୪ ଦିନ ଧରି ରେସକ୍ୟୁ ଚାଲିଛି। ଫସିଥିବା ଶ୍ରମିକଙ୍କୁ ବାହାର କରିବାକୁ…