Odisha Link
Bridging the Missing Links in Odisha
Monthly Archives

November 2023

ଖୋର୍ଦ୍ଧା ତାପଙ୍ଗ ଷ୍ଟେସନରେ ଭିଡ଼;…

ଓଏଲ୍‌ ବ୍ୟୁରୋ: ଖୋର୍ଦ୍ଧା ତାପଙ୍ଗ ଷ୍ଟେସନରେ ଭିଡ଼ ଦେଖିବାକୁ ମିଳିଥିଲା। ଟ୍ରେନକୁ ଅଟକାଇ ଟ୍ରେନ ଆଗରେ ଯାତ୍ରୀ ଧାରଣା ଦେଇଥିଲେ। ଖୋର୍ଦ୍ଧା ତାପଙ୍ଗ ଷ୍ଟେସନରେ ଧାରଣା ଦେଇଥିବା ଚିତ୍ର ସାମ୍ନାକୁ ଆସିଥିଲା। ଟ୍ରେନରେ ଅଧିକା ବଗି ଲଗାଇବା ପାଇଁ କଲେ ପ୍ରତିବାଦ କରିବା ସହ ପଲାସା-କଟକ ଟ୍ରେନକୁ ଯାତ୍ରୀ…

ଆହୁରି ସୁଦୃଢ଼ ହେବ ସ୍ୱାସ୍ଥ୍ୟସେବା;…

ଓଏଲ୍‌ ବ୍ୟୁରୋ: ଆହୁରି ସୁଦୃଢ଼ ହେଉଛି ରାଜ୍ୟର ସ୍ୱାସ୍ଥ୍ୟସେବା। ଏହା ସହ ଲୋକେ ପାଇବେ ଉତ୍ତମ ସୁବିଧା। ବିଭିନ୍ନ ଡାକ୍ତରଖାନା ଓ ମେଡିକାଲ କଲେଜରେ ନିଯୁକ୍ତି ପାଇବାକୁ ଯାଉଛନ୍ତି ୩,୭୩୨ ଜଣ ନର୍ସିଂ ଅଫିସର। ୩,୭୩୨ ଜଣ ନର୍ସିଂ ଅଫିସରଙ୍କୁ ନିଯୁକ୍ତି ପତ୍ର ଦେବେ ମୁଖ୍ୟମନ୍ତ୍ରୀ। ଆଜି ଅପରାହ୍ନ ୫ଟାରେ…

ପୁଣି ଚର୍ଚ୍ଚାରେ ଜ୍ଞାନବ୍ୟାପି ମସଜିଦ…

ଓଏଲ୍‌ ବ୍ୟୁରୋ: ପୁଣି ଚର୍ଚ୍ଚାକୁ ଆସିଲା ଜ୍ଞାନବ୍ୟାପି ମସଜିଦ ମାମଲା। ଜ୍ଞାନବାପୀ ମାମଲାରେ ଆଜି ସର୍ଭେ ରିପୋର୍ଟ ଦାଖଲ ହୋଇନି। କୋର୍ଟଙ୍କୁ ଆଉ ୩ ସପ୍ତାହ ସମୟ ମାଗିଲା ଏଏସଆଇ। ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ସର୍ଭେ ରିପୋର୍ଟ ଦାଖଲ ହେବାର ଥିଲା। ଅନ୍ୟପଟେ, ପୂର୍ବରୁ…

ଭୁବନେଶ୍ୱରରେ ମର୍ମନ୍ତୁଦ ଦୁର୍ଘଟଣା:…

ଓଏଲ୍‌ ବ୍ୟୁରୋ: ବାଣୀବିହାର ରେଳ ଓଭର ବ୍ରିଜରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ଟ୍ରକ ଧକ୍କାରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଟ୍ରକ ଫେରାର ହୋଇଯାଇଛି। ଘଟଣାସ୍ଥଳରେ ସହିଦନଗର ଓ ମଞ୍ଚେଶ୍ବର ପୁଲିସ ଛାନଭିନ କରିଛନ୍ତି। ଟ୍ରକକୁ ଧରିବା ପାଇଁ…

ରତ୍ନଭଣ୍ଡାର ଲେଜର ସ୍କାନିଂର ଆଜି…

ଓଏଲ୍‌ ବ୍ୟୁରୋ: କାଲିଠୁ ଆରମ୍ଭ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ। ପ୍ରଥମ ଦିନରେ ଅମୁହାଁ ଦେଉଳର ଉତ୍ତର-ପଶ୍ଚିମ ଓ ଉତ୍ତର-ପୂର୍ବର ୩୭ଟି ପଏଣ୍ଟରେ ଲେଜର ସ୍କାନିଂ ଡକୁମେଣ୍ଟେସନ ଶେଷ ହୋଇଛି। ଆଜି ବାହାର କାନ୍ଥର ଲେଜର ସ୍କାନିଂ ହେବ। ଲେଜର ସ୍କାନିଂ କ୍ୟାମେରା ୩୬୦ ଡିଗ୍ରୀରେ ୩ଡି ଫଟୋ…

ଆଜି ୪ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ

ଓଏଲ୍‌ ବ୍ୟୁରୋ: ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି। ଏହି ଅବସରରେ ୪ ଘଣ୍ଟା ଜଗା ଦର୍ଶନ ବନ୍ଦ ରହିବ। ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଖାର କରିବେ ଦତ୍ତମହାପାତ୍ର ସେବାୟତ। ଏଣୁ ସନ୍ଧ୍ୟା ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ୪ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା…

ବଢ଼ିବ ଶୀତର ପ୍ରକୋପ! ସୁଦୃଶ ଲଘୁଚାପ…

ଓଏଲ୍‌ ବ୍ୟୁରୋ: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ପଶ୍ଚିମ ଉତ୍ତର ଦିଗରେ ଗତି କରି ଅବପାତ ରୂପ ନେବ। ପରବର୍ତ୍ତୀ ୪୮ ଘଣ୍ଟାରେ ଘନୀଭୂତ ହୋଇ ବାତ୍ୟା ସମ୍ଭାବନା ରହିଛି। ତେବେ ଓଡ଼ିଶାର ଏହାର କେତେ ପରିମାଣର ପ୍ରଭାବ ରହିଛି କୌଣସି ସ୍ପଷ୍ଟ…

ଉତ୍ତରକାଶୀ: ୧୭ ଦିନ ପରେ ୫ ଓଡ଼ିଆଙ୍କ…

ଓଏଲ୍‌ ବ୍ୟୁରୋ: ଉଦ୍ଧାର ହେଲେ ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରେ ଦୀର୍ଘ ୧୭ ଦିନ ହେଲା ଫସି ରହିଥିବା ୪୧ ଶ୍ରମିକ। ଅକ୍ଲାନ୍ତ ପରିଶ୍ରମ ଓ ସମଗ୍ର ଦେଶର ପ୍ରାର୍ଥନା କାମ ଦେଇଛି। ଟନେଲରୁ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି ଶ୍ରମିକ। ପର୍ଯ୍ୟାୟକ୍ରମେ ୫ ଜଣ ଓଡ଼ିଆ ଶ୍ରମିକଙ୍କ ସମେତ ୪୧ ଜଣ ଶ୍ରମିକଙ୍କୁ…

ଏଣିକି ହାତ ପାଆନ୍ତାରେ ‘ଆମ…

ଓଏଲ୍‌ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବ୍ୟାଙ୍କ ସୁବିଧା ନ ଥିବା ଅଞ୍ଚଳ ପାଇଁ ଯୁଗାନ୍ତକାରୀ ‘ଆମ ବ୍ୟାଙ୍କ’ ଯୋଜନା ଆରମ୍ଭ କରିଛନ୍ତି। ଏହାଦ୍ବାରା ବ୍ୟାଙ୍କ ସୁବିଧା ନ ଥିବା ୪୩୭୩ ପଞ୍ଚାୟତରେ ଲୋକମାନେ ବ୍ୟାଙ୍କିଙ୍ଗ ସୁବିଧା ପାଇବେ। ୨୦୨୪ ମାର୍ଚ୍ଚ ସୁଦ୍ଧା ଏହି ସମସ୍ତ…

ଉତ୍ତରକାଶୀ ଟନେଲ୍‌ ଟ୍ରାଜେଡି: ୧୭ ଦିନର…

ଓଏଲ୍‌ ବ୍ୟୁରୋ: ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲ୍‌ରୁ ବାହାରୁଛନ୍ତି ଫସି ରହିଥିବା ଶ୍ରମିକ। ୧୭ ଦିନର ଉଦ୍ଧାରକାର୍ଯ୍ୟ ପରେ ମଙ୍ଗଳବାର 'ମଙ୍ଗଳସମୟ' ଆସିଛି ଯାହାକୁ ସାରା ଦେଶବାସୀ ଚାହିଁ ବସିଥିଲେ। ୪୦୦ ଘଣ୍ଟାରୁ ଉର୍ଦ୍ଦ୍ବ ସମୟର ଅକ୍ଲାନ୍‌ ପରିଶ୍ରମ ଆଉ ଦେଶ, ବିଦେଶରୁ ଆସିଥିବା ମେସିନ୍‌, ବିଶେଷଜ୍ଞ ଓ…