Odisha Link
Bridging the Missing Links in Odisha
Daily Archives

January 15, 2024

ଫେବ୍ରୁଆରୀ ୮ରେ ହିଁ ହେବ ମତଦାନ:…

ଓଏଲ୍‌ ବ୍ୟୁରୋ: ଭାରତର ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନରେ ହେବାକୁ ଥିବା ନିର୍ବାଚନକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ ଆୟୋଗ। ପୂର୍ବ ନିର୍ଦ୍ଧାରିତ ଫେବ୍ରୁଆରୀ ୮ ତାରିଖରେ ହିଁ ହେବ ସାଧାରଣ ନିର୍ବାଚନ ବୋଲି ଆଜି କହିଛନ୍ତି ପାକିସ୍ତାନ ନିର୍ବାଚନ ଆୟୋଗ। ୮ ରେ ସାଧାରଣ ନିର୍ବାଚନକୁ ସ୍ଥଗିତ…

ସ୍ଥଳସେନା ମୁଖ୍ୟଙ୍କ ବଡ଼ ବୟାନ, କହିଲେ-…

ଓଏଲ୍‌ ବ୍ୟୁରୋ: ଆଜି ହେଉଛି ଭାରତୀୟ ସ୍ଥଳ ସେନା ଦିବସ। ଦେଶ ପାଇଁ ସେନାଙ୍କ ବୀରତ୍ୱ ଓ ବଳିଦାନକୁ ମନେ ରଖିବା ପାଇଁ ଆଜି ହେଉଛି ଦିନଟିଏ। ପ୍ରତିବର୍ଷ ଜାନୁଆରୀ ୧୫ ତାରିଖରେ ସେନା ଦିବସ ପାଳନ କରାଯାଏ। ଏହି ଦିନ ଭାରତୀୟ ଯବାନଙ୍କ ସମ୍ମାନର ଦିନ ଯିଏ ଆମ ଦେଶକୁ ସୁରକ୍ଷା ଦେଉଛନ୍ତି। ଭାରତୀୟ ସେନାଙ୍କ…

ଝିଅ ଚାହୁଁଥିଲେ, ଆଶା ପୂରଣ ନହେବାରୁ…

ଓଏଲ୍‌ ବ୍ୟୁରୋ: ପୁଅ ଆଶାରେ କନ୍ୟା ସନ୍ତାନକୁ ହତ୍ୟା କରିବା ଖବର ଆପଣ ଶୁଣିଥିବେ ନିଶ୍ଚୟ। ମଧ୍ୟପ୍ରଦେଶରେ କିନ୍ତୁ ଦେଖିବାକୁ ମିଳିଛି ବ୍ୟତିକ୍ରମ। ମଧ୍ୟ ପ୍ରଦେଶର ବୈତୁଲରେ ଜଣେ ବ୍ୟକ୍ତି ଝିଅକୁ ଆଶା କରି ପୁତ୍ର ସନ୍ତାନର ହତ୍ୟା କରିଛନ୍ତି। ପ୍ରଥମେ ଦୁର୍ବୁତ୍ତ ଜଣକ ପତ୍ନୀଙ୍କୁ ବାଡ଼େଇ ଲହୁ ଲୁହାଣ…

ଚିନ୍ତା ବଢ଼ାଉଛି ଡିପ୍‌ଫେକ୍ ଭିଡିଓ;…

ଓଏଲ୍‌ ବ୍ୟୁରୋ: ବଢୁଛି ଡିପଫେକ ଭିଡିଓ କାରନାମା। ଆଜିକାଲି ଅଭିନେତ୍ରୀମାନଙ୍କ ନକଲି ବା ଡିପ୍‌ଫେକ୍ ଭାଇରାଲ ଭିଡିଓ ଖବର ଖୁବ୍ ଚର୍ଚ୍ଚାରେ ରହିଛି। ରଶ୍ମିକାଙ୍କ ଡିପ୍‌ଫେକ୍ ଭିଡିଓକୁ ନେଇ ଅନେକ ବିବାଦ ଦେଖାଦେଇଥିବା ବେଳେ ପରେ କ୍ୟାଟ୍ରିନା ଓ ସାରା ତେନ୍ଦୁଲକରଙ୍କ ନକଲି ଭିଡିଓ ପୁଣି ଚର୍ଚ୍ଚାର ବିଷୟ…

ଆଉ ୭ ଦିନ ପରେ ପ୍ରତିଷ୍ଠା ହେବ ରାମ…

ଓଏଲ୍‌ ବ୍ୟୁରୋ: ଆଉ ମାତ୍ର ଅଳ୍ପ ଦିନର ଅପେକ୍ଷା, ଅଗଣିତ ରାମଭକ୍ତଙ୍କ ଅପେକ୍ଷାର ହେବ ଅନ୍ତ, ଅଯୋଧ୍ୟା ରାମ ମନ୍ଦିରରେ ବିରାଜମାନ ହେବେ ରାମଲାଲା। ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ପାଇଁ ଚାଲିଛି ସଜବାଜ। ଏବେଠୁ ଅଯୋଧ୍ୟାକୁ ରାମଭକ୍ତଙ୍କ ସୁଅ ଛୁଟିଲାଣି। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ କମିଟି…

ପରିକ୍ରମା ପ୍ରକଳ୍ପ ପାଇଁ କଡ଼ା ସୁରକ୍ଷା…

ଓଏଲ୍‌ ବ୍ୟୁରୋ: ରୂପାନ୍ତରଣର ସ୍ପର୍ଶରେ ସଜେଇ ହେଉଛି ଶ୍ରୀକ୍ଷେତ୍ର। ଜାନୁଆରୀ ୧୭ ତାରିଖରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏଥିପାଇଁ ଉତ୍ସବ ମୁଖର ଜଗନ୍ନାଥ ଧାମ। ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ଡିଜିପି ସ୍ଥିତି ଅନୁଧ୍ୟାନ କରିଛନ୍ତି। ପରିକ୍ରମା ପ୍ରକଳ୍ପ ଲୋକାର୍ପଣ…

ସମସ୍ତ ରେଳ ଇଂଜିନରେ ଲାଗିବ…

ଓଏଲ୍‌ ବ୍ୟୁରୋ: ଗତବର୍ଷ ଜୁନ୍‌ ୨ ତାରିଖରେ ବାଲେଶ୍ବରର ବାହନଗା ଷ୍ଟେସନ ନିକଟରେ ହୋଇଥିଲା ଭୟାବହ ରେଳ ଦୁର୍ଘଟଣା। ଯାହାରିଫଳରେ ଶହ ଶହ ଲୋକଙ୍କ ଜୀବନ ଚାଲି ଯାଇଥିଲା। ଏହି ଭୟାବହ ଦୁର୍ଘଟଣା ପରେ ରେଳ ସୁରକ୍ଷାକୁ ମଜଭୁତ କରିବା ପାଇଁ ଭାରତୀୟ ରେଳ ଦ୍ବାରା ଏକାଧିକ ପଦକ୍ଷେପ ନିଆଯାଇଛି। ଏସବୁ ମଧ୍ୟରେ…

ହଷ୍ଟେଲ ଖାଦ୍ୟ ଖାଇବା ପରେ ସ୍ଥିତି…

ଓଏଲ୍‌ ବ୍ୟୁରୋ: ଟିଟିଲାଗଡ ଦେସିଲ ଆଶ୍ରମ ସ୍କୁଲ୍‌ରେ ୨୫ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବା ଖବର ସାମ୍ନାକୁ ଆସିଛି। ହଷ୍ଟେଲ ଖାଦ୍ୟ ଖାଇବା ପରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଖୋଲାନରୁ ସ୍ୱତନ୍ତ୍ର ଭାବେ ଏକ ଡାକ୍ତରୀ ଟିମ୍‌ ଯାଇ ଚିକିତ୍ସା କରୁଛି। ତେବେ ବିଷାକ୍ତ ଖାଦ୍ୟ ଖାଇ ଏଭଳି ପରିସ୍ଥିତି…

ଏଣିକି ପଞ୍ଚାୟତରେ ପହଞ୍ଚିବ ପାଣିପାଗ…

ଓଏଲ୍‌ ବ୍ୟୁରୋ: ବିଭିନ୍ନ ପ୍ରାକୃତିକ ଦୁର୍ବିପାଗ ପୂର୍ବରୁ ପାଣିପାଗ ବିଭାଗ ସତର୍କ କରାଇଥାଏ। କିନ୍ତୁ ପଂଚାୟତରେ ରହୁଥିବା ବ୍ୟକ୍ତି ଏଥିରୁ ସମୟ ସମୟେ ବଂଚିତ ହୋଇଥାନ୍ତି। ତେବେ ଏଣିକି ପ୍ରତି ପଞ୍ଚାୟତରେ ପହଞ୍ଚିବ ପାଣିପାଗ ବିଭାଗର ତଥ୍ୟ। IMDର ମୋବାଇଲ ଆପ୍‌ ଜରିଆରେ ପହଞ୍ଚିବାର ବ୍ୟବସ୍ଥା…

ଲାଗିଲାଣି ବ୍ୟାନର; ଫେବ୍ରୁଆରୀ ୧୮ରୁ…

ଓଏଲ୍‌ ବ୍ୟୁରୋ: ଫେବ୍ରୁଆରୀ ୧୬ ତାରିଖରୁ ଆରମ୍ଭ ହେଉଛି ଖଣ୍ଡଗିରି ମାଘମେଳା। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ଏଥିସହିତ ଫେବ୍ରୁଆରୀ ୧୮ ତାରିଖରୁ ଆରମ୍ଭ ହେବ ଖଣ୍ଡଗିରି ଯାତ୍ରା ମହାସମର। ପ୍ରସିଦ୍ଧ ଖଣ୍ଡଗିରି ଯାତ୍ରା ପାଇଁ ଅପେରା ପାର୍ଟି ପ୍ରସ୍ତୁତ ହୋଇଗଲେଣି। କିଛି ଯାତ୍ରା କମିଟି ପ୍ରଚାର…