Odisha Link
Bridging the Missing Links in Odisha

ହଷ୍ଟେଲ ଖାଦ୍ୟ ଖାଇବା ପରେ ସ୍ଥିତି ଅସମ୍ଭାଳ; ୨୫ ଛାତ୍ରଛାତ୍ରୀ ଅସୁସ୍ଥ!

ଓଏଲ୍‌ ବ୍ୟୁରୋ: ଟିଟିଲାଗଡ ଦେସିଲ ଆଶ୍ରମ ସ୍କୁଲ୍‌ରେ ୨୫ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବା ଖବର ସାମ୍ନାକୁ ଆସିଛି। ହଷ୍ଟେଲ ଖାଦ୍ୟ ଖାଇବା ପରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଖୋଲାନରୁ ସ୍ୱତନ୍ତ୍ର ଭାବେ ଏକ ଡାକ୍ତରୀ ଟିମ୍‌ ଯାଇ ଚିକିତ୍ସା କରୁଛି। ତେବେ ବିଷାକ୍ତ ଖାଦ୍ୟ ଖାଇ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଆଶଙ୍କା କରାଯାଉଛି।

Leave A Reply

Your email address will not be published.