Odisha Link
Bridging the Missing Links in Odisha

ଓଡ଼ିଆ ଭାଷାକୁ ସମ୍ମାନ; ସ୍ଵଭାବକବି ଗଙ୍ଗାଧର ମେହେର ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଆହୁରି ବ୍ୟାପକ ହେବ ଓଡ଼ିଆ ଭାଷା ଓ ସାହିତ୍ୟ। ଓଡ଼ିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିବା ଦିଗରେ ସ୍ଵଭାବକବି ଗଙ୍ଗାଧର ମେହେରଙ୍କ ଅତୁଳନୀୟ ଅବଦାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନ ଜଣାଇଛନ୍ତି। ଭୁବନେଶ୍ୱର ଚନ୍ଦ୍ରଶେଖରପୁରଠାରେ ସ୍ଵଭାବକବି ଗଙ୍ଗାଧର ମେହେର ଭବନ ଏବଂ ଅଗ୍ରିଆ ଭବନର ଭିତ୍ତିପ୍ରସ୍ତର ସ୍ଥାପନ ହେବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଵଭାବକବି ଗଙ୍ଗାଧର ମେହେର ଭବନ ଏବଂ ଅଗ୍ରିଆ ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

Leave A Reply

Your email address will not be published.