Odisha Link
Bridging the Missing Links in Odisha
Daily Archives

May 21, 2025

ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ, ଘୋଷଣା…

ଓଏଲ୍‌ ବ୍ୟୁରୋ: ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ରଖିଲେ ରାଜ୍ୟ ନିର୍ବାଚନ କମିଶନ। ମୌସୁମୀ ପାଇଁ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ହୋଇଥିବା ସୂଚନା ମିଳିଛି। ଜୁନ୍‌ ୨୩ ତାରିଖରେ ଉପନିର୍ବାଚନ ନେଇ ଆଜି ଘୋଷଣା ହୋଇଥିଲା। ୧୧୩୧ଟି ଖାଲି ପଦ ପାଇଁ ହୋଇଥାଆନ୍ତା ଉପନିର୍ବାଚନ। ମୌସୁମୀ ଶେଷ ହେଲେ ପୁଣି ଥରେ…

ଯୁକ୍ତଦୁଇ ରେଜଲ୍ଟ: ପୁଅଙ୍କ ତୁଳନାରେ…

ଓଏଲ୍‌ ବ୍ୟୁରୋ: ପ୍ରକାଶ ପାଇଲା +୨ ପରୀକ୍ଷା। ଏକା ସମୟରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଫଳାଫଳ ପ୍ରକାଶିତ ପାଇଛି। ପରୀକ୍ଷାଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ। ୱେବସାଇଟରେ ନିଜ ନିଜର ଫଳାଫଳ ଦେଖିପାରିବେ ଛାତ୍ରଛାତ୍ରୀ। results.odisha.gov.in କିମ୍ବା…

ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ,…

ଓଏଲ୍‌ ବ୍ୟୁରୋ: ପ୍ରକାଶ ପାଇଲା +୨ ପରୀକ୍ଷା। ଏକା ସମୟରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଫଳାଫଳ ପ୍ରକାଶିତ ପାଇଛି। ଅପରାହ୍ଣ ୪ଟାରେ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷାଫଳ ପୁସ୍ତିକା ଉନ୍ମୋଚନ କରିବେ ଗଣଶିକ୍ଷା ମନ୍ତ୍ରୀ। ୱେବସାଇଟରେ ନିଜ ନିଜର ଫଳାଫଳ ଦେଖିପାରିବେ…

‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଓ…

ଓଏଲ୍‌ ବ୍ୟୁରୋ: ଗରୀବ ଝିଅମାନଙ୍କୁ ଉପହାର ସ୍ୱରୂପ ସେମାନଙ୍କର ବିବାହ ପାଇଁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଆରମ୍ଭ କରିଛନ୍ତି। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଦୁର୍ବଳ ଶ୍ରେଣୀର ଝିଅମାନଙ୍କର ଗଣ ବିବାହ ସହ ସେମାନଙ୍କୁ ଉପହାର ପାଇଁ ସରକାର ଯୋଜନା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ…

ଅନ୍ତର୍ଜାତୀୟ ଚା’ ଦିବସ: ଦିନ ଆରମ୍ଭ…

ଓଏଲ୍‌ ବ୍ୟୁରୋ: ସାରା ବିଶ୍ୱର ସବୁଠାରୁ ଲୋକପ୍ରିୟ ପାନୀୟ ହୋଉଛି ଚା’। ଅଧିକାଂଶ ଲୋକଙ୍କର ସକାଳେ କପେ ଚା’ ହୋଇଗଲେ ମନ ଖୁସ୍। ପ୍ରାୟ ସମସ୍ତଙ୍କର ଚା’ରୁ ହିଁ ଦିନ ଆରମ୍ଭ ହୁଏ। ଚା’ର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ଲୋକପ୍ରିୟତାକୁ ଦେଖି ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଙ୍ଗଠନ…

୧୮୦ ଦିନର ମାତୃତ୍ୱ ଛୁଟି ପାଇଁ ନୂତନ…

ଓଏଲ୍‌ ବ୍ୟୁରୋ: ଜଣେ ମହିଳା ସରକାରୀ କର୍ମଚାରୀ ଦୁଇଟିରୁ କମ୍ ଜୀବିତ ପିଲାଙ୍କ ପାଇଁ, ମାତୃତ୍ୱ ସମୟରେ ୧୮୦ ଦିନ ପର୍ଯ୍ୟନ୍ତ ଛୁଟି ପାଇବାର ନିୟମ ରହିଛି। କିନ୍ତୁ ମାତୃତ୍ଵ ଛୁଟି କେଉଁ ଅବଧି ଭିତରେ ନିଆଯାଇପାରିବ, ସେ ବିଷୟରେ କିଛିଟା ଦ୍ୱନ୍ଦ୍ବ ଥିଲା। ଏବେ ସେହି ଦ୍ୱନ୍ଦ୍ୱ ଦୂର ହୋଇଛି। ମହିଳା ସରକାରୀ…

ଜୁଲାଇ ୧୫ରୁ ଯୁକ୍ତ ତିନି ପାଠପଢ଼ା,…

ଓଏଲ୍‌ ବ୍ୟୁରୋ: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ। ଅପେକ୍ଷାରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଓ ଅଭିଭାବକ। ରେଜଲ୍ଟ ପ୍ରକାଶ ପାଇବା ଗୋଟେ ମାସ ପୂର୍ବରୁ ଯୁକ୍ତ ତିନି ଆବେଦନ ଆରମ୍ଭ ହୋଇଛି। ଛାତ୍ରଛାତ୍ରୀମାନେ ମଇ ୨୦ ତାରିଖ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ କରିପାରିବେ ବୋଲି ସ୍ଥିର ହୋଇଥିବାବେଳେ…

ଏନ୍‌କାଉଣ୍ଟର୍‌: ୨୬ ମାଓବାଦୀ ନିପାତ

ଓଏଲ୍‌ ବ୍ୟୁରୋ: ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ବଡ଼ ଧରଣର ମାଓ ଏନ୍‌କାଉଣ୍ଟର୍ ଏନ୍‌କାଉଣ୍ଟର ହୋଇଥିବା ଜଣା ପଡିଛି। ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିୟମ ହୋଇଛି। ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ବେଳେ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। ୨୬ରୁ ଊର୍ଦ୍ଧ୍ବ ମାଓବାଦୀଙ୍କ…

ଦଶହରା ପୂର୍ବରୁ ଛାତ୍ର ସଂସଦ ନିର୍ବାଚନ,…

ଓଏଲ୍‌ ବ୍ୟୁରୋ: ୬ ବର୍ଷର ବିରତି ପରେ ପୁଣି କମ୍ପିବ କଲେଜ କ୍ୟାମ୍ପସ। କାରଣ ଦଶହରା ପୂର୍ବରୁ ହେବ ଛାତ୍ର ସଂସଦ ନିର୍ବାଚନ। ଏନେଇ ଆଜି ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ସୁରଜ୍ ସୂର୍ଯ୍ୟବଂଶୀ। ସାଧାରଣ ନିର୍ବାଚନର ଗୋଟେ ବର୍ଷ ପରେ କଲେଜ ଇଲେକ୍ସନ ପାଇଁ ନେଇ ଅଂଟା ଭିଡିଛନ୍ତି ନୂଆ ସରକାର। କଲେଜରେ…

ରାଜ୍ୟ ରାଜନୀତିରେ ସଂରକ୍ଷଣ ଦାବି,…

ଓଏଲ୍‌ ବ୍ୟୁରୋ: ସଂରକ୍ଷଣ ନେଇ ଆରମ୍ଭ ହୋଇଛି ରାଜନୀତି। ଓଡ଼ିଶା ସରକାର ଶିକ୍ଷା କ୍ଷେତ୍ରରେ ୧୧.୨୫ ପ୍ରତିଶତ ସଂରକ୍ଷଣ ଦେବାର ନିଷ୍ପତ୍ତି ପରେ ଅଭୟ ବିଜେଡି ଓ କଂଗ୍ରେସ ସ୍ୱର ଉତ୍ତୋଳନ କରିଛନ୍ତି। ଓବିସିଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ଦାବିରେ ବିଜେଡି ଆନ୍ଦୋଳନ କରୁଛି। ପଛୁଆବର୍ଗକୁ ବିଜେପି ସରକାର…