Odisha Link
Bridging the Missing Links in Odisha

ମମତା କହିଲେ ମୋ ଫୋନ୍‌ ଟ୍ୟାପିଂ ହେଉଛି,…

କୋଲକାତା: ଭାରତରେ ଜମୁଛି ଇସ୍ରାଏଲୀ ସ୍ପାଇୱେୟାର ପେଗାସସ ରାଜନୀତି। ଇସ୍ରାଏଲୀ ସ୍ପାଇୱେୟାର ପେଗାସସକୁ ନେଇ ଭାରତରେ ଦେଖିବାକୁ ମିଳିଛି ବିବାଦ। ଏ ନେଇ ବିବାଦ ବଢ଼ିଚାଲିଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ତାଙ୍କ ଫୋନ୍ ଟ୍ୟାପିଂ ହେଉଛି। ତେଣୁ ସେ ଏବେ କାହାରିକୁ ଫୋନ୍…

ଗୋଆ: ରାଜ୍ୟପାଳ ଭାବେ ଶପଥ ନେଲେ ସତ୍ୟପାଲ…

ପାନାଜୀ: ଆଜି ଗୋଆର ନୂତନ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି ସତ୍ୟପାଲ ମଲ୍ଲିକ। ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ପ୍ରଦୀପ୍‌ ନନ୍ଦରାଜୋଗ୍‌ ନୂତନ ରାଜ୍ୟପାଳଙ୍କୁ ତାଙ୍କ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଗୋଆ ରାଜଭବନ ପରିସରରେ ଆୟୋଜିତ ଏକ ନିରାଡ଼ମ୍ବର ଉତ୍ସବରେ ରାଜ୍ୟପାଳ…

ଭିଟାମାଟି ଛାଡ଼ିଲେ ସ୍ମିତାରାଣୀଙ୍କ…

ଯାଜପୁର: ଭିଟାମାଟି ଛାଡ଼ିଲେ ମୃତ ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ବାପା ମା'। ଗାଁ ଛାଡ଼ି କୌଣସି ସମ୍ପର୍କୀୟଙ୍କ ଘରକୁ ଚାଲିଯାଇଥିବା ଜଣା ପାଡ଼ିଛି।ସେଠାରୁ ସେମାନେ ରାଜ୍ୟ ବାହାରେ ରହୁଥିବା ତାଙ୍କ ପୁଅ ଘରକୁ ଚାଲି ଯିବେ ବୋଲି ଜଣାପଡ଼ିଛି। ଏବେ ତାଙ୍କ ଗାଁ ଘରେ ତାଲା ପଡ଼ିଥିବା ବେଳେ ସେମାନଙ୍କ ସୁରକ୍ଷା…

ମହାରାଷ୍ଟ୍ର: ଶିବସେନା କହୁଛି ଆମ ପାଖରେ…

ମୁମ୍ବାଇ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବ କିଏ? ସେ ନେଇ ଚାଲିଛି ଅଙ୍କକଷା। ଏହାରି ମଧ୍ୟରେ ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ ନିଜ ନିଜ ମତ ଦେଇଥିଲେ ସୁଦ୍ଧା କୌଣସି ଦଳ ଏ ଯାଏଁ ସରକାର ଗଠନ କରି ପାରିନାହାନ୍ତି। ଭାରତୀୟ ଜନତା ପାର୍ଟି ଓ ଶିବସେନା ମଧ୍ୟରେ ଅଙ୍କ ଛିଣ୍ଡୁ ନଥିବେ ବେଳେ ଶିବସେନା ଏନସିପି ଓ…

ଭୁବନେଶ୍ବରରୁ ଭାରତକୁ ଟୋକିଓ ଟିକେଟ୍‌,…

ଭୁବନେଶ୍ବର: ଭାରତୀୟ ପୁରୁଷ ହକି ଦଳ ହାତେଇଲା ଅଲମ୍ପିକ୍‌ ଟିକେଟ୍। ଋଷକୁ ୭-୧ରେ ଗୋଲରେ ହରାଇ ଅଲମ୍ପିକ ଟିକେଟ ହାତେଇଲା ଭାରତୀୟ ପୁରୁଷ ହକି ଦଳ। କଳିଙ୍ଗ ଷ୍ଟାଡିୟମରେ ଅଲମ୍ପିକ ଯୋଗ୍ୟତା ହକି ମ୍ୟାଚରେ ଦ୍ୱିତୀୟ ବିଜୟ ସହ ୨୦୨୦ରେ ହେବାକୁ ଥିବା ଅଲମ୍ପିକ୍ସ ପାଇଁ ଟିକେଟ ହାତେଇଛି ଭାରତୀୟ ହକି ଦଳ।…

ଲ୍ୟାଣ୍ଡର ବିକ୍ରମ ଭବିଷ୍ୟତରେ ହେବ ସଫ୍ଟ…

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୨କୁ ନେଇ ବଡ଼ ତଥ୍ୟ ସାମ୍ନାକୁ ଆସିଲା। ଆଗାମୀ ଦିନରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରିବାକୁ ଚେଷ୍ଟା କରିବ। ଚନ୍ଦ୍ରଯାନ-୨ କାହାଣୀର ଅନ୍ତ ହୋଇନାହିଁ ବୋଲି ଇସ୍ରୋ ଅଧ୍ୟକ୍ଷ କେ.ଶିବନ ଆଜି ଏହା କହିଛନ୍ତି। ଆଗାମୀ ମାସରେ ଇସ୍ରୋ ଅନେକ…

ରାଗି ଗଲେ ଗଣଶିକ୍ଷା ମନ୍ତ୍ରୀ, କହିଲେ..

ମାଲକାନଗିରି: ବିଭିନ୍ନ ଜିଲ୍ଲାଗସ୍ତ କରୁଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଜିଲ୍ଲା ବୁଲିବା ସହିତ ଜିଲ୍ଲାର ବିଭିନ୍ନ ସ୍କୁଲ ମଧ୍ୟ ପରିଦର୍ଶନ କରୁଛନ୍ତି ଗଣଶିକ୍ଷା ମନ୍ତ୍ରୀ। ଗତକାଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ…

ରକ୍ତଦାନ କରି କୁନି ଝିଅଙ୍କ ମୁହଁରେ ହସ…

କନ୍ଧମାଳ: କୁନି ଝିଅର ମୁହଁରେ ହସ ଫୁଟାଇଲେ କନ୍ଧମାଳ ଏସ୍‌ପି। ରକ୍ତଦାନ କରି କୁନି ଝିଅ ଅପିନୀ ଦିଗାଲଙ୍କ (୭) ମୁହଁରେ ହସ ଫୁଟାଇଛନ୍ତି କନ୍ଧମାଳ ଏସ୍‌ପି ପ୍ରତୀକ ସିଂହ । ଅପିନୀଙ୍କ ଘର ଦାରିଙ୍ଗବାଡ଼ ବ୍ଲକର ବ୍ରାହ୍ମଣୀ ଗାଁରେ। ମିଳିଥିବା ସୂଚନା ମୁତାବିକ, ଅପିନୀ ଦିଗାଲ ସିକିଲ୍‌ସେଲ୍‌ ରୋଗରେ…

ପୁଲିସ୍‌ର ତାଗିଦକୁ ଫୁ, ଚୋର ଧରିବାକୁ…

ନୟାଗଡ଼: ଆଜିର ଏ ଆଧୁନିକ ଯୁଗରେ ମଣିଷ ସମାଜ ବିଜ୍ଞାନ ଉପରେ ବିଶ୍ବାସ କରି ଚନ୍ଦ୍ରପୃଷ୍ଠରେ ପହଞ୍ଚିବାକୁ ଉଦ୍ୟମ କରୁଛି। ଅପରପକ୍ଷେ ଆଧୁନିକ ଯୁଗରେ ମଧ୍ୟ ଅନ୍ଧବିଶ୍ବାସର ବଶବର୍ତ୍ତୀ ହେଉଛି ମଣିଷ ସମାଜ। ଏପରି ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇଛନ୍ତି ନୟାଗଡ଼ ଜିଲ୍ଲାର ଭାଟସାହି ଗ୍ରାମର କିଛି ଗ୍ରାମବାସୀ।…

କର୍ପୋରେଟ ମନ୍ତ୍ରଣାଳୟର ଅର୍ଥନୀତିକ…

ଭୁବନେଶ୍ବର: ଓଡ଼ିଆ ଝିଅଙ୍କ ହାତରେ କେନ୍ଦ୍ରର ଗୁରୁ ଦାୟିତ୍ବ। ଦେଶରେ ମାନ୍ଦା ଅବସ୍ଥା ରହିଛି। ଏଭଳି ସ୍ଥିତିରେ ମୋଦି ସରକାରର କର୍ପୋରେଟ ମନ୍ତ୍ରଣାଳୟର ଅର୍ଥନୀତିକ ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଛନ୍ତି ଓଡ଼ିଆ ଝିଅ ନନ୍ଦିତା ମିଶ୍ର। ବର୍ତ୍ତମାନ ସେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ଅର୍ଥନୀତିକ…