Odisha Link
Bridging the Missing Links in Odisha

ପାରୋଲରେ ଆସିଲେ ହରିୟାଣାର ଭାବି…

ନୂଆଦିଲ୍ଲୀ: ଆଜି ୧୪ଦିନିଆ ପାରୋଲରେ ବାହାରିଲେ ହରିୟାଣାର ଭାବି ଉପ ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲାଙ୍କ ବାପା ତଥା ହରିଆଣାର ପୂର୍ବତନ ମନ୍ତ୍ରୀ ଅଜୟ ଚୌଟାଲା। ଗୃହ ବିଭାଗର ଅନୁମତି କ୍ରମେ ଗତକାଲି ତିହାର ଜେଲ ପ୍ରଶାସନ ଏହି ଅନୁମତି ଦେଇଥିଲା। ପାରୋଲରେ ଆସିବା ପରେ ଅଜୟ ଚୌଟାଲା ଗଣମାଧ୍ୟମକୁ…

ଆଜି ଦୀପାବଳି: ଜାଣନ୍ତୁ କେଉଁ ସମୟରେ…

ଭୁବନେଶ୍ବର: ଆଜି ହେଉଛି ଆଲୋକର ପର୍ବ ଦୀପାବଳି। ଏଥିପାଇଁ ଗାଁରୁ ସହର ହୋଇଛି ଚଳଚଞ୍ଚଳ। ଭଳିକି ଭଳି ଲିଚୁମାଳ ସାଙ୍ଗକୁ ବିଭିନ୍ନ ପ୍ରକାର ଲାଇଟରେ ସଜେଇ ହୋଇଛି ଲୋକଙ୍କ ଘର। ଏଥିସହ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡ଼ିକୁ ମଧ୍ୟ ସୁନ୍ଦର ଆଲୋକମାଳାରେ ସଜାଯାଇଛି। ଅନ୍ୟପକ୍ଷରେ ବାଣ ଫୁଟାଇବା…

ଅଯୋଧ୍ୟାରେ ଜଳିଲା ୫.୫ ଲକ୍ଷ ଦୀପ, ଯୋଗୀ…

ଅଯୋଧ୍ୟା: ମର୍ଯ୍ୟାଦା ପୁରୁଷ ଶ୍ରୀରାମ ଚନ୍ଦ୍ର ଦୀପାବଳିରେ ଅଯୋଧ୍ୟାରେ ପହଞ୍ଚିଥିଲେ। ଏହି ମୁହୂର୍ତ୍ତକୁ ମନେ ପକାଇ ଅଯୋଧ୍ୟାର ସରଯୂ ନଦୀ କୂଳରେ ଯୋଗୀ ସରକାର ପାଳନ କରିଛନ୍ତି ଆଲୋକର ଉତ୍ସବ ଦୀପାବଳି ବା ଦୀପୋତ୍ସବ। ଉତ୍ତରପ୍ରଦେଶର ବିଜେପି ସରକାର ଦ୍ୱାରା ଆୟୋଜିତ ଏହି ଉତ୍ସବରେ ଚଳିତ ବର୍ଷ ୫.୫ ଲକ୍ଷ…

ହରିୟାଣା: ଆଜି ଶପଥ ନେବେ ମନହୋର ଖଟ୍ଟର

ଚଣ୍ଡିଗଡ଼: ଆଜି ସାରା ଦେଶ ଦୀପାବଳି ପାଳନ କରୁଛି। ଏହି ଅବସରରେ ହରିୟାଣାରେ ବିଜେପି ମନହୋର ଲାଲ ଖଟ୍ଟରଙ୍କ ନେତୃତ୍ୱରେ ତାର ଦ୍ବିତୀୟ ଇଂନିସର ଦ୍ବୀପ ଜାଳିବ। ଅର୍ଥାତ୍‌ ମନହୋର ଲାଲ ଖଟ୍ଟର ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଅପରାହ୍ନ ୨ଟା ୧୫ ମିନିଟରେ ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟ…

ଅନଶନରେ ବସିଲେ ରାଜୀବ ଗାନ୍ଧି…

ଚେନ୍ନାଇ: ଜେଲରେ ଅନଶନ କଲେ ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାରେ ଦଣ୍ଡ ଭୋଗୁଥିବା ଏସ୍‌ ନଳିନୀ ଶ୍ରୀହରରନ୍‌। ସେ ଆଜିଠୁ ଭେଲୋର ମହିଳା ଜେଲରେ ଅନଶନ ଆରମ୍ଭ କରିଛନ୍ତି। ଜେଲ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ସେ ଶୁକ୍ରବାରଠାରୁ ଏହି ଅନଶନ ବାବଦରେ ଜଣାଇ ଦେଇଛନ୍ତି। ସେ ଆଜି ଜଳଖିଆ ମଧ୍ୟ ଖାଇନାହାନ୍ତି। ସେ…

ମୁଁ ବିଜେଡି ଛାଡ଼ିନି: ଦାମ

ଭୁବନେଶ୍ବର: ବିଜୁ ଜନତା ଦଳକୁ ମୁଁ ଛାଡ଼ିନି। ବିଜେଡି ମତେ ବହିଷ୍କାର କରିଛି। ବିଜୁ ବାବୁ ମୋତେ ଆଣିଥିଲେ, ନବୀନଙ୍କ ସହ କାମ କରିଛି। ଏଥିସହିତ ମୁଁ ନେତାଙ୍କ ବିରୋଧରେ କହିନି, ଦୁର୍ନୀତି ବିରୋଧରେ କହିଛି ବୋଲି ଦାମ କହିଛନ୍ତି। ସାମ୍ବାଦିକଙ୍କ ବିଜେଡି ଆଡ଼କୁ ଢଳୁଛନ୍ତି କି ପ୍ରଶ୍ନରେ ଏପରି ଉତ୍ତର…

ନବୀନ ଅପରାଜେୟ

ଭୁବନେଶ୍ବର: ବିଜେପୁର ଉପନିର୍ବାଚନ ଫଳାଫଳକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ରାଜନୀତିର ବରିଷ୍ଠ ନେତା ଦାମଦୋର ରାଉତ। ସେ କହିଛନ୍ତି ଯେ, ବିଜେପୁର ଉପନିର୍ବାଚନ ଫଳାଫଳରୁ ଜଣାପଡ଼ୁଛି ଯେ ନବୀନ ବାବୁ ହେଉଛନ୍ତି ଅପରାଜେୟ। ଏଥିସହିତ ନବୀନଙ୍କୁ ଲୋକମାନେ ପ୍ରିୟତମ ନେତା ଭାବୁଥିବା ପ୍ରମାଣିତ…

ମହାରାଷ୍ଟ୍ର: ମୁଖ୍ୟମନ୍ତ୍ରୀ ପଦକୁ ନେଇ…

ନୂଆଦିଲ୍ଲୀ: ମହାରାଷ୍ଟ୍ର ନିର୍ବାଚନ ଫଳ ବାହାରିବା ପରେ ଜମୁଛି ରାଜନୀତି। ଫଳାଫଳ ବାହାରିବା ପରଠାରୁ ୫୦-୫୦ ଫର୍ମୁଲା ସହ ନୂଆ କଥା କହୁଛି ବିଜେପିର ସବୁଠାରୁ ପୁରୁଣା ସହଯୋଗୀ ଦଳ ଶିବସେନା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦ ଅଧା ଅଧା ଭାଗ ହେବ ବୋଲି ବିଜେପି ଏବଂ ଏହାର ଅଧ୍ୟକ୍ଷ ଅମିତ ଶାହ ଲିଖିତ ଆକାରରେ…

ନିଆରା ଢଙ୍ଗରେ ପାଳିଲେ ଦୀପାବଳି

ଭୁବନେଶ୍ବର: ଆଲୋକ ଏବଂ ଉଲ୍ଲାସର ପର୍ବ ଦୀପାବଳିରେ ବାଣ ନଫୁଟାଇ ବରଂ ସେଇ ବାଣ ଫୁଟା ପଇସାରୁ କାଟି ନବରଙ୍ଗପୁର ଜିଲ୍ଲାର ଡାବୁଗାଁରେ ଦୀପାବଳି ପାଳନ କରିଛନ୍ତି ବାଣୀବିହାର ଏବଂ ରେଭେନସାର ପୂର୍ବତନ ଛାତ୍ରଛାତୀମାନେ। ଏହି ଡାବୁଗାଁରେ ଥିବା ଶ୍ରୀଜଗନ୍ନାଥ ଅନ୍ଧ, ମୂକ ବଧିର ବିଦ୍ୟାଳୟର ପ୍ରାୟ ୩୫ ଜଣ…

ମୋଦି ସରକାର ଚାଷୀଙ୍କ ପେଟକୁ ଗୋଇଠା…

ନୂଆଦିଲ୍ଲୀ: କେନ୍ଦ୍ରରେ ଥିବା ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା। ସେ ଟୁଇଟ କରି ମୋଦି ସରକାର ବିରୋଧରେ ଆଜି ବର୍ଷିଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ, ଚାଷୀଙ୍କ ପେଟକୁ ନାତ ମାରି ନିଜ ସହଯୋଗୀଙ୍କ ପକେଟ ଫୁଲ କରୁଛନ୍ତି କେନ୍ଦ୍ର ସରକାର।…