Odisha Link
Bridging the Missing Links in Odisha

ହନିଟ୍ରାପରେ ଯବାନ, ହେଲେ ଗିରଫ

ନୂଆଦିଲ୍ଲୀ: ପୁଣିଥରେ ହନିଟ୍ରାପର ଶିକାର ହେଲେ ଭାରତୀୟ ଯବାନ। ପାକିସ୍ତାନୀ ମହିଳାଙ୍କୁ ସେନାର ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ୨ ଜଣ ଯବାନ ଗିରଫ ହୋଇଛନ୍ତି। ପୋଖରାନରୁ ଘରକୁ ଯାଉଥିବା ବେଳେ ଯୋଧପୁର ରେଲୱେ ଷ୍ଟେସନରୁ ମିଳିତ ଭାବେ ସିବିଆଇ ଓ ଆଇବି ୨ ଯବାନଙ୍କୁ ଗିରଫ କରିଛି। ଗିରଫ ଯବାନ ୨ ଜଣ ହେଉଛନ୍ତି…

ଏଣିକି ପୁରୀକୁ ଗଡ଼ିବ ‘ମୋ…

ଭୁବନେଶ୍ବର: ଆଜି ରାଜ୍ୟ ସରକାରଙ୍କ 'ମୋ ବସ୍' ଯୋଜନାକୁ ପୁରିଲା ଏକ ବର୍ଷ। ମୋ ବସ୍‌କୁ ଏକ ବର୍ଷ ପୂର୍ତ୍ତି ଉପଳକ୍ଷେ ଆୟୋଜିତ ହୋଇଥିଲା ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏୟାରପୋର୍ଟରୁ ‘ମୋ ବସ’ରେ ବସି ଜୟଦେବ ଭବନ ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି । ମୋ ବସ…

ଓପିଟିସିଏଲ: ହିସାବ ଗଡ଼ବଡ଼, କୋଟିଏ ଲୁଟ୍!

ଭୁବନେଶ୍ବର: ଓଡିଶା ବିଦ୍ୟୁ୍ତ ଶକ୍ତି ସଞ୍ଚାରଣ ନିଗମ ଲିଃ (ଓପିଟିସିଏଲ୍) ଟେଲିକମ୍‌ ବିଭାଗରେ ହିସାବ ଗଡ଼ବଡ଼ କରି କୋଟିଏରୁ ଅଧିକ ଟଙ୍କାର ଦୁର୍ନିତି ହୋଇଛି। ଏମିତି ଗଡ଼ବଡ଼ କରି ୪୬ କୋଟି ୯୩ ଲକ୍ଷ ଜାଗାରେ ୪୮ କୋଟି ଟଙ୍କାର ବିଲ୍‌ କରାଯାଇଛି। ଖାଲି ସେତିକି ନୁହେଁ ଫନି ପୁନରୁଦ୍ଧାର କାମରେ ବି ଘୋଟାଲା…

କଟକ SCB ମେଡିକାଲ୍‌ ପାଇଁ ହଜାରେ କୋଟି,…

ଭୁବନେଶ୍ୱର: ମୋ ବସ୍‌ରେ ଯାତ୍ରା କରି ଲୋକସେବା ଭବନରୁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଟକର SCB ମେଡିକାଲ୍ କଲେଜ ଓ ହସ୍ପିଟାଲ ପାଇଁ ୧୦୦୦ କୋଟି ଟଙ୍କା ଘୋଷଣା କଲେ ରାଜ୍ୟ ସରକାର। ଏସସିବି ଭେଷଜ ମହାବିଦ୍ୟାଳୟକୁ ଏମ୍ସ ପ୍ଲସ୍ ଅନୁଷ୍ଠାନ ଭାବରେ ଗଢ଼ି ତୋଳାଯିବାକୁ ଲକ୍ଷ୍ୟ ରଖାଯାଇଛି।…

ମହାରାଷ୍ଟ୍ର: ପାଓ୍ବାର ପ୍ଲେରୁ ଓହରିଲେ…

ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ବିକଳ୍ପ ହେଉଛି ଭାରତୀୟ ଜନତା ପାର୍ଟି-ଶିବସେନା ମେଣ୍ଟ। ଆମ ଦଳକୁ ବିପକ୍ଷରେ ବସିବାକୁ ଜନମତ ମିଳିଛି। ବିଜେପି-ଶିବସେନା ମିଶି ସରକାର ଗଠନ କରନ୍ତୁ ଆଉ ସୃଷ୍ଟି ହୋଇଥିବା ସଙ୍କଟରୁ ରକ୍ଷା କରନ୍ତୁ। ଏପରି କହିଛନ୍ତି ଏନସିପି ମୁଖିଆ ଶରଦ ପାଓ୍ବାର। ଶରଦଙ୍କ ଏଭଳି…

ସରକାର ବିକିବେ ପିଆଜ

ଭୁବନେଶ୍ବର: ଏଣିକି ପିଆଜ ବିକିବେ ସରକାର। ଦେଶ ସମେତ ରାଜ୍ୟରେ ପିଆଜ ଦର ଆକାଶ ଛୁଆଁ। ଅହେତୁକ ମୂଲ୍ୟ ବୃଦ୍ଧି ଘଟିଥିବାରୁ ସୁଲଭ ଦରରେ ପିଆଜ ଯୋଗଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଣିକି ଖାଉଟିଙ୍କୁ ପିଆଜ ଯୋଗାଇବେ ରାଜ୍ୟ ସରକାର। ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି ଯୋଗାଣ ବିଭାଗ…

‘ମୋ ବସ୍’: ଟିକେଟ କାଟି ବସ୍‌ରେ…

ଭୁବନେଶ୍ବର: ‘ମୋ ବସ୍’କୁ ପୂରିଲା ବର୍ଷେ। ବର୍ଷକ ପୂର୍ବେ ଟ୍ୱିନ୍-ସିଟିବାସୀଙ୍କ ଗମନାଗମନକୁ ଆହୁରି ସୁବିଧାମୟ କରିବାକୁ ଆରମ୍ଭ ହୋଇଥିବା ରାଜ୍ୟ ସରକାରଙ୍କ ‘ମୋ ବସ୍’ ଯୋଜନାକୁ ଏକ ବର୍ଷ ପୂରିଛି। ଗତ ବର୍ଷ ନଭେମ୍ବର ୬ ତାରିଖରେ ଆରମ୍ଭ ହୋଇଥିଲା ଏହି ଯୋଜନା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ…

ନଗଡ଼ା: ଜଳିଲା ବିଜୁଳି

ଯାଜପୁର: ନଗଡ଼ାରେ ଜଳିଲା ବିଜୁଳି। ଲୋକୟୁକ୍ତଙ୍କ ଯାଜପୁର ଜିଲ୍ଲାର ଛଅ ସରକାରୀ ଅଧିକାରୀଙ୍କୁ ନୋଟିସ ଜାରୀ ପରେ ଆଜି ଉପର ନଗଡ଼ାରେ ବିଜୁଳି ଜଳିଛି। ନଗଡ଼ାରେ ବିଭିନ୍ନ କାମରେ ଆର୍ଥିକ ଅନିୟମିତତା ଅଭିଯୋଗ ଉପରେ ଜିଲ୍ଲାର ଛଅ ଜଣ ଅଧିକାରୀଙ୍କୁ ଲୋକୟୁକ୍ତ ନୋଟିସ ଜାରି କରିଥିଲେ। ଏହି ନୋଟିସ ଜାରି ହେବା…

ଭୁଲ ପାଇଁ ନିଜେ ତଣ୍ଡ ଗଣିଲେ ଜିଲ୍ଲାପାଳ…

ଗାଜିଆବାଦ: ଭୁଲ ପାଇଁ ଦଣ୍ଡ ମିଳିଥାଏ। ହେଲେ ଭୁଲ ପାଇଁ ନିଜେ ନିଜକୁ ଦଣ୍ଡିତ କରଥିବା ଖବର ଶୁଣିନଥିବେ। ହେଲେ ବାସ୍ତବରେ ଏପରି ହିଁ ହୋଇଛି। ଗାଜିଆବାଦ ଜିଲ୍ଲାପାଳ ଅଜୟ ଶଙ୍କର ପାଣ୍ଡେ ନିଜେ ନିଜ ଉପରେ ଲଗାଇଛନ୍ତି ୧୦ହଜାର ଟଙ୍କାର ଫାଇନ୍। କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ତାଙ୍କ ବ୍ୟକ୍ତିଗତ ସହାୟକଙ୍କ…

ଦିଲ୍ଲୀ: ଓକିଲ-ପୁଲିସ୍‌ ହଙ୍ଗାମା…

ନୂଆଦିଲ୍ଲୀ: ତିସ୍‌ ହଜାରୀ କୋର୍ଟ ଘଟଣା ସାରା ଦେଶରେ ଏବେ ଚର୍ଚ୍ଚାର ବିଷୟ। ଗତକାଲି ଦିଲ୍ଲୀ ପୁଲିସ୍‌ ମଧ୍ୟ ବିକ୍ଷୋଭ କରିଥିଲା। ଏଥିସହିତ ଏହି ଘଟଣାକୁ ନେଇ ପ୍ରାଥମିକ ତଦନ୍ତ ଜାରି ରହିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଏକ ‘ଗୁଜବ’ କାରଣରୁ ଭୁଲ ବୁଝାମଣା ହୋଇଥିଲା ଏବଂ ପରେ ଏହା ତୁମୂଳକାଣ୍ଡର ରୂପ…