Odisha Link
Bridging the Missing Links in Odisha

କଂଗ୍ରେସର ଚିନ୍ତନ ବୈଠକ: ମୁହଁ ଖୋଲିଲେ…

ଭୁବନେଶ୍ବର: ରାଜ୍ୟ କଂଗ୍ରେସରେ ପିସିସି ସଭାପତି ପଦକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। କେତେବେଳେ ଅସନ୍ତୁଷ୍ଟ ନିରଞ୍ଜନଙ୍କ ବିରୋଦ୍ଧରେ ମେଳି କରୁଛନ୍ତି ତ ଆଉ କେତେବେଳେ ନିରଞ୍ଜନଙ୍କ ସହ ମିଶି ମାନଭଞ୍ଜନ କରୁଛନ୍ତି। ଏପରିକି ନିରଞ୍ଜନଙ୍କ ବିରୋଧରେ ହାଇକମାଣ୍ଡଙ୍କ ନିକଟରେ ଫେରାଦ ହେବାକୁ ମଧ୍ୟ ନିଷ୍ପତ୍ତି…

ଚାଇନା ଓପନ୍: ବିଦା ହେଲେ ସାଇନା

ବେଜିଂ: ଚାଇନାର ବେଜିଂ ସହରରେ ଚାଲିଛି ଚାଇନା ଓପନ ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌। ଏଥିରେ ଭାରତୀୟ ଦଳର ଉଭୟ ମହିଳା ଓ ପୁରୁଷ ବର୍ଗ ଯୋଗ ଦେଇଛନ୍ତି। ହେଲେ ମହିଳା ବର୍ଗରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି। ମଙ୍ଗଳବାର ବିଶ୍ୱ ବିଜେତା ପିଭି ସିନ୍ଧୁ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିବା ବେଳେ…

ମହାରାଷ୍ଟ୍ର: ସଞ୍ଜୟ-ଶରଦ ସାକ୍ଷାତ,…

ମୁମ୍ବାଇ: ଚଳିତ ମହାରାଷ୍ଟ୍ର ବିଧାନସଭାର କଣ୍ଟ ୮ ତାରିଖରେ ଶେଷ ହେଉଛି। ଅପରପକ୍ଷେ ନିର୍ବାଚନର ଫଳାଫଳ ୨ ସପ୍ତାହ ବିତି ଯାଇଥିଲେ ମଧ୍ୟ ମହାରାଷ୍ଟ୍ରରେ ସରକାର ଗଠନ ହୋଇ ପାରିନାହିଁ। ମହାରାଷ୍ଟ୍ରରେ କିଏ ଗଢ଼ିବ ସରକାର? ଏ ନେଇ ଜାରି ରହିଛି ଅସ୍ପଷ୍ଟ ଚିତ୍ର। ଗତକାଲି ଶିବସେନା ଆରଆରଏସ୍‌ ମୁଖ୍ୟ ମୋହନ…

ଡିସେମ୍ବରରେ ହେବ ଆଇପିଏଲ ଖେଳାଳି ନିଲାମ,…

ମୁମ୍ବାଇ: ଆସନ୍ତା ଡିସେମ୍ବର ୧୯ରେ ୨୦୨୦ ଆଇପିଏଲ ସଂସ୍କରଣ ପାଇଁ ଖେଳାଳି ନିଲାମ ପ୍ରକ୍ରିୟା ହେବ। ପ୍ରତିବର୍ଷ ବେଙ୍ଗାଲୁରୁରେ ନିଲାମ ପ୍ରକ୍ରିୟା ହେଉଥିବା ବେଳେ ଏଥର କୋଲକାତାରେ ଏହା ଅନୁଷ୍ଠିତ ହେବ। ଆଇପିଏଲ ଗଭର୍ଣ୍ଣିଂ କାଉନସିଲର ଜଣେ ସଦସ୍ୟ କହିଛନ୍ତି, “ପ୍ରଥମଥର ପାଇଁ ବେଙ୍ଗାଲୁରୁ ବଦଳରେ…

ମହାରାଷ୍ଟ୍ର: ଆରଏସ୍‌ଏସ୍‌ ମୁଖ୍ୟଙ୍କୁ…

ମୁମ୍ବାଇ: ଦିନକୁ ଦିନ ନୂଆ ମୋଡ଼ ନେଉଛି ମହାରାଷ୍ଟ୍ର ରାଜନୀତି। କେତେବେଳେ ବାକ୍‌ ଯୁଦ୍ଧ ରାଜନୀତି ତ ଆଉ କେତେବେଳେ ଭେଟା ଭେଟି ରାଜନୀତି। ନିର୍ବାଚନ ଫଳ ସାମ୍ନାକୁ ଆସିବାରେ ଇତିମଧ୍ୟରେ ୨ ସପ୍ତାହ ବିତିଯାଇଥିବାବେଳେ ପ୍ରତିଦିନ ନୂଆ ମୋଡ଼ ନେବାରେ ଲାଗିଛି ମହାରାଷ୍ଟ୍ର ରାଜନୀତି। ବିଜେପିର ସହଯୋଗୀ ଦଳ…

ବଳଦେବଜୀଉ ମନ୍ଦିର ଓ ବଡ଼ଦାଣ୍ଡର…

ଭୁବନେଶ୍ୱର: କଥା ଦେଇ କଥା ରଖିଲେ ମୁଖ୍ୟମନ୍ତ୍ରୀ। ସ୍ନାନ ପୂର୍ଣ୍ଣିମା ଦିନ କଥା ଦେଲେ ଅଂଳା ନବମୀ ଦିନ କଥା ରଖିଲେ ନବୀନ। କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିର ଓ ବଡ଼ଦାଣ୍ଡର ଉନ୍ନତିକରଣ ପାଇଁ ୮ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମଙ୍ଗଳବାର ଲୋକସେବା ଭବନର…

ରାଜ୍ୟରେ ୫’T’ ଚାଲିନି,…

ବ୍ରହ୍ମପୁର: ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଅପରପକ୍ଷେ ସ୍ମିତାରାଣୀଙ୍କ ମୃତ୍ୟୁକୁ ନେଇ ରାସ୍ତାକୁ ଓହ‌ଲାଇଛି ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା। ଆଜି ବିଜେପି ମହିଳା ମୋର୍ଚ୍ଚା ରାଜ୍ୟବ୍ୟାପୀ ସବୁ ଜିଲାର ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ…

ଆରସିଇପିରୁ ଓହରିଲା ଭାରତ, ମୋଦି କହିଲେ…

ନୂଆଦିଲ୍ଲୀ: ଭାରତ ରିଜିଅନାଲ କମ୍ପ୍ରେହେନ୍‌ସିଭ୍‌ ଇକୋନୋମିକ୍‌ ପାର୍ଟନରଶିପ୍‌ (ଆରସିଇପି)ରୁ ଓହରିଯାଇଛି। ଏହା ଦେଶର ମାର୍କେଟ୍‌କୁ ମୁକ୍ତ କରିବା ସହ ଟାରିଫ୍‌କୁ ମଧ୍ୟ ପ୍ରଭାବିତ କରିଥିଲା। ମିଳିଥିବା ସୂଚନା ଅନୁଯାୟୀ, ଏହି ଚୁକ୍ତି ଭାରତ ବିନା ହିଁ ଆଗେଇବ। ଆମେରିକା ଏବଂ ଚାଇନା ମଧ୍ୟରେ ବାଣିଜ୍ୟିକ…

ନୂଆଦିଲ୍ଲୀ: ପୁଲିସ୍‌ ମୁଖ୍ୟାଳୟରେ…

ନୂଆଦିଲ୍ଲୀ: ଥମିବାର ନାଁ ଧରୁନି ଦିଲ୍ଲୀ ପୁଲିସ୍‌ଙ୍କ ବିକ୍ଷୋଭ। ଦିଲ୍ଲୀ ପୁଲିସ୍‌ ମୁଖ୍ୟ ଅମୂଲ୍ୟ ପଟ୍ଟନାୟକଙ୍କ ଆଶ୍ୱାସନା ସତ୍ତ୍ୱେ ଥମିବାର ନାଁ ନେଉନି ବିକ୍ଷୋଭ। ଦିଲ୍ଲୀ ପୁଲିସ୍‌ ମୁଖ୍ୟାଳୟ ବାହାରେ ହଜାର ହଜାର ପୁଲିସ୍‌ ଆନ୍ଦୋଳନ ଜାରି ରଖିଛନ୍ତି। ମଙ୍ଗଳବାର ସକାଳଠାରୁ ସେମାନେ ଆନ୍ଦୋଳନ ଜାରି…

ଲୋକଜନଶକ୍ତି ପାର୍ଟିର ସଭାପତି ହେଲେ…

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଯୁବ ନେତାଙ୍କୁ ଗୁରୁତ୍ବ ଦେଉଛନ୍ତି ବିଭିନ୍ନ ରାଜନୈତିକ ଦଳ। ସେହିପରି ବିଜେପିର ସହଯୋଗୀ ଦଳ ଲୋକ ଜନଶକ୍ତି ପାର୍ଟିର ମଙ୍ଗ ମଧ୍ୟ ଧରିଛନ୍ତି ସାଂସଦ ଚିରାଗ ପାଶଓ୍ୱାନ୍। ଦଳର ପ୍ରତିଷ୍ଠାତା ତଥା ବିଦାୟୀ ସୁପ୍ରିମୋ ରାମବିଳାସ ପାଶଓ୍ୱାନ (୭୩) ଆଜି ଏହା ଘୋଷଣା କରିଛନ୍ତି।…