Odisha Link
Bridging the Missing Links in Odisha

ନିର୍ବାଚନ ସରିଲେ ସବୁ କହିବି : ଅଶ୍ୱିନୀ

ଭୁବନେଶ୍ବର: ଦୀର୍ଘଦିନ ପରେ ମୁହଁ ଖୋଲିଛନ୍ତି ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବ। ଅଶ୍ବିନୀଙ୍କ ବିରୋଧରେ କଂଗ୍ରେସ ଆଣିଥିବା ଖଣି ଦୁର୍ନୀତି ପ୍ରସଙ୍ଗକୁ ସଂପୂର୍ଣ୍ଣରୂପେ ଖଣ୍ଡନ କରବା ସହ ଭିତ୍ତିହୀନ ବୋଲି କହିଛନ୍ତି ପୂର୍ବତନ ଆଇଏଏସ ଅଫିସର ତଥା ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ…

ଧର୍ମେନ୍ଦ୍ରଙ୍କୁ ଜନ୍ମଦିନରେ ଶୁଭେଚ୍ଛା…

ଭୁବନେଶ୍ବର: ଆଜି ହେଉଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ। ସେ ଆଜି ୫୦ ବର୍ଷରେ ପଦାର୍ପଣ କରିଛନ୍ତି। ଧର୍ମେନ୍ଦ୍ର ୧୯୬୯ ମସିହା ଜୁନ ୨୬ ତାରିଖରେ ଅନୁଗୁଳ ଜିଲ୍ଲାର ତାଳଚେର ସହରରେ ଜନ୍ମ ଗ୍ରହଣ କରିଥିଲେ। ସେ ପୂର୍ବତନ ଦିବଙ୍ଗତ ବିଜେପି ନେତା ତଥା ପୂର୍ବତନ ସାଂସଦ ଦେବେନ୍ଦ୍ର…

ଟ୍ରିଟମେଣ୍ଟ ବଦଳରେ ଟିକ୍‌ଟକ, ଭାଇରାଲ…

ମାଲକାନିଗିିରି (ସୁରଜ ବେହେରା): ଟିକ୍‌ଟକ ମାୟାରେ ବାୟା। ପିଲା ଠାରୁ ବୁଢ଼ାଯାଏଁ ସମସ୍ତେ ଟିକଟକ ପାଇଁ ପାଗଳ। ଟିକଟକ ମାୟାରୁ ବର୍ତ୍ତି ପାରିଲେନି କାର୍ଯ୍ୟରତ ନର୍ସ। ଚିକିତ୍ସା ଛାଡ଼ି ଟିକଟକ୍ ଭିଡ଼ିଓ ସୁଟ କରିବାରେ ଲାଗିଲେ ମାଲକାନଗିରିର ନର୍ସ । ଟ୍ରିଟମେଣ୍ଟ ବଦଳରେ ଟିକଟକ ଭିଡିଓ। ସାରା ଦେଶରେ ଏବେ…

ଦୁବାଇରେ ଫସିଥିବା ଓଡ଼ିଆ ଯୁବକ ଭାରତ…

ନୂଆଦିଲ୍ଲୀ: ଦୁବାଇରେ ଫସି ରହିଥିବା ଯୁବକ ମାନେ ଗତକାଲି ଭାରତ ପ୍ରତ୍ୟାବର୍ତ୍ତନ କରିଥିଲେ। ଫେରିଥିବା ଓଡ଼ିଆ ଯୁବକମାନେ ଆଜି କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ବାସଭବନରେ ଭେଟିବା ସହିତ ଧନ୍ୟବାଦ ଅର୍ପଣ କରିଛନ୍ତି। ଏହି ଅବସରରେ କେନ୍ଦ୍ର ରାଷ୍ଟମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏବଂ…

ଧର୍ମେନ୍ଦ୍ର @୫୦

ଭୁବନେଶ୍ବର: ଆଜି ହେଉଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ। ସେ ଆଜି ୫୦ ବର୍ଷରେ ପଦାର୍ପଣ କରିଛନ୍ତି। ଧର୍ମେନ୍ଦ୍ର ୧୯୬୯ ମସିହା ଜୁନ ୨୬ ତାରିଖରେ ଅନୁଗୁଳ ଜିଲ୍ଲାର ତାଳଚେର ସହରରେ ଜନ୍ମ ଗ୍ରହଣ କରିଥିଲେ। ସେ ପୂର୍ବତନ ଦିବଙ୍ଗତ ବିଜେପି ନେତା ତଥା ପୂର୍ବତନ ସାଂସଦ ଦେବେନ୍ଦ୍ର…

୩୬ ବର୍ଷ ପୂର୍ବେ ଆଜିର ଦିନରେ ବିଶ୍ବ…

ନୂଆଦିଲ୍ଲୀ: ଆଜି ହେଉଛି ୨୦୧୯ ଜୁନ୍ ୨୫ ତାରିଖ। ଜୁନ୍‌ ୨୫ ପ୍ରତିଟି ଭାରତୀୟ ପାଇଁ ଚିର ସ୍ମରଣୀୟ। କାରଣ ଆଜକୁ ଠିକ୍ ୩୬ ବର୍ଷ ପୂର୍ବେ ଆଜିର ଦିନରେ ବିଶ୍ବ କ୍ରିକେଟରେ ବିଜର ଜଲବା ଦେଖାଇଥିଲା ଟିମ୍‌ ଇଣ୍ଡିଆ। ଅର୍ଥାତ୍ ୧୯୮୩ ଜୁନ୍ ମାସ ୨୫ ତାରିଖରେ ସେତେବଳର କ୍ରିକେଟ ଜଗତର ବାଦଶାହା…

ଏମର୍ଜେନସିକୁ ନେଇ ଟୁଇଟର ଓ୍ବାର

ନୂଆଦିଲ୍ଲୀ: ଆଜକୁ ୪୪ ବର୍ଷ ତଳେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଥିଲା। ଏହାକୁ ନେଇ ଜାତୀୟ ରାଜନୀତିରେ ତର୍କ ବିତର୍କ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜରୁରୀକାଳୀନ ପରିସ୍ଥିତିକୁ ଦେଶର ଲୋକତନ୍ତ୍ରର ଏକ କଳା ଅଧ୍ୟାୟ ବୋଲି କହିଛନ୍ତି। ୧୯୭୫ ମସିହା ଜୁନ ୨୫ରେ ପୂର୍ବତନ…

୪୪ ବର୍ଷ ତଳେ ଆଜି ତାରିଖରେ ହୋଇଥିଲା…

ନୂଆଦିଲ୍ଲୀ: ଆଜକୁ ପ୍ରାୟ ୪୪ ବର୍ଷ ତଳେ ବିଶ୍ବର ସବୁଠାରୁ ବଡ଼ ଗଣତାନ୍ତ୍ରିକ ଦେଶ ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଥିଲା। ଏହି ସମୟରେ ଦେଶର ସାଧାରଣ ଲୋକଙ୍କ ସମ୍ବିଧାନିକ ଅଧିକାର କ୍ଷୂର୍ଣ୍ଣ କରାଯାଇଥିଲା। ୧୯୭୫ ମସିହାରେ କଂଗ୍ରେସର ବରିଷ୍ଠ ନେତା ତଥା ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା…

ବିଧାନସଭାରେ ଶୋକପାଳନ ବେଳେ ଶୋଇପଡ଼ିଲେ…

ଭୁବନେଶ୍ବର: ଆଜି ଷୋଡ଼ଶ ବିଧାନସଭା ଆରମ୍ଭ ହୋଇଛି। ଦିବଙ୍ଗତ ପୂର୍ବତନ ସାଂସଦ, ବିଧାୟକ ଓ ଶହୀଦ ଯବାନଙ୍କ ଉଦ୍ଦେଶ୍ୟରେ ବିଧାନସଭା ଗୃହରେ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ସମୟରେ ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ ଶୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନର ଆରମ୍ଭ…

ଲୋକସଭାରେ ଶପଥ ନେଲେ ନୁସରତ ଜାହାନ ଓ…

ନୂଆଦିଲ୍ଲୀ: ଆଜି ଲୋକସଭାରେ ଟିଏମ୍‌ସି ନେତା ତଥା ବେଙ୍ଗଲ ଅଭିନେତ୍ରୀ ନୁସରତ ଜାହାନ ଓ ମିମି ଚକ୍ରବର୍ତ୍ତୀ ସାଂସଦ ଭାବେ ଶପଥ ନେଇଛନ୍ତି। ଲୋକସଭାରେ ୧୭ରୁ ୧୯ ତାରିଖ ଯାଏ ନବନିର୍ବାଚିତ ସାଂସଦମାନେ ଶପଥ ନେଇଥିଲେ। ହେଲେ ଟିଏମସି ଟିକେଟରୁ ପ୍ରଥମଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିବା ନୁସରତ ଓ ମିମି…