Odisha Link
Bridging the Missing Links in Odisha

ପିଏନ୍‌ବି ଦୁର୍ନୀତିର ମାଷ୍ଟରମାଇଣ୍ଡ…

ନୂଆଦିଲ୍ଲୀ: ଦିନକୁ ଦିନ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଋଣ ଦୁର୍ନୀତିର ମାଷ୍ଟରମାଇଣ୍ଡ ମେହୁଲ ଚୋକସିଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଭାରତରୁ ଫେରାର ହେବା ପରେ ଚୋକସିଙ୍କ ଆଣ୍ଟିଗୁଆରେ ଆତ୍ମଗୋପନ କରିଥିଲେ। ଏପରି କି ତାଙ୍କୁ ସେଠାରେ ଆଣ୍ଟିଗୁଆ ନାଗରିକତ୍ୱ ମଧ୍ୟ ମିଳିଥିଲା। କିନ୍ତୁ ଏବେ ଖବର ଆସିଛି ଯେ,…

ଦବଙ୍ଗ ବିଧାୟକଙ୍କ ଠିକଣା ୪ ନମ୍ବର ସେଲ୍

ବଲାଙ୍ଗୀର: ଏବେ ଜେଲ୍‌ରେ ପାଟଣାଗଡ଼ ଦବଙ୍ଗ ବିଧାୟକ ସରୋଜ ମେହେର। ଆଜିଠୁ ଷୋଡ଼ଶ ବିଧାନସଭା ଆରମ୍ଭ ହେଉଛି। କିନ୍ତୁ ତାଙ୍କର ଠିକଣା ବିଧାନସଭା ଗୃହ ନୁହେଁ ବରଂ ୪ ନମ୍ବର ସେଲ। ସରୋଜ ବର୍ତ୍ତମାନ ପାଟଣାଗଡ଼ ଉପକାରାଗାରର ୪ ନମ୍ବର ସେଲ୍‌ରେ ଅଛନ୍ତି। ଗତକାଲି ଜେଲ୍‌ରେ ରାତି କାଟିଛନ୍ତି ବିଧାୟକ। ଆଜି ବିଧାୟକ…

କ୍ରିକେଟରେ ଆଉ ଜଣେ ଧୋନୀ….

ଲଣ୍ଡନ: କ୍ରିକେଟ ମହାକୁମ୍ଭ ୨୦୧୯ର ଆଜି ୩୨ ତମ ମ୍ୟାଚ ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ ମଧ୍ୟରେ ଖେଳାଯିବ। କିନ୍ତୁ ମ୍ୟାଚ ଆରମ୍ଭରୁ ଚର୍ଚ୍ଚାରେ ଇଂଲଣ୍ଡ ଓ୍ବିକେଟକିପର ବ୍ୟାଟସମ୍ୟାନ୍‌ ଜୋସ୍‌ ବଟଲର। ତାଙ୍କୁ ବିଶ୍ବ କ୍ରିକେଟର ନୂଆ ମହେନ୍ଦ୍ର ସିଂ ଧୋନୀ ବୋଲି ଆଖ୍ୟା ଦେଇଛନ୍ତି ଅଷ୍ଟ୍ରେଳିଆ କୋଚ୍‌ ଜଷ୍ଟିନ…

ଷୋଡ଼ଶ ବିଧାନସଭା: ରାଜ୍ୟ ସରକାରଙ୍କୁ…

ଭୁବନେଶ୍ବର: ଆଜିଠୁ ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଯାଇଛି। ଏହି ବଜେଟ୍ ଅଧିବେଶନ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ପର୍ଯ୍ୟାୟ ଜୁନ୍ ୨୫ରୁ ଜୁଲାଇ ୨ ତାରିଖ ଏବଂ ଦ୍ବିତୀୟ ପ୍ରର୍ଯ୍ୟାୟ ଜୁଲାଇ ୧୨ ତାରିଖରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିବେଶନ ଆରମ୍ଭ ପୂର୍ବରୁ ରାଜ୍ୟପାଳ…

ବିଜେପି ବିଧାୟକ ଦଳ ନେତା ହେଲେ ପ୍ରଦୀପ୍ତ…

ଭୁବନେଶ୍ୱର: ଗତ କାଲି ରାଜ୍ୟ କାର୍ଯ୍ୟାଳୟରେ ନବନିର୍ବାଚିତ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସୁଶ୍ରୀ ସରୋଜ ପାଣ୍ଡେଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ବିଜେପିର ସମସ୍ତ ବିଧାୟକମାନେ ଉପସ୍ଥିତ ଥିଲେ । ବୈଠକରେ ହୋଇଥିବା ନିଷ୍ପତି ଅନୁସାରେ…

ରାଜ୍ୟସଭା କାର୍ଯ୍ୟକାଳ: ସସ୍ମିତ ୩ ବର୍ଷ,…

ଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ବିଜେଡ଼ିର ୨ ପାର୍ଥୀ ଏବଂ ବିଜେପିର ଜଣେ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଜେଡ଼ି ସୁପ୍ରିମୋ ନବୀନଙ୍କ ଉପସ୍ଥିତିରେ ବିଜେଡ଼ି ପ୍ରାର୍ଥୀ ଅମର ପଟ୍ଟନାୟକ ଏବଂ ସସ୍ମିତ ପାତ୍ର ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏପଟେ ବିଜେପି ପ୍ରାର୍ଥୀ ଅଶ୍ବିନୀ…

ଅଭିନନ୍ଦନଙ୍କ ନିଶକୁ ରାଷ୍ଟ୍ରୀୟ…

ନୂଆଦିଲ୍ଲୀ: ବାୟୁସେନା ଓ୍ବିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ପୁଣି ଚର୍ଚ୍ଚାରେ। ପୂର୍ବରୁ ଅଭିନନ୍ଦନ ତାଙ୍କ ବୀରତ୍ବ ଓ ନିଜ ନିଶକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଥିଲେ। ଆଜି ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଚର୍ଚ୍ଚା ହେଉଥିବା ସମୟରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଏକ ଭିନ୍ନ ଦାବି…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ସହାୟତା ରାଶି ପ୍ରଦନା କରିଛି ସାପୋରଜି ପାଲୋଞ୍ଜି ଗ୍ରୁପ୍। ଫନି ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଉଥିବା ରିଲିଫ୍‌ ଓ ପୁନରଦ୍ଧାର କାର୍ଯ୍ୟରେ ସହାୟତା କରିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୫୧ ଲକ୍ଷ…

ମାଟ୍ରିକ ଫଳ ପ୍ରକାଶକୁ ପୁରିଲା ମାସେ,…

କଟକ: ସରକାରୀ ସ୍କୁଲରେ କିଭଳି ଅଧିକରୁ ଅଧିକ ଛାତ୍ରଛାତ୍ରୀ ପଢ଼ିବେ ସେ ନେଇ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ଏଥିପାଇଁ ଶିକ୍ଷାବିଭାଗ ତତ୍ପରତାର ସହ କାମ କରୁଛି। କିନ୍ତୁ ବିଡ଼ମ୍ବନାର କଥା ଇତି ମଧ୍ୟରେ ମାଟ୍ରିକ୍‌ ରେଜଲ୍ଟ ପ୍ରକାଶକୁ ମାସେ ପୂରିଲାଣି। କିନ୍ତୁ ଏଯାଏଁ ଛାତ୍ରଛାତ୍ରୀଙ୍କ…

ପିଇସୀ-ପୁତୁରାଙ୍କ ବ୍ରେକଅପ୍

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଆଉ ଏକାଠି ଦେଖିବାକୁ ମିଳିବନି ହାତୀ-ସାଇକେଲ। କାରଣ ବହୁଜନ ସମାଜ ପାର୍ଟି (ବିଏସପି)-ସମାଜବାଦୀ ପାର୍ଟି(ସପା)ମେଣ୍ଟରେ ପୂର୍ଣ୍ଣଛେଦ ପକାଇଛନ୍ତି ବିଏସପି ସୁପ୍ରିମୋ ମାୟାବତୀ। ଏନେଇ ଟ୍ୱିଟ ଜରିଆରେ ମାୟାବତୀ କହିଛନ୍ତି ଯେ, ଦଳର ହିତ ପାଇଁ ଆଗକୁ ଆସୁଥିବା ସମସ୍ତ ଛୋଟ ବଡ…