Odisha Link
Bridging the Missing Links in Odisha

କୁମ୍ଭମେଳା ଫେରନ୍ତାଙ୍କ ପାଇଁ…

ଭୁବନେଶ୍ବର: ଉତ୍ତରାଖଣ୍ଡ ସରକାରଙ୍କ ନିକଟରେ ପଞ୍ଜିକୃତ ବ୍ୟକ୍ତିଙ୍କ ନାମ ସେୟାର କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ମ୍ୟୁନସିପାଲଟି କମିଶନରଙ୍କୁ ଏହି ପଞ୍ଜିକୃତ ବ୍ୟକ୍ତିମାନଙ୍କ ତାଲିକା ପ୍ରଦାନ କରିଛନ୍ତି। ଏବଂ ତାଲିକାରେ ନାମ ଥିବା ବ୍ୟକ୍ତିଙ୍କ ସହ ଯୋଗାଯୋଗ…

ଆଜି ରାଜ୍ୟକୁ ଆସୁଛି ୨ ଲକ୍ଷ କରୋନା ଟିକା

ଭୁବନେଶ୍ବର: ପୁଣି ରାଜ୍ୟରେ ଦୃତ ଗତିରେ ବଢ଼ିଚାଲିଛି କରୋନା ସଂକ୍ରମଣ। କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି। ତାହା ହେଲା ଆଜି ଓଡ଼ିଶାକୁ ଆସିବ ପୁଣି ୨ ଲକ୍ଷ ଟିକା।…

ସ୍ଥଗିତ ରହିଲା ଜେଇଇ ମେନ୍‌ ପରୀକ୍ଷା

ନୂଆଦିଲ୍ଲୀ: ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ଥଗିତ ରହିଲା ଜେଇଇ ମେନ୍‌ ପରୀକ୍ଷା। ଆସନ୍ତା ଏପ୍ରିଲରେ ହେବାକୁ ଥିବା ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇଇ ମେନ୍ ସ୍ଥଗିତ ରଖା ଯାଇଛି। ଚଳିତ ମାସ ୨୭ ଓ ୨୮ ଏବଂ ୩୦ ତାରିଖରେ ହେବାକୁ ଥିଲା ପରୀକ୍ଷା।  ପୂର୍ବରୁ ଫେବ୍ରୁଆରୀ ଓ ମାର୍ଚ୍ଚ ସେସନ…

ବିଶୋଧନ ହେଲା ପୁରୀ ଶ୍ରୀମନ୍ଦିର

ପୁରୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ଶ୍ରୀମନ୍ଦିରର ଭିତର ଓ ବାହାର ପରିସରକୁ ବିଶୋଧନ କରାଯାଉଛି। ଶ୍ରୀମନ୍ଦିରର ଚାରିଦ୍ୱାର, ଜୋତା ଷ୍ଟାଣ୍ଡ, କିଓସ୍କ, ବ୍ୟାରିକେଡ ଓ ଅନ୍ୟ ସବୁ ସ୍ଥାନକୁ ବିଶୋଧନ କରାଯାଉଛି । ଆସନ୍ତା ୨୪ ତାରିଖରୁ ଶନିବାର ଓ ରବିବାର ଉଭୟ ଦିନ ଶ୍ରୀମନ୍ଦିରର ଦର୍ଶନ ବନ୍ଦ…

ଶେ‌ଷ ହେଲା କୁମ୍ଭମେଳା, ଜୁନା ଆଖଡ଼ା…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିବେଦନ ଅନୁସାରେ ଆଜି ଶ୍ରୀପଞ୍ଚଦଶନାମ ଜୁନା ଆଖଡ଼ା ମହାକୁମ୍ଭର ବିସର୍ଜନ ଘୋଷଣା କରିଛି। ଆଖଡ଼ା ପଦାଧିକାରୀ ଓ ସନ୍ଥଙ୍କ ଜରୁରି ବୈଠକରେ ଦେଶରେ ବଢ଼ିବଢ଼ି ଚାଲିଥିବା କରୋନା ଭାଇରସ ସଂକ୍ରମଣ ପରୀପ୍ରେକ୍ଷୀରେ ମହାକୁମ୍ଭକୁ ବିସର୍ଜନ ଘୋଷଣା କରାଯାଇଛି।…

ପିପିଲି ଉପନିର୍ବାଚନ ପାଇଁ ଘୋଷଣା ହେଲା…

ଭୁବନେଶ୍ବର: ପିପିଲି ଉପ ନିର୍ବାଚନ ନେଇ ଘୋଷଣା ହେଲା ସାନି ତାରିଖ। ଆସନ୍ତା ମେ ୧୩ ତାରିଖରେ ପଡିବ ପିପିଲି ଉପ ନିର୍ବାଚନ ଭୋଟ୍। ଏଥିସହ ମେ ୧୩ ତାରିଖରେ ଭୋଟ୍ ପଡିବା ପରେ ଆସନ୍ତା ୧୬ ତାରିଖରେ ଭୋଟ୍ ଗଣତି କରାଯାଇ ରେଜଲ୍ଟ ଘୋଷଣା ହେବ ବୋଲି ସିଇଓ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି। ପିପିଲି…

ନାଇଟ କର୍ଫ୍ୟୁ ପାଇଁ ବଦଳିଲା ମୋ ବସ୍ ସମୟ

ଭୁବନେଶ୍ୱର: ରାଜ୍ୟରେ ପୁଣି ଦୃତ ଗତିରେ ବଢ଼ି ଚାଲିଛି କରୋନା ସଂକ୍ରମଣ। ଏନେଇ ରାଜ୍ୟରେ କଟକଣା ଲାଗୁ ସହ ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି ସରକାର। ଏହାରି ମଧ୍ୟରେ ଟ୍ୱିନ ସିଟିରେ ନାଇଟ କର୍ଫ୍ୟୁ ଯୋଗୁଁ ମୋ ବସ୍ ଯାତାୟତରେ କଟକଣା ଲାଗୁ ହୋଇଛି। କଟକଣା ମୁତାବକ, କାଲିଠାରୁ ସକାଳ ୭ଟାରୁ ଯାତ୍ରା ଆରମ୍ଭ…

ବ୍ୟାରେଜ୍‌ ନିର୍ମାଣ ନେଇ ନବୀନଙ୍କୁ ଚିଠି…

ଭୁବନେଶ୍ୱର: ବ୍ୟାରେଜ୍‌ ନିର୍ମାଣ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଆନ୍ଧ୍ରପଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ। ବଂଶଧରା ନଦୀ ଉପରେ ନେରୋଡି ବ୍ୟାରଜ୍ ନିର୍ମାଣ ପାଇଁ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ। ବ୍ୟାରେଜ୍ ନିର୍ମାଣ ହେଲେ ଗଜପତି ଜିଲ୍ଲାର ଲୋକମାନେ…

କରୋନା: ଭୁବନେଶ୍ବରରୁ ଚିହ୍ନଟ ହେଲେ ୪୫୧…

ଭୁବନେଶ୍ବର: ରାଜ୍ୟରେ ପୁଣି ଦିନକୁ ଦିନ ବଢ଼ୁଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରରୁ ୪୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ୯୧ ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୩୬୦ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୭ ଜଣ…

ରାତି ୮ରେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା

ନୂଆଦିଲ୍ଲୀ: ଦେଶରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନେଇ ଆଜି ରାତି ୮ଟାରେ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ମୋଦି। ଦେଶରେ କରୋନା ସ୍ଥିତି ଓ ଟୀକାକରଣ କିଭଳି ଚାଲିଛି ଆଗକୁ କେମିତି ହେବ, ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବେ ମୋଦି। ବିଭିନ୍ନ ବିଭାଗର ମନ୍ତ୍ରୀ ଓ ବରିଷ୍ଠ…