ଓଡିଶାର ମାଁ ଓ ଭଉଣୀ ମାଗୁଛନ୍ତି ସମ୍ମାନ…
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନିଜର ୨୧ ବର୍ଷ ଶାସନକାଳ ସମୟରେ କେତେ ମହିଳାଙ୍କ କୋଳ ଖାଲି କରିଛନ୍ତି ?କେତେ ସଂଖ୍ୟାରେ ନାବାଳିକାଙ୍କ ବଳାତ୍କାର ଏବଂ ହତ୍ୟା ହୋଇଛି ?
ଦାଦନ ଖଟିବାକୁ କେତେ ଲକ୍ଷ ଓଡିଆ ପୁଅ ବାହାରକୁ ଯାଇଛନ୍ତି ଓ ଏହି କାରଣରୁ କେତେ ମାଁଙ୍କ ଆଖିରୁ ଲୁହ ଝରୁଛି ? ସ୍ୱୟଂ ସହାୟକ ଗୋଷ୍ଠୀ…