Odisha Link
Bridging the Missing Links in Odisha

ସୁନା ଦୋକାନରେ ଗୁଳିମାଡ଼,୨ ଗୁରୁତର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଗୁଳିମାଡ଼ରେ ୨ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତରଙ୍କୁ ବଡ଼ଗାଁ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପ୍ରକାଶ ଯେ, ବଡ଼ଗାଁ ବସଷ୍ଟାଣ୍ଡ ନିକଟରେ ଥିବା ମଙ୍ଗଳା ଜୁଏଲାରୀ ମାଲିକଙ୍କୁ ଗୁଳିମାଡ଼ କହୋଇଛି ।…

ଓପିଏସସିର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ୱ…

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)ର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ବରିଷ୍ଠ ଆଇପିଏସ ସତ୍ୟଜିତ ମହାନ୍ତି । ଗତକାଲି ଶ୍ରୀ ମହାନ୍ତି ଅଗ୍ନିଶମ ଡିଜି ପଦବୀରୁ ଅବସର ନେଇଥିଲେ । ସେ ଓପିଏସସି ଅଧ୍ୟକ୍ଷ ଦାୟିତ୍ୱରେ ଅଢ଼େଇ ବର୍ଷ କାର୍ଯ୍ୟ କରିବେ । ୧୯୮୮ ବ୍ୟାଚର ଆଇପିଏସ ସତ୍ୟଜିତ ପୂର୍ବରୁ…

ରାଜ୍ୟରେ କରୋନା: ୮୬ କରୋନା ପଜିଟିଭ୍…

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୭୨୭୭ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୦ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୩୬ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।…

କୋଭିଡ୍ ଟିକା ନେଲେ ମୁଖ୍ୟମନ୍ତ୍ରୀ ନବୀନ…

ଭୁବନେଶ୍ବର: ଆଜି କୋଭିଡ୍‌ ପ୍ରତିଷେଧକ ଟିକା “କୋଭାକ୍ସିନ୍” ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ନବୀନ ଟିକାର ପ୍ରଥମ ଡୋଜ୍ ନେଇଛନ୍ତି। ପରେ ସେ ଦ୍ବିତୀୟ ଡୋଜ୍ ନେବେ ବୋଲି ଜଣାପଡିଛି। ବିଧାନସଭା ପରିସରରେ ଥିବା ଚିକିତ୍ସାଳୟରେ ମୁଖ୍ୟମନ୍ତ୍ରୀ ଟିକା ନେଇଥିବା ଜଣାପଡିଛି। ତେବେ ମାର୍ଚ୍ଚ…

ଭିସୁଟ୍‌ର ଅଫ୍‌ ଲାଇନ ପରୀକ୍ଷା ସ୍ଥଗିତ

ବୁର୍ଲା: କରୋନା ସଂକ୍ରମଣ କାରଣରୁ ବୁର୍ଲା ଭିସୁଟ୍‌ରେ ହେବାକୁ ଥିବା ଅଫଲାଇନ୍ ପରୀକ୍ଷାକୁ ସ୍ଥଗିତ କରାଯାଇଛି । ଏନେଇ ନୋଟିସ ଜାରି କରିଛନ୍ତି ଭିସୁଟ୍ କୁଳପତି। ଅଚାନକ୍ ସଂକ୍ରମଣ ବୃଦ୍ଧି ପରେ, ବିଶ୍ୱବିଦ୍ୟାଳୟକୁ ଅନ୍ୟାଦେଶ ପର୍ଯ୍ୟନ୍ତ ବନ୍ଦ କରାଯିବା ସହିତ ଭିସୁଟ୍ ଅଞ୍ଚଳକୁ ସଟଡାଉନ ଘୋଷଣା…

ଆମ୍ବୁଲାନ୍ସରୁ ଡେଇଁଲେ ରୋଗୀର ମା’

ଭଦ୍ରକ: ଗୁରୁତର ରୋଗୀକୁ ଭଦ୍ରକରୁ କଟକ ନେଇ ଯାଉଥିଲା ଆମ୍ବୁଲାନ୍ସ। ହଠାତ୍ ଆମ୍ବୁଲାନ୍ସରୁ ଡେଇଁ ପଡ଼ିଲେ ରୋଗୀର ମା’। ଏହା ଦେଖି ସ୍ଥାନୀୟ ଲୋକମାନେ ଆମ୍ବୁଲାନ୍ସର ୩ କର୍ମଚାରୀଙ୍କୁ ଅଟକ ରଖି ପୁଲିସ୍‌ ଜିମା ଦେଇଥିଲେ। ଏହି ଘଟଣାଟି ଗତକାଲି ବିଳମ୍ବିତ ରାତିରେ ଭଦ୍ରକରେ ଘଟିଛି। ପ୍ରକାଶ ଯେ, ଭଦ୍ରକ…

ଶ୍ରୀମନ୍ଦିର ବିକାଶ ପାଇଁ ୧ ଲକ୍ଷ ଟଙ୍କା…

ପୁରୀ: ଶ୍ରୀମନ୍ଦିରର ବିକାଶ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଶ୍ରୀମନ୍ଦିର ପ୍ରଶାସନକୁ ବ୍ୟକ୍ତିଗତ ଭାବରେ ନିଜ ଦରମାରୁ ୧ ଲକ୍ଷ ଟଙ୍କା ସହଯୋଗ ରାଶି ପ୍ରଦାନ କରିଛନ୍ତି । ଏହି ଅବସରରେ ସମଗ୍ର ହିନ୍ଦୁ ସମାଜ ବିଶେଷ ଭାବରେ ଓଡିଶାବାସୀଙ୍କୁ ପୁରୀ ତଥା ଶ୍ରୀମନ୍ଦିର ବିକାଶ ପାଇଁ…

ଆଜିଠୁ ସକାଳୁଆ ସ୍କୁଲ, ଦିନ ୧ଟା ଯାଏଁ…

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଲା ସକାଳୁଆ ସ୍କୁଲ। ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ ଆରମ୍ଭ କରାଯାଇଛି। ପାଠପଢ଼ା ସକାଳ ୭ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ। ନବମ, ଏକାଦଶ ୭ଟାରୁ ୯ଟା ପର୍ଯ୍ୟନ୍ତ ଓ ଦଶମ, ଦ୍ୱାଦଶ ୯ଟାରୁ ୧ଟା ପର୍ଯ୍ୟନ୍ତ କ୍ଲାସ ଚାଲିବ ବୋଲି କୁହାଯାଇଛି।…

କନ୍ୟା ଅନ୍ମୋଲ ହୈ ପକ୍ଷରୁ ୪…

ଭୁବନେଶ୍ୱର: ଅଗ୍ରଣୀ ସାମାଜିକ ସଙ୍ଗଠନ କନ୍ୟା ଅନ୍ମୋଲ ହୈ (କେଏଏଚ୍ ) ପକ୍ଷରୁ ରବିବାର ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ୪ ପ୍ରତିଭାଧାରୀଙ୍କୁ ତୃତୀୟ ଚରଣ ସ୍ପର୍ଶ ପୁରସ୍କାର ପ୍ରଦାନ କରାଯାଇଛି। ଓଡିଆ ଚଳଚିତ୍ର ଜଗତର ସୁନାମଧନ୍ୟ କଳାକାର ଇଶା ବେବର୍ତା, ପ୍ରଖ୍ୟାତ ଲେଖିକା ଡଃ. ମନୋରମା ବିଶ୍ୱାଳ…

ସଡ଼କ ଦୁର୍ଘଟଣାରେ ଛାତ୍ର ମୃତ

ନନ୍ଦପୁର: ସଡ଼କ ଦୁର୍ଘଟଣାରେ ଜଣେ ଛାତ୍ର ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଛାତ୍ର ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ଛାତ୍ରଙ୍କୁ କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପ୍ରକାଶ ଯେ, ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ହାଟପଦାରେ…