Odisha Link
Bridging the Missing Links in Odisha

ଯୋଗୀଙ୍କ ସଭା ପରେ ଗଙ୍ଗା ଜଳ ଛିଞ୍ଚି…

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଙ୍ଗଳବାର ସମ୍ଭଳର କୈଲାଦେବୀରେ ଜନସଭା କରିଥିଲେ। ଜନସଭା ପରେ ଉକ୍ତ ସ୍ଥାନରେ ଗଙ୍ଗା ଜଳ ଛିଞ୍ଚି ଶୁଦ୍ଧ କରିଥିଲେ ସମାଜବାଦୀ ପାର୍ଟି ନେତା ଭାବେଶ ଯାଦବ। ଏହି ମାମଲାରେ ପୋଲିସ ୧୦ ଜଣଙ୍କ ବିରୋଧରେ ଆଇପିସି ଧାରା ୧୫୩ଏ, ୨୫୩ଏ ଓ ୫୦୫ ଆଧାରରେ…

ପେଗାସସ୍‌ ମାମଲାର ତଦନ୍ତ ପାଇଁ କମିଟି…

ନୂଆଦିଲ୍ଲୀ: ପେଗାସସ୍‌ ମାମଲାର ତଦନ୍ତ ପାଇଁ କମିଟି ଗଠନ କରିବେ ସୁପ୍ରିମକୋର୍ଟ। ଦେଶର ବିଶିଷ୍ଟ ବ୍ୟକ୍ତିଙ୍କ ଉପରେ ପେଗାସସ୍‌ ସ୍ପାଇୱେୟାର ଦ୍ୱାରା ଗୁଇନ୍ଦାଗିରି କରାଯାଉଥିବା ଅଭିଯୋଗର ତଦନ୍ତ ପାଇଁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଏହାର ତଦନ୍ତ ପାଇଁ ଗୋଟିଏ ବିଶେଷଜ୍ଞ କମିଟି ଗଠନ କରାଯିବ ବୋଲି ଆଜି…

ସ୍ତ୍ରୀ ଗାଧୋଉ ନଥିବାରୁ ଛାଡ଼ପତ୍ର ମାଗିଲେ…

ଅଲିଗଡ଼: ସ୍ତ୍ରୀ ଗାଧୋଉନ ଥିବାରୁ ଛାଡ଼ପତ୍ର ମାଗିଲେ ସ୍ବାମୀ। ଜଣେ ମୁସଲିମ୍ ଯୁବକ ନିଜ ସ୍ତ୍ରୀକୁ ଛାଡ଼ପତ୍ର ଦେବା ପାଇଁ ମହିଳା ସୁରକ୍ଷା ସେଲ୍ ପାଖରେ ଏପରି କିଛି କାରଣ ରଖିଛନ୍ତି। ଏହା ଶୁଣି ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ। ଏଭଳି ଖବର ସାମନାକୁ ଆସିଛି ଅଲୀଗଡ଼ରରୁ। ଏଠାରେ ରହୁଥିବା ଜଣେ ଯୁବକ…

ମୋଟୁ ଥାନା ଆଇଆଇସି ଗିରଫ

ଭୁବନେଶ୍ୱର: ମାଲକାନଗିରି ମୋଟୁ ଥାନା ଆଇଆଇସି ସୁଶାନ୍ତ ସାହୁଙ୍କୁ ଗିରଫ।  ତାଙ୍କୁ ଗିରଫ କରାଯାଇଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ନିଜ ଟୁଇଟର ହ୍ୟାଣ୍ଡଲ ଜରିଆରେ ଭିଜିଲାନ୍ସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗତକାଲି ସୁଶାନ୍ତଙ୍କ ଠାରୁ ୨ ଲକ୍ଷ ୮୦ଳହଜାର ଟଙ୍କା ମିଳିଥିଲା। ମୋଟୁରୁ…

ଟ୍ରିପଲ୍‌ ମର୍ଡର ମାମଲାରେ ସ୍ୱାମୀର…

ଝାରସୁଗୁଡ଼ା: ଝାରସୁଗୁଡ଼ା ବ୍ରଜରାଜନଗର ଟ୍ରିପଲ୍‌ ମର୍ଡର ଘଟଣାରେ ନୂଆ ଟ୍ୱିଷ୍ଟ। ଆଜି ଏକ କୂଅରୁ ମିଳିଲା ନିଖୋଜ ସ୍ୱାମୀଙ୍କ ମୃତଦେହ। ତେବେ ମୃତକଙ୍କ ନାମ ନାରାୟଣ ପୋଦାର ବୋଲି ଜଣାପଡିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରିଛି। ବୁଧବାର ଦିନ ସକାଳ ସମୟରେ ବ୍ରଜରାଜନଗରର ଏକ ଘର ଭିତରୁ…

ବୋହୂକୁ ନିର୍ଯାତନା: କୁକୁଡା ରକ୍ତ…

ମୁମ୍ବାଇ: ବୋହୂକୁ ଶ୍ୱଶୁର ଘର ଲୋକଙ୍କର ଅକଥନୀୟ ନିର୍ଯାତନା। ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଉଥିବା ଅଭିଯୋଗ। ବୋହୂକୁ ଯୌନ ଶୋଷଣ କରିବା ସହ କୁକୁଡା ରକ୍ତ ପିଇବାକୁ କରୁଥିଲା ବାଧ୍ୟ। କେବଳ ଶ୍ୱଶୁର ନୁହେଁ ଏଥିରେ ଶାଶୁ ଏବଂ ସ୍ୱାମୀ ମଧ୍ୟ ସାମିଲ। ଏଭଳି ଅଭିଯୋଗ ଆସିଛି ମହାରାଷ୍ଟ୍ରର ମୁମ୍ବାଇରୁ…

ବାୟୁ ପ୍ରଦୂଷଣ ନେଇ ଗାଇଡଲାଇନ ଜାରି କଲା…

ଜେନେଭା: ବାୟୁ ପ୍ରଦୂଷଣ ନେଇ ଗାଇଡଲାଇନ ଜାରି କଲା ହୁ’। ଦୀର୍ଘ ୧୫ ବର୍ଷରେ ପରେ ବାୟୁର ଗୁଣବତ୍ତାକୁ ନେଇ ପ୍ରଥମଥର ପାଇଁ ଗାଇଡାଲଇନ ଜାରି କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ’)। ଶେଷଥର ପାଇଁ ୨୦୦୫ରେ ହୁ’ ପକ୍ଷରୁ ବାୟୁର ଗୁଣବତ୍ତାକୁ ନେଇ ଗାଇଡଲାଇନ ଜାରି କରାଯାଇଥିଲା। ବାୟୁ ପ୍ରଦୂଷଣ ଯୋଗୁ ବର୍ଷକ…

ଏଣିକି ରୋଗୀଙ୍କୁ ଔଷଧ ଦେଇପାରିବେ…

ଭୁବନେଶ୍ୱର: ଏଣିକି ରାଜ୍ୟର ବିଭିନ୍ନ ମେଡ଼ିକାଲରେ ନିଯୁକ୍ତ ଫାର୍ମାସିଷ୍ଟ ରୋଗୀ ମାନଙ୍କୁ ଔଷଧ ଦେଇପାରିବେ। ଡାକ୍ତରଙ୍କ ଅନୁପସ୍ଥିତିରେ ସାମାନ୍ୟ ରୋଗ ପାଇଁ ସଂପୃକ୍ତ ଫାର୍ମାସିଷ୍ଟ ମାନେ ଔଷଧ ଦେଇପାରିବେ ବୋଲି ରାଜ୍ୟ ସରକାର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଡାକ୍ତର…

୭୫ ବର୍ଷର ଗଛକୁ ମିଳିବ ପେନସନ୍

ନୂଆଦିଲ୍ଲୀ: ଗଛକୁ ମିଳିବ ପେନସନ। ୭୫ ବର୍ଷର ଉଦ୍ଧ୍ୱର୍ ବୟସର ଗଛକୁ ସରକାର ଦେବେ ପେନସନ। ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଏଭଳି ଘୋଷଣା ଏବେ ଚର୍ଚ୍ଚା ସୃଷ୍ଟି କରିଛି। ଏଥିପାଇଁ ସେ ଏକ ଯୋଜନା କରିଛନ୍ତି। ଯୋଜନାର ନାମ ରହିଛି ପ୍ରାଣବାୟୂ ଦେବତା ପେନସନ ଯୋଜନା। ଯେଉଁ ଯୋଜନାରେ ୭୫…

+୨ରେ ବିଜ୍ଞାନ ଓ ବାଣିଜ୍ୟରେ ନାମଲେଖା…

ଭୁବନେଶ୍ବର: +୨ରେ ବିଜ୍ଞାନ ଓ ବାଣିଜ୍ୟରେ ନାମଲେଖା ପାଇଁ ବଦଳିଲା ନିୟମ। ଦଶମ ଶ୍ରେଣୀରେ ଗଣିତ ବିଷୟରେ ଶିକ୍ଷା‌ ଗ୍ରହଣ କରି ନ ଥିଲେ +୨ରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ପାଠ ପଢ଼ିପାରିବେ। ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ସମସ୍ତ ବୋର୍ଡର ଛାତ୍ରଛାତ୍ରୀଙ୍କୁ ପଢ଼ିବାକୁ ସୁଯୋଗ ମିଳିବ। ଯେଉଁ ଛାତ୍ରଛାତ୍ରୀ…