Odisha Link
Bridging the Missing Links in Odisha

କମିଲା ସୁନା ଓ ରୂପା ଦର

ନୂଆଦିଲ୍ଲୀ: ହ୍ରାସ ପାଇଛି ସୁନା ଓ ରୂପା ଦର। ଇଣ୍ଡିଆନ ବୁଲିୟନ ଆଣ୍ଡ ଜୁଏଲର୍ସ ଆସୋସିଏସନର ମୁତାବକ, ଗତ କିଛିଦିନ ତୁଳନାରେ ଆଜି ୯୯୯ଶୁଦ୍ଧତା ଥିବା ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୪୩୮ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇଛି। ସେହିପରି ୯୯୯ଶୁଦ୍ଧତା ଥିବା ରୂପା ଦରରେ ୧୧୩ଟଙ୍କା ପ୍ରତି…

ଦ କପିଲ ଶର୍ମା ଶୋ’ ବିରୋଧରେ ମାମଲା…

ଭୋପାଳ: ପୁଣି ଥରେ ବିବାଦ ଭିତରକୁ ଆସିଛି ଦ କପିଲ ଶର୍ମା ଶୋ'। ଦ କପିଲ ଶର୍ମା ଶୋ’ ବିରୋଧରେ ମାମଲା ରୁଜୁ କରାଯାଇଛି। ମଧ୍ୟପ୍ରଦେଶର ଶିବପୁରୀ କୋର୍ଟରେ ଦି କପିଲ ଶର୍ମା ଶୋ’ର ନିର୍ମାତାଙ୍କ ବିରୋଧରେ ଏଫଆଇଆର ଦାଖଲ କରାଯାଇଛି। ଶୋ’ର ଏକ ଏପିସୋଡକୁ ନେଇ ଏହି ଏଫଆଇଆର ଦାଖଲ ହୋଇଥିବା ବେଳେ କଳାକାରମାନେ…

ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ…

ଭୁବନେଶ୍ବର: ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଦେହାନ୍ତ। ଅରିନ୍ଦମଙ୍କ ଅକାଳ ବିୟୋଗ ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶା ସାମ୍ବାଦିକତା ଜଗତରେ ଏହି ଘଟଣା ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଅରିନ୍ଦମଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ…

ବୋଟ୍ ଦୁର୍ଘଟଣାରେ ଜଣେ ଓଡ୍ରାଫ୍…

କଟକ: ହାତୀ ଉଦ୍ଧାର ବେଳେ ବୋଟ୍ ଓଲଟି ବଡ ଅଘଟଣ। ମହାନଦୀ ବୋଟ୍ ଦୁର୍ଘଟଣାରେ ଜଣେ ଓଡ୍ରାଫ୍ କର୍ମଚାରୀ ନିଖୋଜ ହୋଇଯାଇଛନ୍ତି। ହାତୀକୁ ଘଉଡ଼ାଇବାକୁ ଯାଇଥିବା ବେଳେ ବୋଟ୍ଟି ଓଲଟି ପଡ଼ିଥିଲା। ଫଳରେ ଓଡ୍ରାଫ୍ କର୍ମଚାରୀନ ମାନେ ପାଣିରେ ବୁଡ଼ି ଯାଇଥିଲେ। ତେବେ ସମସ୍ତଙ୍କ ଉଦ୍ଧାର କରାଯାଇଥିଲା ବେଳେ ଜଣେ…

କାଳବୈଶାଖୀ ଆଶଙ୍କା: ୧୩ ଜିଲ୍ଲାକୁ…

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା‌ ରହିଛି। ଏଥିପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କାଳବୈଶାଖୀ ସମ୍ଭାବନା ଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା‌,…

ମହନ୍ତ ନରେନ୍ଦ୍ର ଗିରି ମୃତ୍ୟୁ ମାମାଲାର…

ଉତ୍ତରପ୍ରଦେଶ: ଭାରତୀୟ ଆଖଡ଼ା ପରିଷଦର ମୁଖ୍ୟ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କରିଛି ସିବିଆଇ। ଗତକାଲି ଉତ୍ତର ପ୍ରଦେଶର ସରକାର ସିବିଆଇ ତଦନ୍ତର ସୁପାରିସ କରିଥିଲେ। ଆଜି ସିବିଆଇ ଏକ ଟିମ୍‌ ଗଠନ କରିଛି। ଏଥିସହ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଘଟଣାରେ ଏଫଆଇଆର ରୁଜୁ କରିଛି।…

ହାତୀ ଉଦ୍ଧାର ବେଳେ ଅଘଟଣ:…

ଭୁବନେଶ୍ବର: ହାତୀ ଉଦ୍ଧାର ବେଳେ ବୋଟ୍ ଓଲଟିବା ଘଟଣା। ବୋଟ୍ ଓଲଟି ଭାସି ଯାଇଥିବା ଓଟିଭି ପ୍ରତିନିଧି ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଏସସିବି ଜରୁରୀକାଳୀନ ଅଧିକାରୀ। ବୋଟ୍ ଓଲଟିବା ପରେ ଓଡ୍ରାଫ୍ ଟିମ୍ ସହ ଘରୋଇ ଟିଭି ଚ୍ୟାନେଲର ପ୍ରତିନିଧି ଓ କ୍ୟାମେରାମ୍ୟାନ ଭାସି…

ହାତୀ ଉଦ୍ଧାର ବେଳେ ବୋଟ୍ ଓଲଟି…

କଟକ: ହାତୀ ଉଦ୍ଧାର ବେଳେ ବୋଟ୍ ଓଲଟି ବଡ ଅଘଟଣ। ବୋଟ୍ ଓଲଟି ଭାସି ଯାଇଥିବା ଓଟିଭି ପ୍ରତିନିଧି ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଏସସିବି ଜରୁରୀକାଳୀନ ଅଧିକାରୀ। ବୋଟ୍ ଓଲଟିବା ପରେ ଓଡ୍ରାଫ୍ ଟିମ୍ ସହ ଘରୋଇ ଟିଭି ଚ୍ୟାନେଲର ପ୍ରତିନିଧି ଓ କ୍ୟାମେରାମ୍ୟାନ ଭାସି ଯାଇଥିଲେ…

ଆଇପିଏଲ୍‌ ବେଟିଂ ରାକେଟ ଠାବ, ୨ ଗିରଫ

ଝାରସୁଗୁଡ଼ା: ଝାରସୁଗୁଡ଼ାରୁ ଆଇପିଏଲ୍‌ ବେଟିଂ ରାକେଟ ଠାବ। ନଗଦ ୬ଲକ୍ଷ ୮୦ ହଜାର ନଗଦ ଟଙ୍କା ଜବତ ହେବା ସହ ୨ଜଣଙ୍କୁ ଗିରଫ କରାଯାଇଛି। ଘଟଣାରେ ଦେଶ ବାହାରକୁ ଲିଙ୍କ ଥିବା ସୂଚନା ମିଳିଛି। ଦୁବାଇରୁ ଭାୟା କୋଲକାତା ଦେଇ ଏଠାରେ ଚାଲିଥିଲା ବେଟିଂ। ଝାରସୁଗୁଡ଼ା ସହରରେ ଆଇପିଏଲ ବେଟିଂ ଚାଲିଥିବା…

ଧର୍ମାନ୍ତିକରଣ ମାମଲାରେ ସାମ୍ନାକୁ ଆସିଲା…

ଲକ୍ଷ୍ନୌ: ଧର୍ମାନ୍ତିକରଣ ମାମଲାରେ ସାମ୍ନାକୁ ଆସିଲା ପାକ୍ ଲିଙ୍କ୍। ଧର୍ମାନ୍ତିକରଣ ମାମଲାରେ ଗିରଫ ହୋଇଥିବା ମୌଲାନା କଲିମ୍ ସିଦ୍ଦିକଙ୍କ ଚାଞ୍ଚଲ୍ୟକର ବୟାନ ସାମ୍ନାକୁ ଆସିଛି। ମୌଲାନାଙ୍କ ଚିନ୍ତାଧାରା କି, ସମସ୍ତ ହିନ୍ଦୁ ମୁସଲମାନ ହୋଇଯିବା ଆବଶ୍ୟକ। ଏହାସହ ମୌଲାନାଙ୍କୁ ଜେରା ପୋଲିସ ସୁରାକ ପାଇଛି…