Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ ପୁଲିସ ଏଏସ୍ଆଇ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପୁଲିସ ଏଏସ୍ଆଇ। ଜାମିନ ପାଇଁ ସହଯୋଗ କରିବାକୁ ୨ ହଜାର ଟଙ୍କା ଲାଞ୍ଚ ମାଗି ଗୋପ ଥାନା ଏଏସଆଇ ରାଧାଶ୍ୟାମ ନାୟକ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭୁବନେଶ୍ୱର ଭିଜିଲାନ୍ସ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଏକ ୧୪ ଜଣିଆ ଟିମ୍ ଶ୍ରୀ ନାୟକଙ୍କ ଠାରୁ କେମିକାଲ ବୋଳା ଟଙ୍କା…

୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଲମତାପୁଟ: ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ। ଆନ୍ଧ୍ରପ୍ରଦେଶ ନାର୍ସିପାଟଣା ଅଞ୍ଚଳରୁ ମଧ୍ୟପ୍ରଦେଶ ଚାଲାଣ ବେଳେ ଲମତାପୁଟ ପୁଲିସ ହାତରେ ଧରା ପଡିଛି ବିପୁଳ ଗଞ୍ଜେଇ। ଏହାସହ ପୋଲିସ ୪ ଜଣ ମାଫିଆଙ୍କୁ ଧରିବାରେ ସଫଳ ହୋଇଛି। ଗଞ୍ଜେଇ ଚାଲାଣ ବେଳେ ବ୍ୟବହୃତ ହୋଇଥିବା ଦୁଇଟି କାରକୁ ମଧ୍ୟ ଜବତ କରାଯାଇଛି। ଏହି…

ଆଜି ଭାରତ ବନ୍ଦ

ଭୁବନେଶ୍ବର: ଆଜି ଭାରତ ବନ୍ଦ। ବନ୍ଦ ଡାକରା ଦେଇଛି ଭାରତୀୟ କୃଷକ ମୋର୍ଚ୍ଚା। କୃଷକଙ୍କ ବନ୍ଦ ଡାକରାକୁ ଓଡ଼ିଶାର କଂଗ୍ରେସ ସମେତ ୭ଟି ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ କୃଷକ ସଂଗଠନ ପକ୍ଷରୁ ଆଜି ୧୦ ଘଣ୍ଟିଆ ଭାରତ ବନ୍ଦ ଡାକରା…

୧୨ ଘଣ୍ଟା ଭିତରେ ଅବପାତର ରୂପ ନେବ…

ଭୁବନେଶ୍ବର: ୧୨ ଘଣ୍ଟା ଭିତରେ ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବ। ୨୬ତାରିଖରେ ବାତ୍ୟା ସ୍ଥଳଭାଗ ଛୁଇଁବା ଆଶଙ୍କା ରହିଛି। ଲଘୁଚାପ ୱେଲମାର୍କରେ ପରିଣତ ହୋଇଥିବା ବେଳେ ବାତ୍ୟା ନେଇ ଆଶଙ୍କା କରାଯାଉଛି। ପୁରୀ ଓ ଗୋପାଳପୁର ମଧ୍ୟରେ ବାତ୍ୟା ଅତିକ୍ରମ କରିପାରେ। ଏହାର ପ୍ରଭାବରେ ଦକ୍ଷିଣ…

ପ୍ରକାଶ ପାଇଲା ସିଭିଲ ସର୍ଭିସ ମେନ…

ନୂଆଦିଲ୍ଲୀ: ପ୍ରକାଶ ପାଇଲ ସିଭିଲ ସର୍ଭିସ ମେନ ପରୀକ୍ଷାଫଳ। ସିଭିଲ ସର୍ଭିସ ପରୀକ୍ଷା-୨୦୨୦ ମେନ ପରୀକ୍ଷାର ଟପ୍ପର ହୋଇଛନ୍ତି ଶୁଭମ କୁମାର। ଦ୍ଵିତୀୟ ସ୍ଥାନରେ ଅଛନ୍ତି ଜାଗୃତି ଆସ୍ୱସ୍ଥି। ଶୁଭମ କୁମାର ଆଇଆଇଟି ବମ୍ବେର ସିଭିଲ ଇଞ୍ଜିନିୟରିଂରେ ବିଟେକ କରିଥିବା ବେଳେ ଜାଗୃତି ମଧ୍ୟ ଜଣେ ବି.ଟେକ…

ଓଡ୍ରାଫ୍‌ କର୍ମଚାରୀ ନିଖୋଜ: ସନ୍ଧ୍ୟା ସହ…

କଟକ: କଟକ ମୁଣ୍ଡଳୀରେ ହାତୀ ଉଦ୍ଧାର ବେଳେ ଓଡ୍ରାଫ ବୋଟ୍‌ ବୁଡି ବଡ ଅଘଟଣ। ବୋଟ୍‌ ବୁଡି ଓଡ୍ରାଫ କର୍ମଚାରୀ ନିଖୋଜ ଥିବାବେଳେ ଉଦ୍ଧାର କାର୍ଯ୍ୟ ବନ୍ଦ କରାଯାଇଛି। ସଂଧ୍ୟା ହେବା ସହ ବର୍ଷା ହେବାରୁ ଓଡ୍ରାଫ୍ ଓ NDRF ଟିମ୍ ର ଉଦ୍ଧାର କାର୍ଯ୍ୟ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲି…

ଅରିନ୍ଦମଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର…

ଭୁବନେଶ୍ୱର: ଓଟିଭି ପକ୍ଷରୁ ଅରିନ୍ଦମଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ସହାୟତା ଘୋଷଣା। ୨୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ଓଟିଭି ଏମଡି ଜାଗି ମଙ୍ଗତ ପଣ୍ଡା। ଅରିନ୍ଦମଙ୍କ ଅକାଳ ବିୟୋଗ ଅପୂରଣୀୟ କ୍ଷତି କହିଲେ ଜାଗି ମଙ୍ଗତ। ସେ କହିଛନ୍ତି ଯେ, କେବଳ ମୋ ପାଇଁ ନୁହେଁ, ସାରା ଅନୁଷ୍ଠାନ ପାଇଁ ଅପୂରଣୀୟ…

ଟ୍ୟୁସନ୍‌ରୁ ଫେରିଲା ବେଳେ ନାବାଳିକାକୁ…

ଦେବଗଡ଼: ଟ୍ୟୁସନ୍‌ରୁ ଫେରିଲା ବେଳେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ଏଭଳି ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅର୍ନ୍ତଗତ ଛତାବରରେ। ଏହି ଘଟଣାରେ କଙ୍କରଖୋଲ ଗାଁର ଶୁଭମ ବାଦୀ ଓ ଚିନ୍ମୟ ରଞ୍ଜନ ବାଦୀଙ୍କୁ ପୁଲିସ ଗିରଫ କରିଛି। ନାବାଳିକା ଜଣକ ତାଙ୍କ ବଡ଼ ବାପାଙ୍କ ଘରେ ରହି ପାଠ…

ରେକର୍ଡ କଲା ସେନସେକ୍ସ

ନୂଆଦିଲ୍ଲୀ: ଆଜି ଶୁକ୍ରବାରରେ ସେୟାର ବଜାର ରେକର୍ଡ ସ୍ତରରେ ପହଞ୍ଚି ବନ୍ଦ ହୋଇଛି। ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି ସେନସେକ୍ସ। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ପ୍ରମୁଖ ଇଣ୍ଡେକ୍ସ ସେନସେକ୍ସ ୧୬୩.୧୧ ଅଙ୍କ (୦.୨୭%) କୁ ବୃଦ୍ଧି ହୋଇ ୬୦,୦୪୮.୪୭ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ସେହପିରି ନ୍ୟାସନାଲ୍…

୧୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଭଦ୍ରକ: ୧୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ। ଭଦ୍ରକ ଚାନ୍ଦବାଲି ରାଜ୍ୟପଥର ସରକାରନଗରଠାରୁ ପୋଲିସ ଏହି ବ୍ରାଉନସୁଗାର ଜବତ କରିଛି। ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ। ଦୁଇ ଅଭିଯୁକ୍ତ ହେଲେ ଅଜୟ ପଢ଼ିଆରୀ ଓ କାଳନ୍ଦୀ ବେହେରା। ଉଭୟ ବ୍ରାଉନସୁଗାର ନେଇ ଯାଉଥିବା ବେଳେ ପୋଲିସ ଚେକିଂ ସମୟରେ…