Odisha Link
Bridging the Missing Links in Odisha

ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି;…

ଓଏଲ୍‌ ବ୍ୟୁରୋ: ଆଜି ଓଡ଼ିଶା ଆସିବେ ମହାମହିମ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠୁ ମାର୍ଚ୍ଚ ୨ ତାରିଖ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ସମୟରେ ସେ ଭୁବନେଶ୍ୱର ସମେତ ମୟୁରଭଞ୍ଜ, କେନ୍ଦୁଝର, ବ୍ରହ୍ମପୁର, କଟକ ଓ ସମ୍ବଲପୁର ଗସ୍ତ କରିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ପାଇଁ କମିସନରେଟ…

ଭୁବନେଶ୍ୱରରେ ବିଲ୍‌ ଗେଟ୍‌ସ; ବସ୍ତି…

ଓଏଲ୍‌ ବ୍ୟୁରୋ: ଭୁବନେଶ୍ୱରରେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ ଗେଟ୍ସ। ଭୁବନେଶ୍ୱର ମାଆ ମଙ୍ଗଳା ବସ୍ତିରେ ବିଲ୍ ଗେଟ୍ସ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ବିଲ୍ ଗେଟ୍ସ ଫାଉଣ୍ଡେସନର ସହଯୋଗରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ଜାରି। ଘରକୁ ଘର ଯାଇ ବସ୍ତି…

ନୂଆ ରୂପ ପାଇବ ବାରବାଟୀ, ନବକଳେବର…

ଓଏଲ୍‌ ବ୍ୟୁରୋ: ଓଡ଼ିଶା କ୍ରିକେଟ ଇତିହାସରେ ଯୋଡ଼ିହେଲା ନୂଆ ଅଧ୍ୟାୟ। ଐତିହାସିକ ବାରବାଟୀ ଷ୍ଟାଡିୟମର ହେବ ନବକଳେବର। ଏଥିପାଇଁ ଆଜି ମୂଳଦୁଆ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ବାରବାଟୀ ଷ୍ଟାଡିୟମର ପୁନଃନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି…

ବିଭ୍ରାନ୍ତିକର ବିଜ୍ଞାପନ ମାମଲା:…

ଓଏଲ୍‌ ବ୍ୟୁରୋ: ପୁଣିଥରେ ଅଡ଼ୁଆରେ ଯୋଗ ଗୁରୁ ବାବା ରାମଦେବ। ବିଭ୍ରାନ୍ତିକର ବିଜ୍ଞାପନକୁ ନେଇ ପତଞ୍ଜଳି ଉପରେ ସୁପ୍ରିମକୋର୍ଟ ଖପ୍ପା।ପତଞ୍ଜଳି ଆୟୁର୍ବେଦ ଏବଂ ଏମଡିଙ୍କୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ। ପତଞ୍ଜଳି ଓ ବାଲକୃଷ୍ଣଙ୍କୁ ଅଦାଲତ ଅବମାନନା ନୋଟିସ ପଠାଇବା ସହ ଜବାବ ମାଗିଛନ୍ତି…

ମାର୍ଚ୍ଚ ପ୍ରଥମ ସପ୍ତାହରୁ ଦେଶରେ ଲାଗୁ…

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ଏବେ ନିର୍ବାଚନର ମାହୋଲ। ଲୋକସଭା ନିର୍ବାଚନକୁ ଏକ ମାସ ସମୟ ଥିବା ବେଳେ ପଲ୍ଲୀରୁ ଦିଲ୍ଲୀ ରାଜନୀତି ଏବେ ସରଗରମ। ଏସବୁ ମଧ୍ୟରେ ଦୀର୍ଘ ୪ ବର୍ଷ ତଳୁ ଆଇନରେ ପରିଣତ ହୋଇ ସାରିଥିବା ନାଗରିକତ୍ୱ ସଂଶୋଧନ ଆଇନ ବା ସିଏଏ ଲାଗୁ କରିବାକୁ କେନ୍ଦ୍ର ସରକାର ଆଗଭର ହୋଇଛନ୍ତି।…

ହାତୀ ଉପଦ୍ରବରୁ ମିଳିବ ତ୍ରାହି; ଏଣିକି…

ଓଏଲ୍‌ ବ୍ୟୁରୋ: ଏଣିକି ହାତୀ ଉପଦ୍ରବରୁ ମିଳିବ ତ୍ରାହି। ଜନବସତି ମୁହାଁ ହେଉଥିବା ହାତୀଙ୍କୁ ଦିଆଯିବ କରେଣ୍ଟ ଝଟକା। ସୋଲାର ଫେନସିଂ ବା ସୌର ଶକ୍ତି ଦ୍ୱାରା ପରିଚାଳିତ ଝୁଲନ୍ତା ତାର ବାଡ଼ ଲଗାଇ ହାତୀ ଉପଦ୍ରବ ରୋକିବା ପାଇଁ ଏଭଳି ପ୍ରୟାସ କରିବାକୁ ଯାଉଛି ବନ ବିଭାଗ। ଚନ୍ଦକା ଅଭୟାରଣ୍ୟରେ ଏଭଳି ଯୋଜନା…

ଓଏଏସ୍ ସ୍ତରରେ ଅଦଳବଦଳ: ୩୫ ଜଣ…

ଓଏଲ୍‌ ବ୍ୟୁରୋ: ଓଏଏସ୍ ସ୍ତରରେ ଅଦଳବଦଳ କରାଯାଇଛି। ନିକଟରେ କିଛି ଅଧିକାରୀଙ୍କୁ ନୂଆ ସ୍ଥାନରେ ନିଯୁକ୍ତି ଦିଆଯାଇଥିବା ବେଳେ ଏହା ମଧ୍ୟରେ ପୁଣି ଥରେ କିଛି ଅଧିକାରୀଙ୍କୁ ବଦଳି କରାଯାଇଛି। ମୋଟ ୩୫ ଜଣ ଅଧିକାରୀଙ୍କୁ ନୂଆ ସ୍ଥାନକୁ ବଦଳି କରାଯାଇଛି। ଏନେଇ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ…

ଆସନ୍ତାକାଲି ଓଡ଼ିଶା ଆସିବେ ମହାମହିମ;…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ଓଡ଼ିଶା ଆସିବେ ମହାମହିମ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଫେବ୍ରୁଆରି ୨୮ରୁ ମାର୍ଚ୍ଚ ୨ ତାରିଖ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ସମୟରେ ସେ ଭୁବନେଶ୍ୱର ସମେତ ମୟୁରଭଞ୍ଜ, କେନ୍ଦୁଝର, ବ୍ରହ୍ମପୁର, କଟକ ଓ ସମ୍ବଲପୁର ଗସ୍ତ କରିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ…

ଏଣିକି ଓଡ଼ିଶାରେ ପ୍ରତିବର୍ଷ କରାଯିବ ବାଘ…

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ବଢ଼ିଲା ବାଘ ସଂଖ୍ୟା। ରିପୋର୍ଟ ଅନୁସାରେ, ଓଡିଶାର ଜଙ୍ଗଲରେ ୩୦ଟି ବାଘ ଏବଂ ୮ ଛୁଆଙ୍କ ଉପସ୍ଥିତି ରହିଛି। ପୂର୍ବରୁ ୨୦ଟି ବାଘ ଥିବାବେଳେ ବର୍ତ୍ତମାନ ତାହା ବର୍ତ୍ତମାନ ବୃଦ୍ଧି ପାଇଛି। ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟ ଦ୍ୱାରା ଖୁସି ବ୍ୟକ୍ତ କରିଛନ୍ତି। ତେବେ ଓଡ଼ିଶାରେ…

୨୯ରେ ଶ୍ରୀମନ୍ଦିର ପରିଚାଳନା କମିଟି…

ଓଏଲ୍‌ ବ୍ୟୁରୋ: ଆଉ ଦିନକ ପରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆୟୋଜିତ ହେବ। ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ବୈଠକରେ ଉପସ୍ଥାପିତ ହେବ ଲେଜର ସ୍କାନିଂ ରିପୋର୍ଟ। ରତ୍ନଭଣ୍ଡାର ବାହାର କାନ୍ଥ ଓ ଚୂଳର ସ୍କାନିଂ ହୋଇଛି। କମିଟିରେ ରିପୋର୍ଟ ତର୍ଜମା ହେବ। ଏହା ପରେ ପରେ ପଦକ୍ଷେପ…