Odisha Link
Bridging the Missing Links in Odisha

ବଢ଼ିବ କି ଭତ୍ତା! ପ୍ରଶ୍ନକାଳରେ ମନ୍ତ୍ରୀ…

ଓଏଲ୍‌ ବ୍ୟୁରୋ: ଆଜି ବିଧାନସଭା ବଜେଟ ଅଧିବେଶନର ଶେଷ ଦିନ। ଗୃହ ବେଶ୍ ସରଗରମ ରହିବା ଆଶା କରାଯାଉଥିବାବେଳେ ଗୃହ କାର୍ଯ୍ୟ ଆରମ୍ଭ ହୋଇଛି। ଆଜି ପ୍ରଶ୍ନକାଳରେ ଶିଳ୍ପ, ଶକ୍ତି, ବୟନଶିଳ୍ପ, ମହିଳା ଶିଶୁ ବିକାଶ ବିଭାଗ ରହିଛି। ଏହା ସହ ଅର୍ଥମନ୍ତ୍ରୀ ଆଗତ କରିଥିବା ବଜେଟ ଆଲୋଚନା ଆରମ୍ଭ ହୋଇଛି।…

ହଲଦ୍‌ୱାନିରେ ହିଂସାକାଣ୍ଡ: ୪ ମୃତ,…

ଓଏଲ୍‌ ବ୍ୟୁରୋ: ଉତ୍ତରାଖଣ୍ଡରେ ହଲଦ୍‌ୱାନି ଜିଲ୍ଲା ବନଭୁଲପୁରାରେ ବେଆଇନ ନିର୍ମାଣ ଭଙ୍ଗାକୁ ନେଇ ହିଂସା ହୋଇଛି। ଏହି ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି। ହିଂସା ନିୟନ୍ତ୍ରଣ ବେଳେ ୧୦୦ରୁ ଅଧିକ ପୁଲିସ କର୍ମଚାରୀ ଗୁରୁତର ହୋଇଛନ୍ତି। ଘଟଣା ପରେ ଜିଲ୍ଲା ପ୍ରଶାସନ…

ସିଆରପିଏଫ୍‌ ମାଓବାଦୀ ମୁହାଁମୁହିଁ:…

ଓଏଲ୍‌ ବ୍ୟୁରୋ: ସିଆରପିଏଫ୍‌ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ନୂଆପଡ଼ାରେ କମ୍ବିଂ ବେଳେ ସିଆରପିଏଫ୍‌-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ସୁନାବେଡା ଅଭୟାରଣ୍ୟ ବରକୋଟ ଘାଟିରେ ଗୁଳି ବିନିମୟ ହୋଇଛି। କମ୍ବିଂ ବେଳେ ଯବାନଙ୍କ ଉପରକୁ ମାଓବାଦୀ ଗୁଳି ଚଳାଇଥିଲେ। ଏହା ପରେ ସିଆରପିଏଫ୍‌ ମାଓବାଦୀ…

ବେଆଇନ ଆର୍ଥିକ କାରବାର ଅଭିଯୋଗ; ଇଡିର…

ଓଏଲ୍‌ ବ୍ୟୁରୋ: ବ୍ରହ୍ମପୁରରେ ଇଡିପକ୍ଷରୁ ତନାଘନା ଜାରି ରହିଛି। ବେଆଇନ ଆର୍ଥିକ କାରବାର ଯାଞ୍ଚ ବେଳେ କୋଟିଏ ଜବତ ହୋଇଛି। ଇଡିର ରେଡ୍‌ ବେଳେ କୋଟିଏ ଜବତ ହୋଇଛି। ଇଡି ବିଭିନ୍ନ ଆକାଉଣ୍ଟକୁ ଯାଞ୍ଚ କରୁଛିଟଙ୍କା କେଉଁଠି ବିନିଯୋଗ ହୋଇଛି ଇଡି ତାର ତଦନ୍ତ କରୁଛି। ପୂର୍ବରୁ ସିବିଆଇ ୬ଜଣକୁ ଗିରଫ…

ରାଜ୍ୟ ସରକାରଙ୍କ ନିଯୁକ୍ତି ପର୍ବ: ଆଜି…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ପବ୍ଲିକ ସର୍ଭିସ୍ କମିସନ୍ ଦ୍ୱାରା ଆୟୋଜିତ ଏଏସ୍ଓ ପରୀକ୍ଷାରେ ୭୧୬ଜଣ ସହକାରୀ ଉପବିଭାଗ ଅଧିକାରୀ ପଦବୀ ପାଇଁ ଉତ୍ତୀର୍ଣ୍ଣ ହୋଇଛନ୍ତି। ତେବେ ଆଜି ଓଡ଼ିଶା ସଚିବାଳୟ ସେବା କ୍ୟାଡରରେ ୭୧୬ଜଣ ସହକାରୀ ଉପବିଭାଗ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତିପତ୍ର ପ୍ରଦାନ କରିବାକୁ…

ବିଜେଡି ଛାଡ଼ିଲେ ବିଧାୟକ ପ୍ରେମାନନ୍ଦ…

ଓଏଲ୍‌ ବ୍ୟୁରୋ: ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ନେତା ମାନଙ୍କ ଦଳ ଡିଆଁ ପର୍ବ ଚର୍ଚାର ବିଷୟ ପାଲଟିଛି। ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ଏସବୁ ମଧ୍ୟରେ ଓଡ଼ିଶା ରାଜନୀତି ମଧ୍ୟ ଉଷ୍ମ ହେବାରେ ଲାଗିଛି। ଏହାରି ମଧ୍ୟରେ ବିଜେଡିର…

ଆଜି ବିଧାନସଭା ଅଧିବେଶନର ଶେଷ ଦିନ;…

ଓଏଲ୍‌ ବ୍ୟୁରୋ: ଆଜି ବିଧାନସଭା ବଜେଟ ଅଧିବେଶନର ଶେଷ ଦିନ। ଗୃହ ବେଶ୍ ସରଗରମ ରହିବା ଆଶା କରାଯାଉଥିବାବେଳେ ଗୃହ କାର୍ଯ୍ୟ ଆରମ୍ଭ ହୋଇଛି। ଆଜି କାମଚଳା ବଜେଟକୁ ଲେଖାନୁଦାନ ମିଳିବ। ଗତକାଲି ଆଗତ ହୋଇଥିଲା କାମଚଳା ବଜେଟ। ଏପ୍ରିଲରୁ ୪ମାସ ପାଇଁ ୧ଲକ୍ଷ୧୮ ହଜାର କୋଟି ଲେଖାନୁଦାନ ମିଳିବ। ଆଜି…

ଆଜି ତ୍ରିବେଣୀ ଅମାବାସ୍ୟା; ମା’…

ଓଏଲ୍ ବ୍ୟୁରୋ: ଆଜି ତ୍ରିବେଣୀ ଅମାବାସ୍ୟା। ପବିତ୍ର ତ୍ରିବେଣୀ ଅମାବାସ୍ୟା ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଜନ୍ମଉତ୍ସବ ପାଳନ ହେଉଛି। ଏଥିପାଇଁ ଚଳଚଞ୍ଚଳ ହୋଇଛି ମା’ଙ୍କ ପୀଠ। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଜନ୍ମଦିନ ଉପଲକ୍ଷେ ମନ୍ଦିରରେ ମାଆଙ୍କର ସ୍ଵତନ୍ତ୍ର…

ପୁରୀକୁ ଗଲା ପ୍ରଥମ ପର୍ଯ୍ୟାୟ ରଥକାଠ;…

ଓଏଲ୍ ବ୍ୟୁରୋ: ରଥଯାତ୍ରା ପାଇଁ ପୁରୀକୁ ଗଲା ପ୍ରଥମ ପର୍ଯ୍ୟାୟ ରଥକାଠ। ନୟାଗଡରୁ ବିଧି ଅନୁସାରେ ପୁରୀକୁ ଶ୍ରୀକ୍ଷେତ୍ରକୁ ରଥଯାତ୍ରା ପାଇଁ ରଥକାଠ ପଠାଯାଇଛି। ଦଶପଲ୍ଲା ମହାବୀର ମନ୍ଦିରରେ ପୂଜାର୍ଚ୍ଚନା ପରେ ଏହି ରଥକାଠ ରଥନିର୍ମାଣ ପାଇଁ ଶ୍ରୀମନ୍ଦିରକୁ ପଠାଯାଇଛି। ବଡ଼ଦେଉଳକୁ ପ୍ରଥମ ପର୍ଯ୍ୟାୟରେ ୩ଟି…

ଏଥର ନିର୍ବାଚନ ଲଢ଼ିବିନି: ପାଣ୍ଡିଆନ

ଓଏଲ୍‌ ବ୍ୟୁରୋ: ଭାରତୀୟ ପ୍ରଶାସନିକ ସେବାରୁ ସ୍ବେଚ୍ଛାକୃତ ଅବସର ନେଇ ରାଜ୍ୟର ଉନ୍ନତିରେ ଲାଗିପଡିଛନ୍ତି ୫ଟି-ଅଧ୍ୟକ୍ଷ। ଆଗାମୀ ନିର୍ବାଚନରେ ସେ ଲଢ଼ିବେ ନା ନାହିଁ ଚର୍ଚ୍ଚା ହେଉଥିବାବେଳେ ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି। ଜାତୀୟ ଖବର ସରବରାହ ସଂସ୍ଥା ANIକୁ ପ୍ରଥମଥର ଭି.କେ ପାଣ୍ଡିଆନ ସାକ୍ଷାତକାର…