Odisha Link
Bridging the Missing Links in Odisha

ବିଜେଡି ଛାଡ଼ିଲେ କେନ୍ଦ୍ରାପଡ଼ା…

ଓଏଲ୍‌ ବ୍ୟୁରୋ: ବାଜିଛି ନିର୍ବାଚନୀ ବିଗୁଲ। ହେଲେ ଅଟକିଛି ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ନିର୍ବାଚନକୁ ନଜରରେ ରଖି ସମସ୍ତ ଛାମୁଆ ଦଳ ଆରମ୍ଭ କରି ସାରିଲେଣି ଅଙ୍କକଷା। ବର୍ତ୍ତମାନର ଶାସକ ଦଳ ବିଜୁ…

ସର୍ବକନିଷ୍ଠ ଖେଳାଳୀ ଭାବେ…

ଓଏଲ୍‌ ବ୍ୟୁରୋ: ଭାରତ ପାଇଁ ଗର୍ବ ଆଣିଛନ୍ତି ଡି.ଜୁକେଶ। ସର୍ବକନିଷ୍ଠ ଖେଳାଳୀ ଭାବେ FIDE ଟୁର୍ଣ୍ଣାମେଣ୍ଟ ଜିତିଲେ ଡି ଜୁକେଶ। ଇଣ୍ଡିଆନ ଗ୍ରାଣ୍ଡମାଷ୍ଟର ଡି.ଜୁକେଶଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। https://twitter.com/Naveen_Odisha/status/1782269421605822480

ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ; ନିଆଁ…

ଓଏଲ୍‌ ବ୍ୟୁରୋ: ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ। ହଦଗଡ଼ ହସ୍ତୀ ଅଭୟାରଣ୍ୟରେ ଜଳୁଛି ଜଙ୍ଗଲ। ହସ୍ତୀ ଅଭୟାରଣ୍ୟରେ ନିଆଁ। କେନ୍ଦୁଝର ହାଟଡିହି ହଦଗଡ଼ ହସ୍ତୀରେ ଲାଗିଛି ନିଆଁ। ବନ ବିଭାଗ ପକ୍ଷରୁ ନିଆଁ ଲିଭାଇବାକୁ ଉଦ୍ୟମ ଜାରି କରାଯାଇଛି। ବନବିଭାଗ ପକ୍ଷରୁ ନିଆଁ ଲିଭାଇବାକୁ ଉଦ୍ୟମ ଜାରି କରାଯାଇଛି ।

ପୃଥିବୀ ମା’ ପାଇଁ ଦିନଟିଏ;…

ଓଏଲ୍‌ ବ୍ୟୁରୋ: ଆଜି ଏପ୍ରିଲ ୨୨। ଧରିତ୍ରୀ ପାଇଁ ଦିନଟିଏ। ଆଜି ବିଶ୍ୱ ପୃଥିବୀ ଦିବସ। ପୃଥିବୀକୁ ସୁରକ୍ଷା ଦେବା ପାଇଁ ଏହି ଦିବସ ପାଳନ ହୁଏ। ଏହି ତାରିଖକୁ ଆର୍ଥ ଡେ’ ବା ବିଶ୍ୱ ପୃଥିବୀ ଦିବସ ଭାବେ ପାଳନ କରାଯାଉଛି। ସମଗ୍ର ବିଶ୍ୱରେ ପରିବେଶ ସୁରକ୍ଷା ପାଇଁ ଲୋକଙ୍କୁ ସଚେତନ କରିବାକୁ ‘ପୃଥିବୀ ଦିବସ’…

ସକାଳୁ ଅସହ୍ୟ ତାତି; ଭଦ୍ରକରେ ସର୍ବାଧିକ…

ଓଏଲ୍‌ ବ୍ୟୁରୋ: ପୁଣି କଲବଲ କଲାଣି ତାତି। ଗତ କିଛି ଦିନ ହେବ ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହୁଛି। ଅସହ୍ୟ ଗରମରେ ଘରୁ ବାହାରିବା ବି ସମ୍ଭବ ହେଉନି। ଏମିତି କି ଖରାକୁ ଦୃଷ୍ଟିରେ ରଖି ସ୍କୁଲ ମଧ୍ୟ ଛୁଟି ଘୋଷଣା କରାଯାଇଛି। ସାଢ଼େ ୮ଟା ସୁଦ୍ଧା ଭଦ୍ରକ ସବୁଠୁ ଉତ୍ତପ୍ତ ସହର ପାଲଟିଛି। ୩୫.୬…

ଘସିପୁରାରୁ ବିଜେପି ପ୍ରାର୍ଥୀ ସୌମ୍ୟ!

ଭୁବନେଶ୍ବର: ପୂର୍ବତନ ବିଜୁ ଜନତା ଦଳ ନେତା ସୌମ୍ୟରଂଜନ ପଟ୍ଟନାୟକଙ୍କ ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା ଚାଲିଥିବାବେଳେ ସେ ଭାରତୀୟ ଜନତା ପାର୍ଟିରେ ଯୋଗଦେବା ନେଇ ସୂଚନା ମିଳୁଛି। ସୂତ୍ର ଅନୁସାରେ ତାଙ୍କୁ ବିଜୁ ଜନତା ଦଳକୁ ଫେରାଇ ଆଣିବା ପାଇଁ ଦଳ ପକ୍ଷରୁ ପ୍ରଣବ ପ୍ରକାଶ ଦାସ ଓ ଅନ୍ୟ ନେତା…

ଗ୍ରୀଷ୍ମ ଅବକାଶ: ଏପ୍ରିଲ୍ ୨୫ରୁ ସ୍କୁଲ୍…

ଓଏଲ୍ ବ୍ୟୁରୋ: ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ବଢୁଥିବା ତାତିକୁ ନଜରରେ ରଖି ଆସନ୍ତା ୨୫ ତାରିଖରୁ ରାଜ୍ୟର ସବୁ ସ୍କୁଲ ଛୁଟି ଘୋଷଣା କରାଯାଇଛି। ରାଜ୍ୟରେ ବଢ଼ିଚାଲିଥିବା ଖରାକୁ ଦୃଷ୍ଟିରେ ଏହି ପଦକ୍ଷେପ ନିଆଯାଇଛି। ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲରେ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା…

ମହାପ୍ରଭୁଙ୍କ ଦୟଣା ଚୋରି ନୀତି;…

ପୁରୀ: ଆଜି ଶ୍ରୀମନ୍ଦିରରେ ଅନୁୁଷ୍ଠିତ ହେବ ମହାପ୍ରଭୁଙ୍କ ଦୟଣା ଚୋରି ନୀତି। ଏଥିପାଇଁ ବାଙ୍ଗାଲୋରରୁ ଆସି ପହଞ୍ଚି ସାରିଛି ମହାପ୍ରଭୁଙ୍କ ଦୟଣା। ଓଡ଼ିଶା ଜଳବାୟୁରେ ଦୟଣା ଉତ୍ପାଦନ ହେଉ ନଥିବାରୁ ବାଙ୍ଗାଲୋରରୁ କିଛି ଓଡ଼ିଆ ଏହାକୁ ପଠାଇଛନ୍ତି। ପୂର୍ବରୁ ଦକ୍ଷିଣ ଭାରତରୁ ମହାପ୍ରଭୁଙ୍କ ପାଇଁ ଦୟଣା…

ନିିର୍ବାଚନ ୨୦୨୪: ୪୦ ଜଣିଆ ଷ୍ଟାର…

ଓଏଲ୍‌ ବ୍ୟୁରୋ: ୨୦୨୪ ନିର୍ବାଚନ ବୈତରଣୀ ପାର କରିିବା ପାଇଁ ବିଜୁ ଜନତା ଦଳ କରୁଛି ଜୋରଦାର ପ୍ରସ୍ତୁତି। ବିିଜୁ ଜନତା ଦଳ ଏପର୍ଯ୍ୟନ୍ତ ୨୧ ଲୋକସଭା ଓ ୧୩୫ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମେ' ୧୩ରୁ ଓଡ଼ିଶାରେ ନିର୍ବାଚନ ଆରମ୍ଭ ହୋଉଥିବା ବେଳେ ପ୍ରଚାର ପାଇଁ ୪୦ ଜଣ ଷ୍ଟାର ପ୍ରଚାରକଙ୍କ…

ସମ୍ମମରେ ଜାତୀୟ ସ୍ତରୀୟ ଫିଜିଓଥେରାପିଷ୍ଟ…

ଭୁବନେଶ୍ୱର: ଅସୁସ୍ଥ ହୋଇ ଶୋଇ ରହିଥିବା ଅବସ୍ଥାରେ ହସ୍ପିଟାଲ୍‌କୁ ଆସୁଥିବା ରୋଗୀଟି କିଭଳି ସୁସ୍ଥ ହୋଇ ନିଜ ଗୋଡ଼ରେ ଚାଲି ଡିସ୍‌ଚାର୍ଜ ହୋଇପାରିବ ସେ କ୍ଷେତ୍ରରେ ଫିଜିଓଥେରାପିଷ୍ଟ ମାନଙ୍କର ଅନେକ ଭୂମିକା ରହିଛି । ଏହି ସ୍ୱାସ୍ଥ୍ୟ ସେବା କାର୍ଯ୍ୟକୁ ଫିଜିଓଥେରାପିଷ୍ଟ ମାନେ କିଭଳି ସୁଚାରୁ ରୂପେ…