Odisha Link
Bridging the Missing Links in Odisha

ଶୌଚାଳୟରୁ ମୃତ ନବଜାତ ଉଦ୍ଧାର

ଜଗତସିଂହପୁର : ଜଗତସିଂହପୁର ମୁଖ୍ୟ ଜିଲ୍ଲା ଚିକିତ୍ସାଳୟରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗର ଶୌଚାଳୟ ଭିତରେ ଏକ ନବଜାତ ଶିଶୁ ପଡ଼ିଥିବା ଜଣେ ରୋଗୀଙ୍କ ସମ୍ପର୍କୀୟ ଦେଖିବାକୁ ପାଇଥିଲେ। ଘଟଣା ସମ୍ପର୍କରେ ସେ ସିକ୍ୟୁରିଟି ଗାର୍ଡ଼ଙ୍କୁ ଖବର ଦେଇଥିଲେ।…

୨୫ରୁ ବିଧାନସଭା, ୨୮ରେ ବଜେଟ

ଭୁବନେଶ୍ୱର: ଆସନ୍ତା ୨୫ ତାରିଖରୁ ବିଧାନସଭାର ଅଧିବେଶନ ଆରମ୍ଭ ହେବ । ନବୀନ ସରକାରଙ୍କ ପଂଚମ ପାଳିରେ ଏହା ହେବ ପ୍ରଥମ ଅଧିବେଶନ । ଜୁନ ୨୭ରେ ଉପବାଚସ୍ପତି ନିର୍ବାଚନ ହେବାର ଥିବା ବେଳେ ଜୁନ ୨୮ରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ଉପସ୍ଥାପିତ ହେବ । ବିଧାନସଭାର ପ୍ରଥମ ଦିନରେ ରାଜ୍ୟପାଳ…

FIH ହକି ସିରିଜ ଫାଇନାଲ୍ସ: ଆଜି…

ଭୁବନେଶ୍ବର: FIH ହକି ସିରିଜ ଫାଇନାଲ୍ସରେ ଆଜିର ମ୍ୟାଚରେ ସିଧାସଳଖ ହକି ସେମିଫାନାଲ ଖେଳିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ । କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା FIH ସିରିଜ ଫାଇନାଲରେ ଆଜି ୩ଟି ମ୍ୟାଚ ଖେଳାଯିବ । ପ୍ରଥମ ମ୍ୟାଚ ସକାଳ ୮ଟା ୪୫ରେ ଆମେରିକା ଓ ଜାପାନ ମଧ୍ୟରେ ଖେଳାଯାିଥିବା…

ଓୟୁଏଟି ‘B’ ଫର୍ମ ଅନଲାଇନ୍ ଆବେଦନର ଶେଷ…

ଭୁବନେଶ୍ବର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ‘B’-ଫର୍ମ ଅନଲାଇନ୍ ଆବେଦନର ଶେଷ ତାରିଖକୁ ଘୁଞ୍ଚାଯାଇଛି । ଜୁନ୍ ୧୧ ପରିବର୍ତ୍ତେ ଜୁନ୍ ୧୭କୁ ଘୁଞ୍ଚିଛି ଆବେଦନର ଶେଷ ତାରିଖ । ଜୁନ୍ ୧୭ ସୁଦ୍ଧା ଅନଲାଇନରେ ‘B’ ଫର୍ମର ଆବେଦନ କରିପାରିବେ । ଏନେଇ ଓୟୁଏଟି କର୍ତ୍ତୃପକ୍ଷଙ୍କଠାରୁ ପକ୍ଷରୁ…

ପୁଡୁଚେରୀର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ…

ନୂଆଦିଲ୍ଲୀ: ଆରପାରିରେ ପୁଡୁଚେରୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଆର.ଭି ଜନକୀରମନ। ସେ ଡିଏମକେ ଦଳର ନେତା ଥିଲେ । ୭୯ ବର୍ଷ ବୟସରେ ଜନକୀରମନଙ୍କର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଡିଏମକେ ନେତା ତଥା ସାଂସଦ କାନ୍ନିମୋଝୀ ହସ୍ପିଟାଲ ଯାଇ ଆର. ଭି ଜନକୀରମନଙ୍କୁ ଶେଷ ଦର୍ଶନ…

ବ୍ୟକ୍ତିଙ୍କୁ ଗୁଳିକରି ହତ୍ୟା କଲେ…

ବରଗଡ଼ : ବରଗଡ଼ ନିକଟରେ ଥିବା ଜମୁର୍ଡ଼ା ଗ୍ରାମର ଏକ ଛତୁଆ ୟୁନିଟ ନିକଟରେ ଗତ କାଲି ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଛନ୍ତି। ମୃତକ ହେଲେ ବସନ୍ତ ପ୍ରଧାନ । ସେ ସମ୍ବଲପୁର ଜିଲ୍ଲା ଧମା ନିକଟସ୍ଥ ବରଗାଁର ବୋଲି ଜଣାପଡ଼ିଛି। ବସନ୍ତ ତାଙ୍କ ଭଉଣୀ ଘରେ ୨ବର୍ଷ ହେବ…

ଆରପାରିରେ ଅଭିନେତା ଗିରୀଶ କନ୍ନଡ଼

ବେଙ୍ଗାଲୁର : ପ୍ରଖ୍ୟାତ ଲେଖକ ତଥା ଅଭିନେତା ଗିରୀଶ କନ୍ନଡ଼ଙ୍କ ସୋମବାର ପରଲୋକ ହୋଇଛି। ବେଙ୍ଗାଲୁରରେ ୮୧ ବୟସରେ ତାଙ୍କର ପରଲୋକ ହୋଇଛି। ଦୀର୍ଘଦିନ ଧରି ଅଭିନେତା ଗିରୀଶ ଅସୁସ୍ଥ ଥିଲେ। ସେ ବହୁ ସମ୍ମାନଜନକ ଜ୍ଞାନପୀଠ ସମ୍ମାନରେ ସମ୍ମାନିତ ହୋଇଥିଲେ। କନ୍ନଡ଼ ହିନ୍ଦୀ ପିଲ୍ମରେ ଜଣେ ସକ୍ରିୟ ଅଭିନେତା…

ବିଜେଡିର ମହିଳା,ଯୁବ ଓ ଛାତ୍ର ସଭାପତି…

ଭୁବନେଶ୍ବର: ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାରେ ବିଜୁ ଜନତା ଦଳ ରାଜ୍ୟରେ ସଂଖ୍ୟା ଗରିଷ୍ଠତା ହାସଲ କରି ଲଗାତାର ୫ମଥର ପାାଇଁ ସରକାର ଗଠନ କରିସାରିଛି । ବିଜେଡି ଚଳିତ ବର୍ଷ ବିଧାନସଭା ନିର୍ବାଚନରେ ୧୧୨ଟି ସିଟ୍‌ ଅକ୍ତିଆର କରିଛି ଏବଂ ପୂର୍ଵଥର ଅପେକ୍ଷା ୫ଟି ଆସନର କ୍ଷତି ହୋଇଛି । ଏହାସହ ଦଳର ଚିନ୍ତା…

କଲୋମ୍ବରେ ମୋଦୀଙ୍କୁ ସ୍ବାଗତ କଲେ…

କଲୋମ୍ବ: ୨ ଦିନିଆ ବିଦେଶ ଗସ୍ତରେ ଯାଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରୀଲଙ୍କାର କଲମ୍ବୋ ବିମାନବନ୍ଦରରେ ପହଞ୍ଚିଛନ୍ତି । ବିମାନବନ୍ଦରରେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ରାନିଲ ୱିସ୍କରେମସିଙ୍ଘେ ମୋଦୀଙ୍କ ଭବ୍ୟ ସ୍ୱାଗତ କରିଛନ୍ତି । ତେବେ ୨ୟ ଥର ପ୍ରଧାନମନ୍ତ୍ରୀ ହେବାପରେ ନିଜର ପ୍ରଥମ ବିଦେଶ…

କ୍ରିକେଟ ବିଶ୍ବକପ୍‌ ୨୦୧୯: ଆଜି ଭାରତ…

ଓଭାଲ୍: କ୍ରିକେଟ ବିଶ୍ବକପ୍‌ ୨୦୧୯ର ଆଜି ୧୪ ତମ ମ୍ୟାଚ ଓଭାଲ ପଡ଼ିଆରେ ଖେଳାଯିବ। ଆଜିର ହାଇଭୋଲଟେଜ୍‌ ମ୍ୟାଚରେ ଦୁଇଥର ବିଶ୍ୱବିଜେତା ଭାରତ ୫ଥର ବିଶ୍ୱକପ୍‌ ଜିତିଥିବା ତଥା ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆକୁ ଭେଟିବ। ଚଳିତ ବିଶ୍ୱକପ୍‌ରେ ଆଜି ଭାରତ ତା’ର ଦ୍ୱିତୀୟ ମ୍ୟାଚ୍ ଖେଳିବ। ଲଣ୍ଡନର ଐତିହାସିକ…