Odisha Link
Bridging the Missing Links in Odisha

୧୯ ଜଣଙ୍କୁ ଆଜୀବନ କାରା ଦଣ୍ଡାଦେଶ

ବ୍ରହ୍ମପୁର : ଆଜି କଡ଼ା ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ଏକ ବଡ଼ ହତ୍ୟା ମାମଲାର । ଗଞ୍ଜାମ ଜିଲ୍ଲାର କୁଲଟା ଗାଁର ମହେଶ୍ୱର ସାସମଲ ହତ୍ୟା ମାମଲାରେ ୧୯ ଜଣଙ୍କୁ ଆଜୀବନ କାରା ଦଣ୍ଡାଦେଶ ଶୁଣାଇଛନ୍ତି ବ୍ରହ୍ମପୁର ଏଡିଜେ-୧ କୋର୍ଟ। ୨୦୦୭ କୁଲଟା ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ମହେଶ୍ୱର…

ସହିଦ ଯବାନଙ୍କ ପରିବାର ପାଇଁ ସହାୟତା…

ଭୁବନେଶ୍ୱର : ପୁଲୱାମାଠାରେ ସହିଦ ଓଡ଼ିଆ ଯବାନଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମବେଦନା ଜଣାଇଛନ୍ତି । ଦେଶ ପ୍ରତି ସାହସୀ ଯବାନଙ୍କ ବଳିଦାନକୁ ସ୍ୟାଲୁଟ କରିଛନ୍ତି । ପୁଲୱାମା ଏନକାଉଣ୍ଟରରେ ସହିଦ ହୋଇଥିଲେ ଓଡିଆ ଯବାନ ଅଜିତ ସାହୁ । ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀରୁ ଭୁବନେଶ୍ୱର…

ଆମେରିକାରେ ବଢୁଛି ଭାରତୀୟଙ୍କ ସଂଖ୍ୟା

ୱାଶିଂଟନ: ଆମେରିକାରେ ଦିନକୁ ଦିନ ବୃଦ୍ଧି ପାଉଛି ପ୍ରବାସୀ ଭାରତୀୟଙ୍କ ସଂଖ୍ୟା। ୨୦୧୦ ରୁ ୨୦୧୭ ମସିହା ମଧ୍ୟରେ ପ୍ରାୟ ୩୮ ପ୍ରତିଶତ ବୃଦ୍ଧି ଘଟିଥିବା ସାଉଥ ଏସିଆନ ଆମେରିକାନ ନାମକ ସଂଗଠନ ଏଭଳି ଏକ ରିପୋର୍ଟ ପ୍ରକାଶ କରିଛି| ଏହି ରିପୋର୍ଟ ଅନୁସାରେ ବର୍ତ୍ତମାନ ଆମେରିକାରେ ୪୪ ଲକ୍ଷ ଭାରତୀୟ ବାସ…

କିଏ ହେଲେ ଓଜେଇଇ ଟପ୍ପର

ଭୁବନେଶ୍ୱର: ବୁଧବାର ପ୍ରକାଶ ପାଇଛି ଓଜେଇଇ ଫଳାଫଳ । ସଚିବାଳୟର ବିଭାଗୀୟ କାର୍ଯ୍ୟାଳୟରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇଛି । ଆଇଟି ମନ୍ତ୍ରୀ ପ୍ରେମାନନ୍ଦ ନାୟକ ପୁସ୍ତିକା ଉନ୍ମୋଚନ କରିଛନ୍ତି । ତେବେ ଏଥିରେ କିଏ କେଉଁ ବିଷୟରେ ଟପ୍ପର ହୋଇଛନ୍ତି ଆସନ୍ତୁ ଜାଣିବା । ୧- ଏମବିଏ- ପ୍ରଦୀପ କୁମାର କମ୍ପ…

ପରଦାକୁ ଆସୁଛି ‘ପ୍ରେମ ଏଟିଏମ୍‌’, ଲଭ୍‌…

ଭୁବନେଶ୍ୱର : ଏଟିଏମରୁ ଟଙ୍କା ବଦଳରେ ଏଥର ବାହାରିବ ପ୍ରେମ । ଏହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ । କାରଣ ଆପଣ ଏଟିଏମ୍‌ରୁ ଟଙ୍କା ବାହାରିବା କଥା ତ ଭଲ ଭାବେ ସମସ୍ତଙ୍କୁ ଜଣା। ହେଲେ ଏମିତି କେବେ ଏଟିଏମ୍‌ ବିଷୟରେ ଶୁଣିଛନ୍ତି ଯେଉଁଥିରୁ ବାହାରୁଥିବ ପ୍ରେମ, ଲଭ୍‌ ଏବଂ ରୋମାନ୍ସ। କିନ୍ତୁ ଆଜ୍ଞା…

ଏଣିକି ଅପାଠୁଆ ଚଲେଇବେ ଗାଡ଼ି, ନିୟମରେ…

ନୂଆଦିଲ୍ଲୀ: ଏଣିକି ଡ୍ରାଇଭିଙ୍ଗ୍‌ ଲାଇସେନ୍ସ ପାଇଁ ବାଧ୍ୟତାମୂଳକ ନୁହେଁ ଶିକ୍ଷାଗତ ଯୋଗ୍ୟତା। କାରଣ କେନ୍ଦ୍ର ସରକାର ଏହି ନିୟମରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଏହାଫଳରେ ଅଶିକ୍ଷିତ ଓ ଗରିବ ଲୋକଙ୍କୁ ଅଶେଷ ସୁବିଧା ମିଳିବ। ଆସନ୍ତୁ ଜାଣିବା ନିୟମରେ କଣ ପରିବର୍ତ୍ତନ ହୋଇଛି। ସଡ଼କ ପରିବହନ ଓ ଜାତୀୟ…

ରାଜ୍ୟର ସବୁ ଜିଲ୍ଲାର ସିଡିଏମଓଙ୍କୁ…

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଜିଲ୍ଲା ମୁଖ୍ୟଚିକିତ୍ସାଳୟର ଚିକିତ୍ସାଧିକାରୀ ଅର୍ଥାତ ସିଡିଏମଓମାନଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ପରାମର୍ଶ ଦେଇଛନ୍ତି । ୨ ଦିନିଆ ସିଡିଏମଓ ସମ୍ମିଳନୀକୁ ଉଦଘାଟନ କରିବା ସହ ମନ୍ତ୍ରୀ ଶ୍ରୀ ଦାସ ସିଡିଏମଓଙ୍କୁ ବହୁ ମୂଲ୍ୟବାନ ପରାମର୍ଶ ଦେଇଛନ୍ତି ।…

ସହିଦ ଓଡିଆ ଯବାନଙ୍କ ବିୟୋଗରେ…

ଭୁବନେଶ୍ୱର : ପୁଲୱାମା ଏନକାଉଣ୍ଟରରେ ସହିଦ ହୋଇଥିବା ଓଡିଆ ପୁଅ ବିୟୋଗରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ଟ୍ୱିଟ ମାଧ୍ୟମରେ ଗଭୀର ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସହିଦଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଦେଶ ପ୍ରତି ସାହସୀ ଯବାନଙ୍କ ବଳିଦାନକୁ ସ୍ୟାଲୁଟ…

ପୁଣି ଟିଟୋ ଘରେ କ୍ରାଇମ୍‌ବ୍ରାଞ୍ଚ ରେଡ୍

କେନ୍ଦ୍ରାପଡା : ପୂର୍ବରୁ ଗ୍ୟାଙ୍ଗଷ୍ଟର ଟିଟୋ ଭିଜିଲାନ୍ସ ପକ୍ଷରୁ ୩ଟି ସ୍ଥାନରେ ଚଢଉ ହୋଇ ସାରିଥିଲା । ଭିଜିଲାନ୍ସର ୨ଟି ଟିମ ଏକାସାଙ୍ଗରେ ଏହି ଚଢଉ କରିଥିଲା । ପଟ୍ଟାମୁଣ୍ଡାଇ ସ୍ଥିତ ତହସିଲ ଓ କେନ୍ଦ୍ରାପଡ଼ା ପୌରପାଳିକାରେ ଏହି ଚଢଉ କରାଯାଇଥିଲା । ପୁଣି ଆଜି ଗ୍ୟାଙ୍ଗଷ୍ଟର ଟିଟୋ ଘରେ…

ନିଆଁରେ ଜଳିଗଲା ଝିଅ, ମା’ ଓ ୨ ପିଲା…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଗେରୁପଡ଼ା ଗାଁରେ ଏକ ଅଭାବନୀୟ ଘଟଣା ଯାଇଛି। ନିଆଁରେ ପୋଡ଼ି ହୋଇ ଝିଅର ମୃତ୍ୟୁ ହୋଇଥିବା ବେଳେ ମା’ ଓ ଅନ୍ୟ ୨ ପିଲା ଗୁରୁତର ହୋଇଛନ୍ତି। ଆହତଙ୍କ ମଧ୍ୟରେ ମା’ଙ୍କ ସହ ଗୋଟାଏ ଝିଅ ଓ ପୁଅ ଅଛନ୍ତି। ସେମାନଙ୍କୁ ଫୁଲବାଣୀ ମେଡିକାଲରେ ଭର୍ତ୍ତି…