Odisha Link
Bridging the Missing Links in Odisha

+୨ ବିଜ୍ଞାନ ପରୀକ୍ଷା ଫଳାଫଳ:…

ଭୁବନେଶ୍ୱର: ଆଜି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥର ମୋଟ ୯୭,୭୫୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୭୦,୭୦୬ ଜଣ ପାସ୍ କରିଛନ୍ତି। ଏମାନଙ୍କ ମଧ୍ୟରେ ବାଲେଶ୍ୱର ଜିଲ୍ଲା ସବୁଠୁ ଅଧିକ ପରୀକ୍ଷାର୍ଥୀ ପାସ୍ କରିଛନ୍ତି। ଏଥର ସାରା ରାଜ୍ୟରେ ପାସ୍ ହାର ୭୨.୩୩% ଥିବା ବେଳେ…

ଭିବଗିୟୋର ଇନଷ୍ଟିଚ୍ୟୁଟର ଶୁଭଶ୍ରୀ…

ଭୁବନେଶ୍ବର: ଆଜି ଯୁକ୍ତଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଛି। ରାଜ୍ୟର ଅଗ୍ରଣୀ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ବରର ଭିବଗିୟୋର ଇନଷ୍ଟିଚ୍ୟୁଟର ଛାତ୍ରୀ ଶୁଭଶ୍ରୀ ମହାରଣା ସାରା ରାଜ୍ୟରେ ବିଜ୍ଞାନ ପରୀକ୍ଷାରେ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି ବୋଲି ଅନୁଷ୍ଠାନର ନିର୍ଦ୍ଦେଶକ ଅପରାଜଜେୟ ପଣ୍ଡା କହିଛନ୍ତି।…

ବିଜେପୁର ବିଧାନସଭା ଆସନ ଛାଡ଼ିଲେ ନବୀନ…

ଭୁବନେଶ୍ୱର: ଶେଷରେ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ବିଜେପୁର ବିଧାନସଭା ଆସନ ଛାଡ଼ିଛନ୍ତି। ବିଜେପୁର ଆସନ ଛାଡ଼ିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ନିଜର ଇସ୍ତଫା ପତ୍ର ବାଚସ୍ପତିଙ୍କ ନିକଟକୁ ପଠାଇଛନ୍ତି। ସୂଚନାଯୋଗ୍ୟ ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ…

ଘୃଣା ପାଇଁ ବିଜେପି ଧର୍ମ ଓ ରାଜନୀତିକୁ…

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରବିବାର ଭାରତୀୟ ଜନତା ପାଟି(ବିଜେପି)ର ଦଳୀୟ ସ୍ଲୋଗାନ୍‌ ‘ଜୟ ଶ୍ରୀ ରାମ’କୁ ନେଇ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ବିଜେପିର ନେତାମାନେ ଏକ ହିନ୍ଦୁ ସ୍ଲୋଗାନ୍‌କୁ ଭୁଲ୍‌ ବାଟରେ ଦଳୀୟ ସ୍ଲୋଗାନ ଭାବେ ବ୍ୟବହାର କରୁଛନ୍ତି। ମମତା ଏକ…

ଦିଲ୍ଲୀରେ ଜଗନ୍ନାଥ ଦର୍ଶନ କଲେ…

ନୂଆଦିଲ୍ଲୀ: ଜଗତର ନାଥ ଜଗନ୍ନାଥଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି ଦୁଇ ଓଡ଼ିଆ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ। ଗୁରୁବାର କେନ୍ଦ୍ର ମନ୍ତ୍ରୀ ଭାବେ ଶପଥ ନେବା ପରେ ଦିଲ୍ଲୀର ହଜଖାସ ଜଗନ୍ନାଥ ମନ୍ଦିରକୁ ଯାଇଥିଲେ ଧର୍ମେନ୍ଦ୍ର ଓ ପ୍ରତାପ। ସେମାନଙ୍କ ସହ…

ବିଦେଶ ସଚିବରୁ ବିଦେଶ ମନ୍ତ୍ରୀ,…

ନୂଆଦିଲ୍ଲୀ: ମୋଦି ଦ୍ବିତୀୟ ଥର ଭାବେ ପ୍ରଧାନମନ୍ତ୍ରୀ ହାେଇଥିବା ବେଳେ ପୂର୍ବତନ ବିଦେଶ ସଚିବ ଏସ୍‌ ଜୟଶଙ୍କରଙ୍କୁ ବିଦେଶ ମନ୍ତ୍ରାଳୟ ଦାୟିତ୍ବ ଦେଇଛନ୍ତି। ଜୟଶଙ୍କର ବିନେଟ୍‌ ମନ୍ତ୍ରୀ ପାହ୍ୟା ପାଇଛନ୍ତି। ସେ ୧୬ ମାସ ତଳେ ଅବସର ନେଇଥିଲେ। ପ୍ରଥମ ଡିପ୍ଲୋମାଟ୍‌ ଭାବେ ଜୟଶଙ୍କର ବୈଦେଶିକ ମନ୍ତ୍ରୀ…

ପୁଣି ତୈଳମନ୍ତ୍ରୀ ଧର୍ମେନ୍ଦ୍ର,…

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦି ପୁଣି ଥରେ ଦେଶର ପ୍ରଧାନମନ୍ତ୍ରୀ ହାେଇଥିବା ବେଳେ ତାଙ୍କ ମନ୍ତ୍ରିମଣ୍ଡଳରେ ଦୁଇ ଓଡ଼ିଅ‍ାଙ୍କ ସମେତ ୨୪ ଜଣ କ୍ୟାବିନେଟ୍‌ ,୨୪ ଜଣ ରାଷ୍ଟ୍ରମନ୍ତ୍ରୀ ଓ ୯ ଜଣ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ) ଭାବେ ସ୍ଥାନ ପାଇଛନ୍ତି। ଆଜି ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ…

ମୁଖ୍ୟମନ୍ତ୍ରୀ ନବୀନଙ୍କୁ କେପିଙ୍କ…

ଭୁବନେଶ୍ବର: ପଞ୍ଚମ ଥର ପାଇଁ ରରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଗତକାଲି ଶପଥ ନେଇଥିବା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରିଗେଡିୟର କାମାକ୍ଷା ପ୍ରସାଦ ସିଂହଦେଓ। କାମାକ୍ଷା ପ୍ରସାଦ ନବୀନଙ୍କର ପ୍ରଶଂସା…

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପ୍ରତାପ…

ନୂଆଦିଲ୍ଲୀ: ସରଳ ଜୀବନ ଯାପନ ପାଇଁ ଜଣାଶୁଣା ବାଲେଶ୍ୱରର ନବ ନିର୍ବାଚିତ ସାଂସଦ ତଥା ବରିଷ୍ଠ ବିଜେପି ନେତା ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏଥର କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି। ପୂର୍ବରୁ ଦୁଇ ଦୁଇ ଥର ବିଧାୟକ ହୋଇଥିବା ଶ୍ରୀ ଷଡ଼ଙ୍ଗୀ କ୍ଷମତାର ସ୍ୱାଦ ଚାଖି ପାରି ନଥିଲେ। କିନ୍ତୁ ଏଥର ପ୍ରଥମ ଥର…

ପୁଣି ଥରେ କେନ୍ଦ୍ରମନ୍ତ୍ରୀ ହେଲେ…

ଭୁବନେଶ୍ୱର: ନରେନ୍ଦ୍ର ମୋଦୀଙ୍କ ପୂର୍ବବର୍ତ୍ତୀ ମନ୍ତ୍ରିମଣ୍ଡଳରେ ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ବାଷ୍ପ ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନ ପୁଣି ଥରେ ନୂତନ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ସ୍ଥାନ ପାଇଛନ୍ତି। ରାଜ୍ୟସଭା ସଦସ୍ୟ ଶ୍ରୀ ପ୍ରଧାନ ଗତ ସାଧାରଣ…