Odisha Link
Bridging the Missing Links in Odisha

୨୦୨୧ ଆଇସିସି ମହିଳା ବିଶ୍ୱକପ୍: ଘୋଷଣା…

କ୍ରାଏଷ୍ଟଚର୍ଚ୍ଚ: ମହିଳା କ୍ରିକେଟ୍ ବିଶ୍ବକପ୍‌ ପାଇଁ ବାଜିଲା ବିଗୁଲ। ୨୦୨୧ରେ ନ୍ୟୁଜିଲ୍ୟାଣ୍ଡରେ ଆୟୋଜିତ ହେବ ଆଇସିସି ମହିଳା ବିଶ୍ୱକପ। ଏହି ବିଶ୍ୱକପର ଦ୍ୱାଦଶ ସଂସ୍କରଣ ୨୦୨୧ ଜାନୁଆରୀ ୩୦ରୁ ଫେବୃଆରୀ ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପଞ୍ଚମଥର ପାଇଁ ନ୍ୟୁଜିଲ୍ୟାଣ୍ଡ ମିଳିତ କିମ୍ବା ଏକାକୀ…

ଲିଚୁର ନମୁନା ଯାଞ୍ଚ ହେବ, ନିର୍ଦ୍ଦେଶ…

ଭୁବନେଶ୍ବର: ବିହାରରେ ଏଇସି ମୃତ୍ୟୁକୁ ଦୃଷ୍ଟିରେ ରଖି ସଜାଗ ହୋଇଛନ୍ତି ରାଜ୍ୟ ସରକାର। ରାଜ୍ୟର ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ସଜାଗ ହୋଇଛି। ଖାଦ୍ୟ ନିରାପତ୍ତା କମିସନରଙ୍କୁ ସଜାଗ ରହିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ଏହାସହ ବଜାରରେ ବିକ୍ରି ହେଉଥିବା ଲିଚୁର…

୨୫ ଯାଏଁ ସରକାରୀ ସ୍କୁଲ ଛୁଟି: ପ୍ରଦୀପ୍ତ…

ଭୁବନେଶ୍ବର: ରାଜ୍ୟରେ ଆସନ୍ତାକାଲିଠାରୁ ସବୁ ସରକାରୀ ସ୍କୁଲ ଖୋଲିବାର ଥିଲା। ମାତ୍ର ପ୍ରବଳ ଗ୍ରୀଷ୍ମପ୍ରବାହକୁ ଆଖି ଆଗରେ ରଖି ରାଜ୍ୟ ସରକାର ବିଦ୍ୟାଳୟଗୁଡ଼ିକର ଖରା ଛୁଟି ବଢ଼ାଇ ଦେଇଛନ୍ତି। ଖରାଛୁଟି ଜୁନ୍ ୨୫ ଯାଏଁ ବଢ଼ିଛି। ଅର୍ଥାତ୍‌ ୨୬ ତାରିଖରେ ସ୍କୁଲ ଖୋଲିବ। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ…

ଆତ୍ମନିର୍ଭରଶୀଳ ହେବେ ତୃତୀୟ ଲିଙ୍ଗୀ ଓ…

ମାଲକାନାଗିରି (ସୁରଜ କୁମାର ବେହେରା) : ସମାଜରେ ତୃତୀୟ ଲିଙ୍ଗୀଙ୍କୁ ଲୋକେ ଆଡ ଆଖିରେ ଦେଖୁ ନ ଥିବା ବେଳେ ବର୍ତମାନ ସେମାନଙ୍କୁ ଥଇଥାନ କରିବା ସହ ମୁଖ୍ୟ ସ୍ରୋତରେ ସାମିଲ କରାଇବା ପାଇଁ ଅଣ୍ଟା ଭିଡିଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ପରିବାର ଠାରୁ ଏବଂ ସମାଜ ଠାରୁ କୌଣସି ସାହାରା ନପାଇ ଅନେକ ତୃତୀୟ…

ଅଯୋଧ୍ୟା ବୋମା ବିସ୍ଫୋରଣ ମାମଲା:…

ପ୍ରୟାଗରାଜ: ୨୦୦୫ରେ ହୋଇଥିବା ଅଯୋଧ୍ୟା ବୋମା ବିସ୍ଫୋରଣ ମାମଲାର ଶୁଣାଣି ଆଜି ଆହ୍ଲାବାଦର ଏକ ସ୍ୱତନ୍ତ୍ର କୋର୍ଟ ପ୍ରଦାନ କରିଛନ୍ତି। ସ୍ବତନ୍ତ୍ର କୋର୍ଟ ୪ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବାବେଳେ ଜଣକୁ ଦୋଷମୁକ୍ତ କରିଛନ୍ତି। ଆଜୀବନ କାରାଦଣ୍ଡ ପାଇଥିବା ୪ ଜଣ ହେଲେ ଡ.ଇରଫାନ,ମହମ୍ମଦ…

ନକଲି ଲୋଗୋ ତିଆରି ସଂସ୍ଥା ଉପରେ ଚଢଉ

ରାଉରକେଲା : ବୀରମିତ୍ରପୁର ଷ୍ଟେସନ ନିକଟ କୌଶଲ୍ୟା ପଲି ଇଣ୍ଡଷ୍ଟ୍ରି ଲିମିଟେଡ଼ ଉପରେ ଚଢ଼।ଉ ହୋଇଛି । ପୌର ପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଚଢାଉ କରିଛନ୍ତି । ଏହି ଇଣ୍ଡଷ୍ଟ୍ରିରେ ଛପା ଯାଉଥିଲା ନାମୀଦାମୀ କଂପାନୀର ଲୋଗୋ ସହ ପଲିଥିନ୍ ପ୍ୟାକ୍ । ଲକ୍ଷାଧିକ ଟଙ୍କାର ନାମୀଦାମୀ କଂପାନୀର ଲୋଗୋ…

ପ୍ରଧାନମନ୍ତ୍ରୀଙ୍କ ସର୍ବଦଳୀୟ ବୈଠକରେ…

ନୂଆଦିଲ୍ଲୀ: ବିଜେପି ଓ ପଶ୍ଚିମବଙ୍ଗର କ୍ଷମତାସୀନ ମମତା ସରକାରଙ୍କ ମଧ୍ୟରେ ବିବାଦ ଥମିବାର ନାଁ ଧରୁନି। ଦନିକୁ ଦିନ ବଢି ଚାଲିଛି  ଦୁହିଁଙ୍କ ମଧ୍ୟରେ ବିବାଦ। ଆସନ୍ତାକାଲି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ବସିବ। ଏଥିରେ ସବୁ ବିରୋଧୀ ଦଳର…

ଦେଶରେ ୩୮୦୦୦ କୋଟି ଟଙ୍କା ଜବତ:…

କଟକ: କଟକରେ ଆୟୋଜିତ ହୋଇଥିବା କଳାଧନ ସମ୍ପର୍କିତ ଏସ୍.ଆଇ.ଟି ବୈଠକ ଶେଷ ହୋଇଛି। ସାଧଶଣର ନିର୍ବାଚନ ସମୟରେ ଜବତ ହୋଇଥିବା ଟଙ୍କା ଉପରେ ଆଲୋଚନା ହୋଇଥିଲା ବୋଲି ଏସ୍.ଆଇ.ଟି ଉପାଧ୍ୟକ୍ଷ ଅରଜିତ ପଶାୟତ ସୂଚନା ଦେଇଛନ୍ତି। ଦେଶରେ ୩୮୦୦୦ କୋଟି ଟଙ୍କା ଜବତ ହୋଇଛି। ଏ ସମ୍ପର୍କରେ ଆୟକର ବିଭାଗର ସହଯୋଗ…

ବ୍ୟାଙ୍କରୁ ଟଙ୍କା ଉଠାଇ ଅଟୋରେ ବସିବା…

ନୟାଗଡ : ନୟାଗଡ ଇଣ୍ଡିଆନ ବ୍ୟାଙ୍କ୍ ସମ୍ମୁଖରୁ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ବ୍ୟାଙ୍କ୍ ରୁ ଟଙ୍କା ଉଠାଇ ଅଟୋରେ ବସୁଥିବା ବେଳେ ଜଣେ ବୃଦ୍ଧଙ୍କଠାରୁ ଏକ ଲକ୍ଷ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ । ଦୁଇ ଦୁର୍ବୃତ୍ତ ବାଇକ୍ ରେ ଆସିଥିବା ଜଣାପଡିଛି । ତେବେ ଲୁଟ୍ ନେଇ ବୃଦ୍ଧ ଜଣଙ୍କ ନୟାଗଡ ଥାନାରେ…

ଲଜରୁ ବନ କର୍ମଚାରୀଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗିର : ବଲାଙ୍ଗିର ସରକାରୀ ବସଷ୍ଟାଣ୍ଡ ନିକଟରେ ଥିବା ଏକ ଲଜରୁ ଜଣେ ବନ କର୍ମଚାରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ନାଁ ହେଉଛି ଗୋକୁଳାନନ୍ଦ ଭୋଇ। ଭିତରୁ ବନ୍ଦ ଥିବା ଲଜର ଏକ ରୁମ୍‌ରୁ ଦୁର୍ଗନ୍ଧ ବାହାରିବାରୁ ଏହାର ମ୍ୟାନେଜର ଥାନାକୁ ଖବର ଦେଇଥିଲେ। ପୁଲିସ କବାଟ ଭାଙ୍ଗି ମୃତଦେହ ଜବତ କରି…