Odisha Link
Bridging the Missing Links in Odisha

ବସ୍ ଦୁର୍ଘଟଣା: ୨୦ରୁ ଅଧିକ ଗୁରୁତର

ଓଏଲ୍‌ ବ୍ୟୁରୋ: ବୌଦ୍ଧରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ଟ୍ରକକୁ ଧକ୍କା ଦେଇ ଓଲଟିଲା ବସ୍। ୨୦ ଗୁରୁତର ଭାବେ ଆହତ ହୋଇଛନ୍ତି। ଫୁଲବାଣୀ ଯାଉଥିବା ବେଳେ ରାଣୀପଦର ଘାଟି ଉପରେ ଦୁର୍ଘଟଣା ହୋଇଛି। ଆହୁରି ୨ରୁ ୩ ଜଣ ଫସିରହିଥିବା ସନ୍ଦେହ କରାଜୁରେଥିବାବେଳେ ଉଦ୍ଧାର କାର୍ଯ୍ୟ…

ମତ୍ସ୍ୟ ବିଭାଗର ନିର୍ଦ୍ଦେଶ; ଆଜିଠୁ ୬୧…

ଓଏଲ୍‌ ବ୍ୟୁରୋ: ମାଛ ମାନଙ୍କ ସଂରକ୍ଷଣ ପାଇଁ ମତ୍ସ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ପାରାଦୀପରେ ଆଜିଠୁ ୬୧ ଦିନ ଯାଏଁ ମାଛଧରା ବନ୍ଦ କରାଯାଇଛି। ଓଡ଼ିଶା ଉପକୂଳରେ ମାଛ ଧରା ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମାଛ ସଂରକ୍ଷଣକୁ ଦୃଷ୍ଟିରେ ରଖି ମତ୍ସ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ତେବେ…

ପାଗରେ ବଡ଼ ପରିବର୍ତ୍ତନ; ସକାଳୁ କଲବଲ…

ଓଏଲ୍‌ ବ୍ୟୁରୋ: ବଦଳିଲା ପାଣିପାଗ। ପୁଣି କଲବଲ କଲାଣି ତାତି। ଗତ କିଛି ଦିନ ଧରି ଥଣ୍ଡା ଓ କୋହଲା ପାଗ ପରେ ତାତି ବୃଦ୍ଧି ପାଇଛି। ଆଜିଠାରୁ ୪ ଦିନ ଯାଏଁ ଦିନ ତାପମାତ୍ରା ୬ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ୧୭ ଓ ୧୮ ତାରିଖ ବେଳକୁ ଗ୍ରୀଷ୍ମ ପ୍ରବାହ ଅସମ୍ଭାଳ ହୋଇପାରେ। ୪୩ ରୁ ୪୫ ଡିଗ୍ରୀ…

ଓଡ଼ିଶା: ଆଉ ୯ ଲୋକସଭା ଆସନ ପାଇଁ…

ଓଏଲ୍‌ ବ୍ୟୁରୋ: ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଆଜି କଂଗ୍ରେସ ଓଡ଼ିଶାର ୯ଟି ଲୋକସଭା ଆସନ ପାଇଁ ଘୋଷଣା କରିଛି ପ୍ରାର୍ଥୀଙ୍କ ନାମ। ସବୁଠୁ ବଡ଼ କଥା ହେଲା ଯେ ଛାତ୍ର କଂଗ୍ରେସ ସଭାପତି ୟାସିର୍‌ ନଓ୍ବାଜଙ୍କୁ ଭୁବନେଶର ଲୋକସଭା ଆସନରୁ ପ୍ରାର୍ଥୀ କରିଛି ଦଳ। ସେହିପରି ବାଲେଶ୍ବର ଆସନରୁ ଶ୍ରୀକାନ୍ତ…

ତିନୋଟି ନବଜାତ ଶିଶୁଙ୍କୁ ନୂଆ ଜୀବନ ଦେଲେ…

ଭୁବନେଶ୍ୱର: ଗୋଟିଏ ମା’ର ଗର୍ଭରୁ ଏକା ସାଙ୍ଗେ ଜନ୍ମଲାଭ କରିଥିବା ତିନୋଟି ଅପରିପକ୍ୱ ଶିଶୁଙ୍କୁ ଦୀର୍ଘ ଦିନର ପ୍ରଚେଷ୍ଟା ଓ ଚିକିତ୍ସା ପ୍ରଦାନ କରି ନୂଆ ଜୀବନ ଦେଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ର ନବଜାତ…

ନିର୍ବାଚନ ୨୦୨୪: ବିଜେଡି ନିର୍ବାଚନ…

ଓଏଲ୍‌ ବ୍ୟୁରୋ: ନିର୍ବାଚନୀ ବୈତରଣୀ ପାର କରିବା ପାଇଁ ରାଜ୍ୟର ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ କରୁଛନ୍ତି ଜୋରଦାର ପ୍ରସ୍ତୁତି। ଶାସକ ଦଳ ବିଜୁ ଜନତା ଦଳ କିଭଳି ହେବ ଚଳିତଥରର ନିର୍ବାଚନୀ ଇସ୍ତାହାରର ରୂପରେଖ ସେ ନେଇ ଆରମ୍ଭ କରିଛି ବୈଠକ। ଆଜି ଶଙ୍ଖ ଭବନରେ କମିଟିର ପ୍ରଥମ ଇସ୍ତାହାର…

ରାଜନୀତି ରାଲିରେ ଯୋଗ ଦେଇ ଶିକ୍ଷୟିତ୍ରୀ…

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ଏବେ ନିର୍ବାଚନୀ ମାହୋଲ। ସବୁଠି ଚାଲିଛି ରାଜନୈତିକ ଦଳର ରାଲି। ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳୁଛି ବଡ଼ ବଡ଼ ରାଲି। ଏସବୁ ମଧ୍ୟରେ ଜଣେ ଶିକ୍ଷୟିତ୍ରୀ ରାଲିରେ ଯୋଗଦେଇ ଚାକିରିରୁ ନିଲମ୍ବିତ ହୋଇଛନ୍ତି। ନିର୍ବାଚନ ଆଚରଣବିଧି ଉଲ୍ଲଂଘନ ଅଭିଯୋଗରେ ଶିକ୍ଷୟିତ୍ରୀଙ୍କ ବିରୋଧରେ…

ସମଲେଶ୍ବରୀ ମନ୍ଦିରରେ ମାଦକ ଦ୍ରବ୍ୟ ଓ…

ସମ୍ବଲପୁର: ଆସନ୍ତାକାଲିଠାରୁ ମା ସମଲେଶ୍ବରୀଙ୍କ ପୀଠ ପରିସରରେ ମାଦକ ଦ୍ରବ୍ୟ ଓ ପାନ ଗୁଟକାର ବ୍ୟବହାର ଉପରେ ରୋକ୍ । ଏନେଇ ସମଲେଶ୍ଵରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କୌଣସି ପ୍ରକାର ମାଦକ ଦ୍ରବ୍ୟ ନଆଣିବାକୁ ଟ୍ରଷ୍ଟର ଅନୁରୋଧ। ଏହି ନିଷ୍ପତ୍ତିକୁ ନମାନିଲେ ନିଆଯିବ…

ଭୁବନେଶ୍ବର ଓଡ଼ିଶାର…

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ। ୭୫ ବର୍ଷ ପୂରଣ କରି ୭୬ ବର୍ଷର ପାଦ ଥାପିଛି ରାଜଧାନୀ। ୧୯୪୮ରେ ଏନ୍‌ଏସି, ୧୯୭୯ରେ ମୁନିସିପାଲିଟି ଓ ୧୯୯୪ରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ରାଜଧାନୀବାସୀଙ୍କୁ ମୌଳିକ ସେବା ଯୋଗାଇ ଆସୁଛି। ସବୁଜ ବଳୟରୁ କଂକ୍ରିଟ ଜଙ୍ଗଲରେ ପରିଣତ…

୭୬ ବର୍ଷରେ ରାଜଧାନୀ ଭୁବନେଶ୍ୱର

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ। ୭୫ ବର୍ଷ ପୂରଣ କରି ୭୬ ବର୍ଷର ପାଦ ଥାପିଛି ରାଜଧାନୀ। ୧୯୪୮ରେ ଏନ୍‌ଏସି, ୧୯୭୯ରେ ମୁନିସିପାଲିଟି ଓ ୧୯୯୪ରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ରାଜଧାନୀବାସୀଙ୍କୁ ମୌଳିକ ସେବା ଯୋଗାଇ ଆସୁଛି। ସବୁଜ ବଳୟରୁ କଂକ୍ରିଟ ଜଙ୍ଗଲରେ ପରିଣତ…