Odisha Link
Bridging the Missing Links in Odisha

ଭାରତୀୟ ବାୟୁସେନା ଇତିହାସରେ ଯୋଡ଼ିହେଲା…

ଓଏଲ୍‌ ବ୍ୟୁରୋ: ବାୟୁସେନା ଇତିହାସରେ ଯୋଡ଼ିହେଲା ନୂତନ ଫର୍ଦ୍ଦ। ପୂରା ଦେଶ ଚନ୍ଦ୍ରଯାନ-୩ର ସଫଳତାରେ ଉତ୍ସବମୁଖର ହୋଇଥିବା ବେଳେ ଭାରତ ସାମରିକ କ୍ଷେତ୍ରରେ  ଦେଖାଇଛି। ସ୍ୱଦେଶୀ ନିର୍ମିତ ତେଜସ ବିମାନରୁ ଅସ୍ତ୍ର ମିସାଇଲର ସଫଳ ପରୀକ୍ଷଣ କରିଛି। ୨୦ ହଜାର ଫୁଟ୍ ଉପରୁ ତେଜସ ବିମାନରୁ ଏହି ସଫଳ ପରୀକ୍ଷଣ…

ଚର୍ଚ୍ଚାରେ ବର୍ଷକୁ ଦୁଇଥର ହେବାକୁ ଥିବା…

ଓଏଲ୍‌ ବ୍ୟୁରୋ: ବୋର୍ଡ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି, ଏଣିକି ବୋର୍ଡ ପରୀକ୍ଷା ଦୁଇଥର ହେବ। କେବଳ ଏତିକି ନୁହେଁ ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କୁ ଦୁଇଟି ଭାଷାରେ ପାଠ ପଢିବାକୁ ହେବ। ଏଥିରେ ଗୋଟିଏ ଭାଷା…

ଭାରତୀୟ କୁସ୍ତି ସଂଘକୁ ଝଟକା, ରଦ୍ଦ ହେଲା…

ଓଏଲ୍‌ ବ୍ୟୁରୋ: ଭାରତୀୟ କୁସ୍ତି ସଂଘ ପାଇଁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ବିଶ୍ଵ କୁସ୍ତି ମହାସଂଘ ପକ୍ଷରୁ ଭାରତୀୟ କୁସ୍ତି ସଂଘର ସଦସ୍ୟତା ପଦ ରଦ୍ଦ କରିଦିଆଯାଇଛି। ତେବେ ଭାରତୀୟ କୁସ୍ତି ସଂଘର ନିର୍ବାଚନ ନହେବାରୁ ଏଭଳି ପଦକ୍ଷେପ ଗ୍ରହଣ କରିଛି ଭାରତୀୟ କୁସ୍ତି ମହାସଂଘ। ସୂଚନା ଅନୁସାରେ, ବିଶ୍ଵ…

ମହିଳା ଏସ୍ଆଇଙ୍କ ଆତ୍ମହତ୍ୟା ଉଦ୍ୟମ!…

ଓଏଲ୍‌ ବ୍ୟୁରୋ: ବଲାଙ୍ଗିରର ସଇଁତଳା ଥାନା ମହିଳା ଏସ୍ଆଇ ବିଷପିଇ ଗୁରୁତର ହୋଇଥିବା ଜଣା ପଡିଛି। ଗୁରୁତର ଏସ୍ଆଇଙ୍କୁ ସଇଁତଳାରୁ ଭୀମଭୋଇ ମେଡିକାଲ ସ୍ଥାନାନ୍ତର କରାଯାଇଛି। ବିଳମ୍ବିତ ରାତିରେ ସଇଁତଳା ସ୍ଥିତ ଭଡ଼ାଘରେ ବିଷପାନ କରିଥିବା ସୂଚନା ରହିଛି। ମହିଳା ଏସ୍ଆଇଙ୍କ ବିଷପାନର କାରଣ ସ୍ପଷ୍ଟ…

ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ…

ଓଏଲ୍‌ ବ୍ୟୁରୋ: ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଅସୁସ୍ଥ ହୋଇପଡିଥିବା ଜଣା ପଡିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ଅସୁସ୍ଥତା ନେଇ ପ୍ରଣବଙ୍କ ପତ୍ନୀ କସ୍ତୁରିକା ପଟ୍ଟନାୟକ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରଣବ ଏବେ…

ବଢୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା,…

ଓଏଲ୍‌ ବ୍ୟୁରୋ: ରାଜଧାନୀରେ ଡେଙ୍ଗୁ ଥମିବା ନାଁ ଧରୁନି। ରାଜଧାନୀ ଭୁବନେଶ୍ବରରେ ଘରେ ଘରେ ଡେଙ୍ଗୁ ସଂକ୍ରମଣ ମାଡିବାର ଖବର ସାମ୍ନାକୁ ଆସିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୧୫୫ ରୋଗୀ ଚିହ୍ନଟ ହୋଇଛନ୍ତି। କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରୁ ଅଭାବନୀୟ ସ୍ଥିତି…

ହିମାଚଳରେ ପ୍ରକୃତିର ତାଣ୍ଡବ: ପୁଣି…

ଓଏଲ୍‌ ବ୍ୟୁରୋ: ହିମାଚଳ ପ୍ରଦେଶରେ ଅଭାବନୀୟ ଘଟଣା ଘଟିଥିବା ଜଣା ପଡିଛି। ହିମାଚଳ ପ୍ରଦେଶରେ ବନ୍ୟା ଏବଂ ଭୂସ୍ଖଳନ ଜନିତ ମୃତ୍ୟୁ ସଂଖ୍ୟା ୩୬୦କୁ ବୃଦ୍ଧି ପାଇଛି। ପ୍ରବଳ ବର୍ଷା ଲାଗି ରହିଥିବାରୁ ପରିସ୍ଥିତି ଶୋଚନୀୟ ହେବାରେ ଲାଗିଛି। ଚଳିତ ବର୍ଷ ମୌସୁମୀ ଯେପରି ହିମାଚଳପ୍ରଦେଶ ପାଇଁ ଅଭିଶପ୍ତ ହୋଇ…

ଚନ୍ଦ୍ରରେ ବୁଲୁଛି ରୋଭର ‘ପ୍ରଜ୍ଞାନ’,…

ଓଏଲ୍‌ ବ୍ୟୁରୋ: ସାରା ବିଶ୍ବ ଦେଖିଲା ଭାରତର ପରାକ୍ରମ। ଦେଶର ଗଳିକନ୍ଦିରେ ଉତ୍ସବର ମାହୋଲ। ସବୁଠି ଖୁସି ଆଉ ଖୁସି। କାରଣ ଇତିହାସ ରଚିଛି ଇସ୍ରୋ। ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ କରିଛି ସଫ୍ଟ ଲ୍ୟାଣ୍ଡିଂ। ଏହି ସଫଳତା ପରେ ଭାରତର ଚନ୍ଦ୍ରଯାତ୍ରା ସ୍ୱପ୍ନ ସାକାର ହୋଇଛି। ଆଉ ବିଶ୍ୱର ପ୍ରଥମ ଦେଶ ଭାବେ…

ଭିଜିଲାନ୍ସ ପଞ୍ଝାରେ ରାୟଗଡ଼ା ଡିଏଫ୍ଓ,…

ଓଏଲ୍ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ପୁଣି ଜଣେ ସରକାରୀ ଅଧିକାରୀ। ଭିଜିଲାନ୍ସ ପଞ୍ଝାରେ ପଡିଥିବା ଡିଏଫ୍ଓ ଜଣକ ହେଉଛନ୍ତି ରାୟଗଡ଼ା ଡିଏଫ୍ଓ ବିଜୟ ପରିଡ଼ା। ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ହୋଇଛି। ରାୟଗଡ଼ାର ଗାନ୍ଧିନଗର ସ୍ଥିତ ସରକାରୀ ବାସଭବନରେ ରେଡ୍…

ଇତିହାସ ରଚିଲା ଇସ୍ରୋ, ପ୍ରଧାନମନ୍ତ୍ରୀ…

ଓଏଲ୍‌ ବ୍ୟୁରୋ: ସାରା ବିଶ୍ବ ଦେଖିଲା ଭାରତର ପରାକ୍ରମ। ଦେଶର ଗଳିକନ୍ଦିରେ ଉତ୍ସବର ମାହୋଲ। ସବୁଠି ଖୁସି ଆଉ ଖୁସି। କାରଣ ଇତିହାସ ରଚିଛି ଇସ୍ରୋ। ଆଜି ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ କରିଛି ସଫ୍ଟ ଲ୍ୟାଣ୍ଡିଂ। ଏହି ସଫଳତା ପରେ ଭାରତର ଚନ୍ଦ୍ରଯାତ୍ରା ସ୍ୱପ୍ନ ସାକାର ହୋଇଛି। ଆଉ ବିଶ୍ୱର ପ୍ରଥମ ଦେଶ…