Odisha Link
Bridging the Missing Links in Odisha
Browsing Category

PEN IN BOOKS

ଆମ ଅନୁଷ୍ଠାନର ପ୍ରକାଶନ ବିଭାଗ ହେଉଛି ପେନ୍‌ ଇନ୍‌ ବୁକ୍ସ
୨୦୦୬ ମସିହା ଠାରୁ ପୁସ୍ତକ ପ୍ରସ୍ତୁତ କରି ଆସୁଥିବା ରାଜ୍ୟର ଏହି ଅଗ୍ରଣୀ ପ୍ରକାଶନ ସଂସ୍ଥା ଓଡ଼ିଆ ସମେତ ହିନ୍ଦୀ ଓ ଇଂରାଜୀ ଭାଷାର ବହି ମଧ୍ୟ ପ୍ରକାଶ କରିଥାଏ। ଆମର ସମସ୍ତ ବହି ଦିଲ୍ଲୀର ଥମ୍‌ସନ୍‌ ପ୍ରେସ୍‌ରେ ଛପାହୁଏ। ଅଭିଜ୍ଞ ଓ କୁଶଳୀ କର୍ମଚାରୀ ସାଙ୍ଗକୁ ନୂଆ ପ୍ରଯୁକ୍ତି ବିଜ୍ଞାନର ବ୍ୟବହାର କରି ଆମେ ଓଡ଼ିଶାରେ ପୁସ୍ତକ ପ୍ରକାଶନକୁ ଏକ ନୂଆ ଉଚ୍ଚତାକୁ ନେଇପାରିଛୁ। ଏ ପ୍ରକାଶନ ସଂସ୍ଥା ବାବଦରେ ଅଧିକ ଜାଣିବା ପାଇଁ ଆପଣ ଆମର ଓ୍ବେବ‌ସାଇଟ୍‌ www.peninbooks.com ଭ୍ରମଣ କରିପାରିବେ।
facebook.com/peninbooks
twitter.com/peninbooks
www.instagram.com/peninbooks
ଆମକୁ ସାମାଜିକ ଗଣମାଧ୍ୟମରେ ତଳ ଲିଙ୍କ ସବୁରେ ପାଇପାରିବେ।
ଆମର ପୁସ୍ତକ କିଣିବା ପାଇଁଁ ଆମାଜନ୍‌ର ତଳ ଲିଙ୍କ୍‌ରେ ଖୋଜିପାରିବେ।
www.amazon.in

୩ୟ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ…

ଭୁବନେଶ୍ବର: ବିଗତ ବର୍ଷମାନଙ୍କ ପରି ଚଳିତ ବର୍ଷ ମଧ୍ୟ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପକ୍ଷରୁ ଆୟୋଜିତ ହୋଇଛି 'ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ପୁରସ୍କାର ସମାରୋହ ୨୦୧୯' । ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସରେ ସ୍ଥାନୀୟ ଜୟଦେବ ଭବନ ପରିସରରେ ଆୟୋଜିତ ଏହି…

ଆଜି ତୃତୀୟ ‘ପେନ୍‌ ଇନ୍‌ ବୁକ୍ସ ଯୁବ…

ଭୁବନେଶ୍ବର: ଆଜି ବିଶ୍ବ ମହିଳା ଦିବସ ଅବସରରେ ରାଜ୍ୟର ପ୍ରମୁଖ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ପ୍ରତିବର୍ଷ ଦିଆଯାଉଥିବା ଯୁବ ଲେଖକ ପୁରସ୍କାରର ତୃତୀୟ ସଂସ୍କରଣ ଅନୁଷ୍ଠିତ ହେବ। ଆଜି ଅପରାହ୍ନ ୫.୩୦ ସମୟରେ ଏହି ସମାରୋହ ଭୁବନେଶ୍ବରର ଜୟଦେବ ଭବନରେ ଅନୁଷ୍ଠିତ ହେବ। ଏହି ସମାରୋହରେ…

ମାର୍ଚ୍ଚ ୮ରେ ତୃତୀୟ ‘ପେନ୍‌ ଇନ୍‌…

ଭୁବନେଶ୍ବର: ରାଜ୍ୟର ପ୍ରମୁଖ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ପ୍ରତିବର୍ଷ ଦିଆଯାଉଥିବା ଯୁବ ଲେଖକ ପୁରସ୍କାରର ତୃତୀୟ ସଂସ୍କରଣ ଚଳିତ ମାର୍ଚ୍ଚ ୮ ତାରିଖରେ ପ୍ରଦାନ କରାଯିବ। ମୋଟ ୧୦ ଜଣ ଲେଖକଙ୍କୁ ଏଥିଲାଗି ମନୋନୀତ କରାଯାଇଛି। ୨୦୧୯ ମସିହା ପାଇଁ ଏହି ଲେଖକମାନଙ୍କୁ ପୁରସ୍କୃତ କରାଯିବ…

ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ପୁରସ୍କାର…

ଭୁବନେଶ୍ବର: ରାଜ୍ୟର ପ୍ରମୁଖ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ପ୍ରତିବର୍ଷ ଦିଆଯାଉଥିବା ଯୁବ ଲେଖକ ପୁରସ୍କାରର ତୃତୀୟ ସଂସ୍କରଣ ଫଳାପଳ ପ୍ରକାଶ ପାଇଛି। ମୋଟ ୧୦ ଜଣ ଲେଖକଙ୍କୁ ଏଥିଲାଗି ମନୋନୀତ କରାଯାଇଛି। ଓଡ଼ିଆ ମିଡିଆ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ସେମାନଙ୍କୁ ପୁରସ୍କୃତ…

କଥା, କବିତା, ନୃତ୍ୟ ଓ ସଂଗୀତର ଉଷ୍ମ…

ଶରତ କୁମାର ଦାଶଙ୍କ ୮ମ କବିତା ସଂକଳନ ତଥା ସଂଗୀତ ଆଲବମ୍ ‘ଆରୋହଣ’ ଓ ପ୍ରଥମ ଗଳ୍ପ ସଂକଳନ ‘ଘାସଫୁଲ’ ଉନ୍ମୋଚିତ ଭୁବନେଶ୍ୱର: ପ୍ରସିଦ୍ଧ କବି ଓ କଥାକାର ଶ୍ରୀ ଶରତ କୁମାର ଦାଶଙ୍କ ବିବିଧ ସୃଜନଧାରାକୁ ନେଇ ରାଜ୍ୟର ଜଣାଶୁଣା ପ୍ରକାଶନ ସଂସ୍ଥା 'ପେନ୍ ଇନ୍ ବୁକ୍ସ' ପକ୍ଷରୁ ‘ଶରତ ସଂଧ୍ୟା’ ନାମରେ ଏକ…

ଅଗଷ୍ଟ ୨୫ରେ ଶରତ ସଂଧ୍ୟା: ଅତିଥି ଭାବେ…

ଭୁବନେଶ୍ବର: ଚଳିତ ମାସ ୨୫ ତାରିଖରେ ଆୟୋଜିତ ହେବାକୁ ଯାଉଛି କଥା, କବିତା ଓ ସଂଗୀତର ଏକ ନିଆରା ଉତ୍ସବ ‘ଶରତ ସଂଧ୍ୟା’। ଉତ୍ସବରେ ବରିଷ୍ଠ କବି ଓ କଥାଶିଳ୍ପୀ ଶରତ କୁମାର ଦାଶଙ୍କ ଅଷ୍ଟମ କବିତା ସଂକଳନ ‘ଆରୋହଣ’, ପ୍ରଥମ ଗଳ୍ପ ସଂକଳନ ‘ଘାସଫୁଲ’ ଓ ଅଷ୍ଟମ ସଂଗୀତ ଆଲବମ୍‌ ‘ଆରୋହଣ’ ଉନ୍ମୋଚିତ ହେବ। ଏହି…

ଅଗଷ୍ଟ ୨୫ରେ ଶରତ ସଂଧ୍ୟା: ଉନ୍ମୋଚିତ ହେବ…

ଭୁବନେଶ୍ବର: ଚଳିତ ମାସ ୨୫ ତାରିଖରେ ଆୟୋଜିତ ହେବାକୁ ଯାଉଛି କଥା, କବିତା ଓ ସଂଗୀତର ଏକ ନିଆରା ଉତ୍ସବ 'ଶରତ ସଂଧ୍ୟା'। ଉତ୍ସବରେ ବରିଷ୍ଠ କବି ଓ କଥାଶିଳ୍ପୀ ଶରତ କୁମାର ଦାଶଙ୍କ ଅଷ୍ଟମ କବିତା ସଂକଳନ 'ଆରୋହଣ', ପ୍ରଥମ ଗଳ୍ପ ସଂକଳନ 'ଘାସଫୁଲ' ଓ ଅଷ୍ଟମ ସଂଗୀତ ଆଲବମ୍‌ 'ଆରୋହଣ' ଉନ୍ମୋଚିତ ହେବ।…

ଫେବ୍ରୁଆରୀ ୧୪ରେ ପେନ୍ ଇନ୍ ବୁକ୍ସ ଯୁବ…

୧୨ ଜଣ ପାଇବେ ପେନ୍ ଇନ୍ ବୁକ୍ସ ଯୁବ ଲେଖକ ପୁରସ୍କାର ୨୦୧୮ ପ୍ରଥମ ଥର ପାଇଁ ହିନ୍ଦୀ ଓ ଇଂରାଜୀ ଭାଷାର ଲେଖକ ସାମିଲ ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ପକ୍ଷରୁ ପ୍ରତିବର୍ଷ ଦିଆଯାଉଥିବା ଯୁବ ଲେଖକ ପୁରସ୍କାର ୨୦୧୮ ସଂସ୍କରଣ ଲାଗି ଚୂଡ଼ାନ୍ତ ତାଲିକା ଘୋଷଣା ହୋଇଛି। ୧୦…