Odisha Link
Bridging the Missing Links in Odisha
Browsing Category

ବ୍ୟକ୍ତିତ୍ବ

ଯୁବ ଲେଖକ ଡିଲେଶ୍ୱର ରଣାଙ୍କୁ ତପସ୍ୟା…

ଭବାନୀପାଟଣା: ବର୍ଷ ୨୦୧୯ ପାଇଁ ସମ୍ମାନଜନକ ‘ତପସ୍ୟା ସମ୍ଭାବନା ପୁରସ୍କାର’ ପାଇବେ କଳାହାଣ୍ଡିର ଯୁବ ଲେଖକ ଡିଲେଶ୍ୱର ରଣା । ତପସ୍ୟା ଫାଉଣ୍ଡେସନ୍, ଭୁବନେଶ୍ୱର ଦ୍ୱାରା ଦିଆଯାଉଥିବା ଏହି ପୁରସ୍କାର ବାବଦରେ ସେ ୨୦ ହଜାର ଟଙ୍କା ଅର୍ଥରାଶି ପାଇବେ । ଆସନ୍ତା ଜାନୁଆରୀ ୧୨ ତାରିଖରେ ଭୁବନେଶ୍ୱରରେ ଆୟୋଜିତ…

ତରୁଣକାନ୍ତି ମିଶ୍ର ପାଇବେ ସାହିତ୍ୟ…

ଭୁବନେଶ୍ବର: ଗଳ୍ପ ସଂକଳନ 'ଭାସ୍ବତୀ' ପାଇଁ ଚଳିତ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ପ୍ରଖ୍ୟାତ ଓଡ଼ିଆ କଥାଶିଳ୍ପୀ ତରୁଣକାନ୍ତି ମିଶ୍ର। ଇଂରାଜୀ ସମେତ ୨୪ଟି ଭାରତୀୟ ଭାଷାର ଲେଖକଙ୍କ ପାଇଁ ଆଜି ସାହିତ୍ୟ ଏକାଡେମୀ ନାମ ଘୋଷଣା କରୁଥିବା ବେଳେ ସେଥିରେ ଶ୍ରୀ ମିଶ୍ରଙ୍କ ନାମ ରହିଛି।…

ମୁଖ୍ୟମନ୍ତ୍ରୀଙ୍କ ମହାନତା

ଥିରୁଅନନ୍ତପୁରମ୍: ଜଣେ ଭିନ୍ନକ୍ଷମଙ୍କ ପାଦ ସହ ହାତମିଳାଇ ମହାନତା ପ୍ରଦର୍ଶନ କରିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରେଇ ବିଜୟନ। କେବଳ ସେତିକି ନୁହେଁ ତାଙ୍କ ସହ ନିଜ କାର୍ଯ୍ୟାଳୟରେ ବେଶ୍‌ କିଛି ସମୟ ବିତାଇଥିବା ବିଜୟନ୍‌ ତାଙ୍କ ପାଦରୁ ଚେକ୍‌ ସଂଗ୍ରହ କରିବା ସହ ସେଲ୍‌ଫି ମଧ୍ୟ ଉଠାଇଥିଲେ। ଏହି…

ଯୁବ ବ୍ୟବସାୟୀ ପୃଥ୍ବୀରାଜ ଦାସଙ୍କ ସହ…

କଥାରେ ଅଛି କଷ୍ଟ କଲେ କୃଷ୍ଣ ମିଳେ। ବିନା ପରିଶ୍ରମରେ ଫଳ ଆଶା କରିବା ବୃଥା। ଏକଥାକୁ ଯିଏ ବୁଝିଛି ସେ ଆଜିର ସମୟରେ ସମାଜ ଆଗରେ ଜଣେ ଜଣେ ସଫଳ ବ୍ୟକ୍ତିତ୍ବ ଭାବେ ଗଣା ହୋଇଛନ୍ତି। ଏପରି ଜଣେ ବ୍ୟକ୍ତିତ୍ବ ଆଜି ଆମ ସ୍ବତନ୍ତ୍ର ଆଳାପର ଅତିଥି। ପେସାରେ ସେ ଜଣେ ସାମାଜିକ ଯୁବ ବ୍ୟବସାୟୀ। ପିଲାଦିନରୁ ସରଳ…

ମନେପଡ଼ନ୍ତି ସ୍ବାଧୀନତା ସଂଗ୍ରାମର ପ୍ରଥମ…

ଭୁବନେଶ୍ବର: ଜୟକୃଷ୍ଣ ରାଜଗୁରୁ ମହାପାତ୍ର ଓରଫ୍‌ ଜୟୀ ରାଜଗୁରୁ ଭାରତ ସମେତ ଓଡ଼ିଶା ଇତିହାସର ଅମଳିନ ବ୍ୟକ୍ତିତ୍ୱ। ଏବେବି ସମସ୍ତେ ଝୁରନ୍ତି ରାଜଗୁରୁଙ୍କ ବରୀତ୍ବ, ପରାକ୍ରମ, ମାତୃଭୂମି ପ୍ରତି ଥିବା ପ୍ରେମ ଗାଥାକୁ। ଆଜି ଏହି ମହାନ୍‌ ଜନନାୟକଙ୍କ ଜନ୍ମତିଥି। ବ୍ରିଟିଶ ବିରେଧୀ ସ୍ବାଧୀନତା ସଂଗ୍ରାମର…

୫ ଥର ଓଡ଼ିଶା ଆସିଛନ୍ତି ନୋବେଲ ବିଜୟିନୀ…

ଭୁବନେଶ୍ବର: ଚଳିଚ ବର୍ଷ ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ପାଉଛନ୍ତି ଭାରତୀୟ ବଂଶୋଦ୍ଭବ ଅଭିଜିତ ବ୍ୟାନାର୍ଜୀ ଓ ଇସ୍ଥର ଡୁଫ୍ଲୋ। ଉଭୟେ ସମ୍ପର୍କରେ ପତି ପତ୍ନୀ। ତେବେ ଡୁଫ୍ଲୋଙ୍କର ଏକ ଓଡ଼ିଶା ସମ୍ପର୍କ ରହିଛି। ପୂର୍ବରୁ ସେ ଓଡ଼ିଶା ଆସି ଅର୍ଥନୈତିକ ସର୍ଭେ କରିଛନ୍ତି। ୨୦୦୬ ମସିହାରେ ଓଡ଼ିଶା…

ଆଜି ଜନ୍ମଦିନ: ପେପର୍ ବଏରୁ ମିଜାଇଲ…

ନୂଆଦିଲ୍ଲୀ: ଆଜି ହେଉଛି ପୂର୍ବତନ ରାଷ୍ଟ୍ରପତି ତଥା ମିଜାଇଲ ମ୍ୟାନ୍‌ ଏପିଜେ ଅବଦୁଲ କଲାମଙ୍କ ଜନ୍ମ ଦିବସ। ଏହି ଅବସରରେ ତାଙ୍କ ବିଷୟରେ ଜାଣନ୍ତୁ କିଛି ଜଣା ଅଜଣା କଥା। ଜୀବନୀ: କଲାମଙ୍କ ପୁରା ନାଁ ଅଭୁଲ ପାକିର ଜୈନୁଲାବଦ୍ଦୀନ ଅବଦୁଲ କଲାମ। ୧୫ ଅକ୍ଟୋବର ୧୯୩୧ ମସିହାରେ ତାମିଲନାଡୁର ରାମେଶ୍ଵରମ…

ଓଡ଼ିଶା ଯୁବ ସମ୍ମାନ ୨୦୧୯: କେଉଁ ବିଭାଗରେ…

ଭୁବନେଶ୍ବର: ରାଜ୍ୟର ପ୍ରମୁଖ ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପକ୍ଷରୁ ଆଜି ଆୟୋଜିତ ହୋଇଯାଇଛି ପ୍ରଥମ ଓଡ଼ିଶା ଯୁବ ସମ୍ମାନ ସମାରୋହ। ଏ ଅବସରରେ ୪୦ ବର୍ଷରୁ କମ୍‌ ଯୁବ ବର୍ଗର ୧୭ ଜଣ ପ୍ରସିଦ୍ଧ, ସଫଳ ଓ ଉଦ୍‌ଯୋଗୀ ଯୁବ ପ୍ରତିଭାଙ୍କୁ ସମ୍ମାନିତ କରାଯଇଛି। ସ୍ଥାନୀୟ ଜୟଦେବ ଭବନରେ ଆଜି…

ଓଡ଼ିଶା ଯୁବ ସମ୍ମାନ ୨୦୧୯: ମନୋନୟନ…

To read this news in English click here ଭୁବନେଶ୍ବର: ଓଡ଼ିଶାର ଜଣାଶୁଣା ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଆସନ୍ତା ୨୨ ସେପ୍ଟେମ୍ବର ୨୦୧୯, ରବିବାର ଦିନ ଭୁବନେଶ୍ବରରେ ଆୟୋଜିତ ହେଉଛି ପ୍ରଥମ ଓଡ଼ିଶା ଯୁବ ସମ୍ମାନ (OYA) ସମାରୋହ। ଅନୁଷ୍ଠାନ ଏଥିପାଇଁ…