Browsing Category
କ୍ରୀଡ଼ା
ପର୍ଥ ଟେଷ୍ଟ: ୨୯୫ ରନରେ ଜିତିଲା ଭାରତ
ଓଏଲ ବ୍ୟୁରୋ: ନିଜେ ରଚିଥିବା ଚକ୍ରବ୍ୟୁହରେ ଫସିଲା କଙ୍ଗାରୁ ବାହିନୀ। ବର୍ଡର-ଗାଭସ୍କର ଟ୍ରଫିର ପ୍ରଥମ ମ୍ୟାଚ ଜିତିଲା ଭାରତ। ପର୍ଥ ଟେଷ୍ଟରେ ୨୯୫ ରନରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ। ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ କ୍ଷେତ୍ରରେ ଅଲରାଉଣ୍ଟର ପ୍ରଦର୍ଶନ କରି ବିଜୟୀ ହୋଇଛି ଭାରତ। ୫ ମ୍ୟାଚ ବିଶିଷ୍ଟ…
ଆଇପିଏଲରେ ଇତିହାସ ରଚିଲେ ପନ୍ତ,…
ଓଏଲ୍ ବ୍ୟୁରୋ: ଅଷ୍ଟ୍ରେଲିଆ ଖେଳାଳିଙ୍କୁ ପଛରେ ପକାଇଲେ ଭାରତୀୟ ଖେଳାଳି। ଆଇପିଏଲ ଇତିହାସର ସବୁଠୁ ଦାମୀ ଖେଳାଳି ହେଲ ଋଷଭ ପନ୍ତ। ଆଇପିଏଲ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ବନି ଯାଇଛନ୍ତି। ତାଙ୍କ ପଛକୁ ଶ୍ରେୟସ୍ ଆୟର ରହିଛନ୍ତି। ପୂର୍ବ ଆଇପିଏଲରେ ସବୁୁଠୁ ମହଙ୍ଗା ଖେଳାଳି ହୋଇଥିଲେ ମିଚେଲ…
ପର୍ଥ ଟେଷ୍ଟରେ ବୁମରାହଙ୍କ ବଡ଼ ରେକର୍ଡ
ଓଏଲ୍ ବ୍ୟୁରୋ: ପର୍ଥରେ ନୂଆ ଇତିହାସ ଲେଖିଲେ ଟିମ୍ ଇଣ୍ଡିଆର ଅଧିନାୟକ ଯଶପ୍ରୀତ ବୁମରାହ। ଭାରତର କାମଚଳା ଅଧିନାୟକ ବୁମରାହଙ୍କ ଫିପ୍ଲରରେ କଙ୍ଗାରୁ ବାହିନୀ ଆଣ୍ଠେଇ ଥିଲା। ୫ ଓ୍ବିକେଟ ସଫଳତା ସହିତ ବୁମରାହ ଏକ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି। ସେ ପୂର୍ବତନ ଭାରତୀୟ ଅଧିନାୟକ କପିଲ ଦେବଙ୍କ ଏକ…
୧୦ ବର୍ଷ ପରେ ସ୍ମିଥ ହେଲେ ଗୋଲ୍ଡେନ…
ଓଏଲ୍ ବ୍ୟୁରୋ: ଅଷ୍ଟ୍ରେଲିଆର ଷ୍ଟାର ଟେଷ୍ଟ ବ୍ୟାଟସମ୍ୟାନ୍ ଷ୍ଟିଭ ସ୍ମିଥଙ୍କୁ ଶୂନରେ ଆଉଟ୍ କରିବା କଠିନ ନୁହେଁ କାଠିକାର ପାଠ। କାରଣ ୧୪ ବର୍ଷର କ୍ୟାରିୟରରେ ମାତ୍ର ୧୧ ଥର ଖାତା ଖୋଲି ପାରିନଥିବା ସ୍ମିଥ କେବଳ ୨ଥର ଗୋଲ୍ଡେନ ଡକ୍ର ଶିକାର ହୋଇଛନ୍ତି। ଅର୍ଥାତ୍ ପ୍ରଥମ ବଲରେ ହିଁ ମାତ୍ର ୨ଥର…
ପର୍ଥ ଟେଷ୍ଟ: ପ୍ରଥମ ଦିନ ଖେଳ ଶେଷ,…
ଓଏଲ୍ ବ୍ୟୁରୋ: ସରିଲା ପର୍ଥ ଟେଷ୍ଟର ପ୍ରଥମ ଦିନ ଖେଳ। ଅଷ୍ଟ୍ରେଲିଆ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୭ ଓ୍ବିକେଟ ହରାଇ ୬୭ ରନ୍ କରିଛି। ଏବେବି ଭାରତଠୁ ୮୩ ରନରେ ପଛୁଆ ଅଛି ଅଷ୍ଟ୍ରେଲିଆ। ଭାରତ ପ୍ରଥମ ଇନିଂସରେ ୧୫୦ ରନ୍ ସ୍କୋର କରି ଅଲଆଉଟ ହୋାଇଥିଲା। ତାକୁ ପିଛା କରି ପ୍ରଥମ ଇନିଂସ୍ ଆରମ୍ଭ…
୧୫୦ ରନ୍ରେ ଟିମ୍ ଇଣ୍ଡିଆ ଅଲଆଉଟ୍
ଓଏଲ୍ ବ୍ୟୁରୋ: ପର୍ଥରେ ଟିମ୍ ଇଣ୍ଡିଆର ବ୍ୟାଟିଂ ବିପର୍ଯ୍ୟୟ। ୧୫୦ ରନ୍ରେ ଅଲଆଉଟ୍ ହେଲା ଟିମ୍ ଇଣ୍ଡିଆ। ମାତ୍ର ୫୦ ଓଭର ଖେଳି ସମସ୍ତ ଓ୍ବିକେଟ ହରାଇଛି ଭାରତ। ଭାରତୀୟ ଦଳ ପକ୍ଷରୁ ସର୍ବାଧିକ ରନ୍ ସ୍କୋର ଡେବ୍ୟୁଟାଣ୍ଟ ନୀତିଶ କୁମାର ରେଡ୍ଡୀ (୪୧) କରିଛନ୍ତି। ସେହିପରି ଅଷ୍ଟ୍ରେଲିଆ ପକ୍ଷରୁ…
ପର୍ଥ ଟେଷ୍ଟ: ପ୍ରଥମେ ବ୍ୟାଟିଂ କରିବ…
ଓଏଲ୍ ବ୍ୟୁରୋ: ଆରମ୍ଭ ହେଲା ମହାମୁକାବିଲା। ବର୍ଡର-ଗାଭସ୍କର ଟ୍ରଫିର ପ୍ରଥମ ମୁୁକାବିଲାରେ ଟିିମ୍ ଇଣ୍ଡିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି। ଯାହାଫଳରେ ପ୍ରଥମେ ବୋଲିଂ କରିବାକୁ ପଡ଼ଆକୁ ଓହ୍ଲାଇବ କଙ୍ଗାରୁ ବାହିନୀ । ଏହି ହାଇଭୋଲଟେଜ ମୁକାବିଲାରେ ଭାରତୀୟ ଦଳ ପକ୍ଷରୁ ଦୁଇ ଜଣ…
ପର୍ଥ ଟେଷ୍ଟ ପୂର୍ବରୁ ଭଲ ଖବର,…
ଓଏଲ୍ ବ୍ୟୁରୋ: ପର୍ଥ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଭଲ ଖବର। ଦ୍ୱିତୀୟ ଥର ପାଇଁ ବାପା ହୋଇଥିବାରୁ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା ପ୍ରଥମ ଟେଷ୍ଟ ଖେଳିବେ ନାହିଁ। ପର୍ଥରେ ଖେଳାଯିବାକୁ ଥିବା ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚରେ ଭାରତୀୟ ଦଳ ସହିତ ଯୋଡ଼ି ହେବ ନିୟମିତ ଅଧିନାୟକ ରୋହିତ…
ପର୍ଥ ଟେଷ୍ଟ ପୂର୍ବରୁ ବୁମରାହଙ୍କ ରୌଦ୍ର…
ଓଏଲ୍ ବ୍ୟୁରୋ: ଦିନକ ପରେ ମୁୁହାଁମୁହିଁ ହେବେ ବିଶ୍ବ କ୍ରିକେଟର ଦୁଇ ମହାଶକ୍ତି। ଆସନ୍ତାକାଲିଠୁ ପର୍ଥରେ ଖେଳାଯିବ ବର୍ଡର-ଗାଭସ୍କର ଟ୍ରଫିର ପ୍ରଥମ ମ୍ୟାଚ୍। ଦୁଇ ଦେଶର ଅଧିନାୟକ ବି ଟ୍ରଫି ଉନ୍ମୋଚନ କରିଛନ୍ତି। ରୋହିତଙ୍କ ଅନୁୁପସ୍ଥିତିରେ ଟିମ୍ ଇଣ୍ଡିଆର ମଙ୍ଗ ଧରିଛନ୍ତି ବୁମରାହ। ଗୁରୁତ୍ବପୂର୍ଣ୍ଣ…
ଟି-୨୦ରେ ହାର୍ଦ୍ଦିକଙ୍କ ରାଜୁତି
ଓଏଲ୍ ବ୍ୟୁରୋ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ଜିତିବା ପରେ ଆଇସିସି ରାଙ୍କିଙ୍ଗରେ ଭାରତୀୟ ଖେଳାଳିଙ୍କ ଦବଦବା। ଟି-୨୦ ବ୍ୟାଟିଂ ରାଙ୍କିଙ୍ଗରେ ଭାରତୀୟ ଖେଳାଳି ତିଲକ ବର୍ମା ୩ୟ ସ୍ଥାନରେ ରହିଥିବା ବେଳେ ଅଲରାଉଣ୍ଡର ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା। ସେ ଟି-୨୦…