Odisha Link
Bridging the Missing Links in Odisha
Browsing Tag

ଆଫଗାନିସ୍ତାନ

ଆଫଗାନିସ୍ତାନ ସ୍ଥିତି ନେଇ ସବର୍ଦଳୀୟ…

ନୂଆଦିଲ୍ଲୀ: ଆଫଗାନିସ୍ତାନ ସ୍ଥିତି ନେଇ ସର୍ବଦଳୀୟ ବୈଠକ ଡାକିବାକୁ ନିଷ୍ପତ୍ତି ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ୨୬ ଅଗଷ୍ଟ ସକାଳେ ଏହି ସର୍ବଦଳୀୟ ବୈଠକ ବସିବ। ସର୍ବଦଳୀୟ ବୈଠକରେ ଆଫଗାନିସ୍ତାନରେ ସ୍ଥିତି ଓ ଭାରତର…

ଆଫଗାନିସ୍ତାନରୁ ଫେରିଲେ ଆଉ ୧୪୬ ଭାରତୀୟ

ନୂଆଦିଲ୍ଲୀ: ଆଫଗାନିସ୍ତାନରୁ ସ୍ବଦେଶକୁ ଫେରିଲେ ଆଉ ୧୪୬ ଭାରତୀୟ। ଦୋହାସ୍ଥିତ ଭାରତୀୟ ଦୂତାବାସ ସହାୟତାରେ ସେମାନେ ଭାରତ ଫେରିଛନ୍ତି। ୧୪୬ ଭାରତୀୟଙ୍କୁ ଗତକାଲି ଆଫଗାନିସ୍ତାନର ରାଜଧାନୀ କାବୁଲରୁ ବିମାନ ଯୋଗେ ଦୋହା ଦେଇ ଦିଲ୍ଲୀ ଅଣାଯାଇଛି। ତେବେ ସେମାନେ ଅଗଷ୍ଟ ୧୪ରେ ଆମେରିକା ଦୂତାବାସ ବିମାନରେ…

ଆଫଗାନିସ୍ତାନକୁ ଫେରି ପାରିବେ ଗନୀ ଓ…

କାବୁଲ: ଆଫଗାନିସ୍ତାନକୁ ଫେରି ପାରିବେ ରାଷ୍ଟ୍ରପତି ଅଶରଫ୍‌ ଗନୀ ଏବଂ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ୍‌। ତାଲିବାନ୍‌ ତାଙ୍କୁ କ୍ଷମା କରି ଦେଇଛିବା ଇଚ୍ଛା କଲେ ସେ ଦୁହେଁ ଆଫଗାନିସ୍ତାନକୁ ପ୍ରତ୍ୟାବର୍ତ୍ତନ କରିପାରିବେ ବୋଲି ବରିଷ୍ଠ ତାଲିବାନ୍ ନେତା ଖଲିଲ୍‌ ଉର୍‌ ରହମନ୍‌ ହକ୍କାନୀ କହିଛନ୍ତି।…

ଆଫଗାନିସ୍ତାନକୁ ଆର୍ଥିକ ସହାୟତା ବନ୍ଦ…

କାବୁଲ: ଆଫଗାନିସ୍ତାନକୁ ତାଲିବାନ ଦଖଲ ପରେ ଏବେ ତାଲିବାନକୁ ଝଟକା। ଅର୍ନ୍ତରାଷ୍ଟ୍ରୀୟ ମୁଦ୍ରାକୋଷ (ଆଇଏମଏଫ) ଆଫଗାନିସ୍ତାନକୁ ସମସ୍ତ ଆର୍ଥିକ ସହାୟତା ବନ୍ଦ କରାଯିବା ନେଇ ଘୋଷଣା କରିଛି। ଆଇଏମଏଫର ପ୍ରବକ୍ତା ଗେରି ରାଇସ ଏ ବାବଦରେ ଏକ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ ତାଙ୍କ ଟ୍ୱଟରେ ଲେଖିଛନ୍ତି…

ଆଫଗାନିସ୍ତାନ ହିନ୍ଦୁ-ଶିଖ୍‌ ନାଗରିକଙ୍କୁ…

ନୂଆଦିଲ୍ଲୀ: ଆଫଗାନିସ୍ତାନ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ସୁରକ୍ଷା କ୍ୟାବିନେଟ୍ କମିଟି (ସିସିଏସ୍)ରେ ଏକ ଉଚ୍ଚ ସ୍ତରୀୟ ବୈଠକ ହୋଇଛି।। ଆଫଗାନିସ୍ତାନକୁ ତାଲିବାନ ନିଜ ଦଖଲକୁ ନେଇଛି। ଏହାପରେ ସେଠାରେ ରହୁଥିବା ଲୋକଙ୍କ ମଧ୍ୟରେ ଆତଙ୍କରେ ବାତାବରଣ…

ରାଷ୍ଟ୍ରପତି ଦେଶ ଛାଡି ଥିବାରୁ ମୁଁ…

କାବୁଲ: ତାଲିବାନ ଆଫଗାନିସ୍ତାନକୁ ଅକ୍ତିଆର କରିବା ପରେ କିପରି ସେଠାରେ ସରକାର ଗଢ଼ିବ ନେଇ ଯୋଜନା କରୁଥିବା ବେଳେ ତାଲିବାନ ବିରୋଧରେ ଲଢ଼େଇ ପାଇଁ ଅଣ୍ଟା ଭିଡିଛନ୍ତି ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେ। ତାଲିବାନ ବିରୋଧରେ ସ୍ୱର ଉଠାଇ ସେ ନିଜକୁ ଦେଶର ରାଷ୍ଟ୍ରପତି ଭାବେ ଘୋଷଣା କରିଛନ୍ତି।…

ଆଫଗାନିସ୍ତାନରେ ଭୂକମ୍ପ ଝଟକା

କାବୁଲ: ଆଫଗାନିସ୍ତାନରେ ଉତ୍ତେଜନା ଲାଗି ରହିଥିବା ବେଳେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ମଙ୍ଗଳବାର ସକାଳ ୬.୦୮ରେ ଘଟିଥିବା ଏହି ଭୂକମ୍ପ ହୋଇଥିଲା। ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୫ ରେକର୍ଡ କରାଯାଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଏହି ଭୂକମ୍ପର କେନ୍ଦ୍ରସ୍ଥଳ…

ଆଫଗାନିସ୍ତାନର ରାଷ୍ଟ୍ରପତି ହେବେ ମୁଲ୍ଲା…

ନୂଆଦିଲ୍ଲୀ: ତାଲିବାନ ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ ଅକ୍ତିଆର କରି ସାରିଛି। ରାଷ୍ଟ୍ରପତି ଅସରଫ ଘନି ଦେଶଛାଡ଼ି ପଳାୟନ କରିଥିବା ବେଳେ ରାଜଧାନୀ କାବୁଲ ଓ ରାଷ୍ଟ୍ରପତି ଭବନ ତାଲିବାନ ନିଜ କବଜାକୁ ନେଇ ସାରିଛି। ତେବେ ପ୍ରାପ୍ତ ସୂଚନା ମୁତାବକ ମୁଲ୍ଲା ଅବଦୁଲ ଘନୀ ବରାଦର ଆଫଗାନିସ୍ତାନର ନୂଆ ରାଷ୍ଟ୍ରପତି…

ଆଫଗାନିସ୍ତାନରୁ ଭାରତ ଫେରିଲେ ୧୨୯…

ନୂଆଦିଲ୍ଲୀ: ଆଫଗାନିସ୍ତାନରୁ ଭାରତ ଫେରିଲେ ଶତାଧିକ ଯାତ୍ରୀ। କାବୁଲରୁ ୧୨୯ ଯାତ୍ରୀଙ୍କୁ ଧରି ଏୟାର ଇଣ୍ଡିଆର ବିମାନ ନୂଆଦିଲ୍ଲୀରେ ପହଞ୍ଚିଛି। ଆଜି ମଧ୍ୟ କାବୁଲ ଓ ନୂଆଦିଲ୍ଲୀ ମଧ୍ୟରେ ଏୟାର ଇଣ୍ଡିଆର ବିମାନ ଚଳାଚଳ ଜାରି ରହିବ। ଏନେଇ ଏୟାର ଇଣ୍ଡିଆର ଜ‌ଣେ ଅଧିକାରୀ ପ୍ରକାଶ କରିଛନ୍ତି। କାବୁଲକୁ…

ପୁଣି ଆଫଗାନିସ୍ତାନରେ ତାଲିବାନ ଶାସନ…

ଆଫଗାନିସ୍ତାନ: ପୁଣି ଆଫଗାନିସ୍ତାନରେ ତାଲିବାନ ଯୁଗ ଆରମ୍ଭ। ଆଫଗାନିସ୍ତାନରେ ୨୦ ବର୍ଷ ଧରି କ୍ଷମତାରୁ ବାହାରେ ରହିଥିବା ତାଲିବାନ ପୁଣି ଥରେ ବଳପୂର୍ବକ କ୍ଷମତାକୁ ଦଖଲ କରିଛି। ୧୦୩ ଦିନର ଲଢ଼େଇ ପରେ ଆଫଗାନିସ୍ତାନକୁ ନିଜ କବଜାକୁ ନେଇଛି ତାଲିବାନ। କାବୁଲକୁ ନିଜ ନିୟନ୍ତ୍ରଣକୁ ନେବା ପରେ ଏବେ ତାଲିବାନ…