Odisha Link
Bridging the Missing Links in Odisha
Browsing Tag

ଟିକା

ଟିକାର ମିଶ୍ରିତ ଡୋଜ ପରୀକ୍ଷଣକୁ ଅନୁମତି,…

ନୂଆଦିଲ୍ଲୀ: କରୋନା ଟିକାର ମିଶ୍ରିତ ଡୋଜକୁ ସାମିଲ କରିବାକୁ ସରକାର ବୈଜ୍ଞାନିକଙ୍କ ଅଧ୍ୟୟନକୁ ଅନୁମତି ଦେଇଛନ୍ତି। ଏଣିକି ଜଣେ ବ୍ୟକ୍ତି ନେଇପାରେବି ଦୁଇଟି ଭିନ୍ନ ଟିକା। ଏକ୍ସପର୍ଟ ୱାର୍କିଂ କମିଟି (SEC)ର ଏକ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏହି ଅଧ୍ୟୟନ ଶୀଘ୍ର ଦେଶର ଡାକ୍ତରଖାନା ଗୁଡ଼ିକରେ ଆରମ୍ଭ…

ଟିକା ନେଇ ଶିଶୁ ମୃତ୍ୟୁ ଅଭିଯୋଗ

କାମାକ୍ଷାନଗର: ଟିକା ନେଇ ଆସିଲା ଶିଶୁ ମୃତ୍ୟୁ ଅଭିଯୋଗ। ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ଖଜୁରିଆ ଗ୍ରାମରୁ ଏଭଳି ଅଭିଯୋଗ ଆସିଛି। ଗ୍ରାମର ମହେଶ୍ବର ଦାସଙ୍କର ୨ ମାସର ଝିଅ ବୁଧବାର ଟିକା ଗ୍ରାମ ଅଙ୍ଗନଓ୍ବାଡି କେନ୍ଦ୍ରରେ ଦିନ ୧୧ଟା ୩୦ ବେଳକୁ ଦୁଇ ବୁନ୍ଦା ପୋଲିଓ ଏବଂ ରୋଟାଭାଇରସ୍,…

କୋଭିଡ ସମୀକ୍ଷା ବୈଠକରେ ଟିକା ନେଇ ଦାବି…

ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ ସମୀକ୍ଷା ବୈଠକରେ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି। ବୈଠକରେ ନବୀନ ପଟ୍ଟନାୟକ କରୋନା ଟିକା ନେଇ କେନ୍ଦ୍ର ସରକାରଙ୍କ ଠାରେ ଦାବି କରିଛନ୍ତି। ରାଜ୍ୟ ପାଇଁ ୯୫% ଟିକା କେନ୍ଦ୍ର ସରକାର ଦେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ…

ଟିକା ଅଭାବ: ୨ ଦିନରେ ସରିଯିବ ଗଚ୍ଛିତ…

ଭୁବନେଶ୍ୱର: କରୋନାକୁ ମାତ ଦେବା ପାଇଁ ରାଜ୍ୟରେ ଟିକାକରଣକୁ ଜୋରଦାର କରାଯାଉଛି। ଅଧିକାଂଶ ସମୟରେ ଟିକା ଅଭାବ ଯୋଗୁଁ ଟିକାଦାନ ବାଧାପ୍ରାପ୍ତ ହେଉଛି। ଏବେ ପୁଣି ରାଜ୍ୟରେ ଟିକା ଅଭାବ ସମସ୍ୟା ଦେଖାଦେଇଛି। ଟିକା ପ୍ରସଙ୍ଗରେ ପରିବାର କଲ୍ୟାଣ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇ କହିଛନ୍ତି ଯେ,…

ଟିକା ଅନୁପାତରେ ପରିବର୍ତ୍ତନ ପାଇଁ…

ଭୁବନେଶ୍ବର: ଟିକା ଅନୁପାତରେ ପରିବର୍ତନ ପାଇଁ ଚିଠି ଲେଖିଲା ଓଡ଼ିଶା। ଘରୋଇ ହସ୍ପିଟାଲକୁ ୨୫ ପ୍ରତିଶତ ପରିବର୍ତେ ୫ ପ୍ରତିଶତ ଟିକା ଯୋଗାଣ ପାଇଁ ଦାବି କରାଯାଇଛି। ପରିବର୍ତ୍ତିତ କୋଭିଡ ଟିକାକରଣ ଗାଇଡ ଲାଇନ ଅନୁଯାୟୀ, ଘରୋଇ ହସ୍ପିଟାଲ ଗୁଡ଼ିକ ଟିକା ପ୍ରସ୍ତୁତ କମ୍ପାନୀ ଠାରୁ ସିଧାସଳଖ ଭାବେ ୨୫ ପ୍ରତିଶତ…

ଟିକା ନ ନେଇ ଖାଲି ଛୁଞ୍ଚି ଫୋଡ଼ିଲେ ନର୍ସ

ବିହାର: ମହାମାରୀ କରୋନାକୁ ମାତ୍‌ ଦେବାକୁ ଦେଶରେ ଟିକାକରଣ ଅଭିଯାନ ଜୋରସୋର ଚାଲିଛି। ଏହାରି ମଧ୍ୟରେ ଜଣେ ନର୍ସ ସିରିଞ୍ଜରେ ଟିକା ଭର୍ତ୍ତି ନକରି ଯୁବକଙ୍କୁ ଇଞ୍ଜେକସନ ଦେଇ ଦେଇଥିବା ଘଟଣା ସାମ୍ନାକୁ ଆସୁଛି। ବିହାରର ଛପରାରେ ଏଭଳି ଘଟଣା ଘଟିଛି। ସୂଚନା ମୁତାବକ, ବିହାରର ଛପରା ବଡ଼ା ଇମାନବାଡା…

ରାଜ୍ୟରେ ଟିକା ନେଇନାହାଁନ୍ତି ୨ ଲକ୍ଷ…

ଭୁବନେଶ୍ୱର: କରୋନାକୁ ମାତ୍‌ ଦେବାକୁ ରାଜ୍ୟରେ ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ଟିକାକରଣ ଉପରେ ସରକାର ଜୋର ଦେଉଥିବା ବେଳେ କରୋନା ବିପକ୍ଷ ଲଢେଇରେ ସାମିଲ ସମ୍ମୁଖ ଯୋଦ୍ଧା ଏଯାଏଁ ଟିକା ନେଇନଥିବା ତଥ୍ୟ ସାମ୍ନାକୁ ଆସିଛି। ରାଜ୍ୟରେ ଏଯାଏଁ ଟିକା ନେଇନାହାଁନ୍ତି ପାଖାପାଖି ୨ ଲକ୍ଷ କୋଭିଡ୍ ଯୋଦ୍ଧା।…

ଟିକା ନେଲେ ମାଗଣାରେ ମିଳିବ ଚିକେନ୍

ନୂଆଦିଲ୍ଲୀ: ଟିକା ନେଲେ ମାଗଣାରେ ମିଳିବ କୁକୁଡା। ଲୋକଙ୍କୁ ଟିକାକରଣ ପାଇଁ ଉତ୍ସାହିତ କରିବା ପାଇଁ ଇଣ୍ଡୋନେସିଆ ସରକାର ଏଭଳି ନିଆରା ଉପାୟ ଆପଣାଇଛନ୍ତି। ପଶ୍ଚିମ ଜାଭାର ସିୟାନଜୁର ରିଜେନ୍ସିରେ ୪୫ରୁ ଉଦ୍ଧ୍ୱର୍ ବୟସ୍କ ନାଗରିକଙ୍କୁ ଟିକା ନେବାକୁ ଉତ୍ସାହିତ କରିବା ଲାଗି ଜିଲ୍ଲାଧିକାରୀମାନେ ମାଗଣା…

ଗର୍ଭବତୀ ମହିଳାଙ୍କ ପାଇଁ ଟିକା ଜରୁରୀ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଗର୍ଭବତୀ ମହିଳା ଓ ଶିଶୁଙ୍କ ଉପରେ ବେଶୀ ପ୍ରଭାବ ପକାଇଛି। ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ, ଆଇସିଏମଆରର ପ୍ରଥମ ଓ ଦ୍ୱିତୀୟ ଲହରରେ ଗର୍ଭବତୀ ଓ ଶିଶୁଙ୍କୁ ଜନ୍ମ ଦେଇଥିବା ମହିଳାଙ୍କ ଏକ ତୁଳନାତ୍ମକ ଚିତ୍ର ଦିଆଯାଇଛି। ଏଥିରେ କୁହାଯାଇଛି ଯେ, ଦ୍ୱିତୀୟ ଲହରରେ…

ଦୁଇଟି ଡୋଜ୍‌ ଟିକା ନେଇ ବି ମୃତ୍ୟୁ

ନୂଆଦିଲ୍ଲୀ: ମହାମାରୀ କରୋନାକୁ ମାତ୍‌ ଦେବାକୁ ଟିକାକରଣ ଜାରି ରହିଛି। ମାତ୍ର ଏହାରି ମଧ୍ୟରେ ଦୁଇଟି ଡୋଜ୍‌ ଟିକା ନେଇ ପ୍ରଥମ ମୃତ୍ୟୁ ହୋଇଥିବା ସରକାର ସ୍ୱୀକାର କରିଛନ୍ତି। ଟିକାକରଣ ପରେ ସୃଷ୍ଟି ହେଉଥିବା ପାର୍ଶ୍ୱପ୍ରତିକ୍ରିୟା ଉପରେ ନଜର ରଖିବା ପାଇଁ ଗଠିତ କମିଟି ଟିକା ନେଇ ଜଣେ ପ୍ରାଣ ହରାଇଥିବା…